କରେଣ୍ଟ ତାର ଲାଗି ପାଲା ଗାୟକଙ୍କ ଗଲା ଜୀବନ, ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କଲେ ପରିବାର ଲୋକେ

କରେଣ୍ଟ ତାର ଲାଗି ପାଲା ଗାୟକଙ୍କ ଗଲା ଜୀବନ, ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କଲେ ପରିବାର ଲୋକେ

ପୁରୀ : ବିଦ୍ୟୁତ୍ ବିଭାଗ ନାଁ ରେ ସାଂଘାତିକ ଅଭିଯୋଗ । ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କଲେ ପରିବାର ଲୋକେ । ଦୀର୍ଘ ୯ ମାସ ହେବ ସାମାଜିକ ବାସନ୍ଦ ହୋଇଥିଲେ ଏବେ ପାଲା ଗାୟକଙ୍କ ଜୀବନ ଚାଲିଗଲା ।ହଁ ଆଜ୍ଞା, ଆମେ କହୁଛୁ ଓଡ଼ିଶାର ପ୍ରସିଦ୍ଧ ପାଲା ଗାୟକ ହିମାଂଶୁ ବରାଳଵ କଥା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି । ଏ ସମ୍ପର୍କରେ ବ୍ରହ୍ମଗିରି ଥାନାରେ ଲିଖନ୍ତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ଅଭିଯୋଗ ଶୁଣିନାହିଁ । ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ପଲ୍ଲୀ ଗାଁରୁ ।ଆଧୁନିକ ସମାଜ ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଅଭିବୃଦ୍ଧି ସେ ସତ୍ତ୍ବେ ମଧ୍ୟ ଏଯାବତ୍ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମାଜିକ ବାସନ୍ଦ ଭଳି କୁ ପ୍ରଥା ଚାଲୁରହିଛି । ଆଉ ଏଭଳି ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛନ୍ତି ପଲ୍ଲୀ ଗାଁର ୫ ପରିବାର । ଗାଁର ଦୁଇ ଭାଇଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ ନେଇ ଗାଁର ୫ ପରିବାରକୁ କୁ ଗତ ହେବ ସାମାଜିକ ବାସନ୍ଦ କରାଯାଇଛି ରଛି । ସେମାନଙ୍କୁ ନିଆଁ,ପାଣି,ଦିଅଁ,ଦେବତା ଏଭଳିକି ଶ୍ରାଦ୍ଧ,ଶୁଦ୍ଧି କ୍ରିୟା ଓ ପିଲାଙ୍କ ଟ୍ୟୁସନ୍ ମଧ୍ଯ ବନ୍ଦ କରି ଦିଆଯାଇଛି ଇଛି । କଥା ଏତିକିରେ ସୀମିତ ନାହିଁ । ଦା ଓ ଆଙ୍କୁଡି ସା ଏହି ୫ ଟି ପରିବାରକୁ ଦିଆଯାଇ ଇଥିବା ବିଦ୍ୟୁତ୍ ସଂଯୋଗ ତାର କାଟି ଦିଆଯାଇଥିଲା । ସେଥୁରୁ କିଛି ତାର ଓହଳି ରହିଥିଲା । ଓହଳି ପଡିବ ଡିଥିବା ତାର ବିଛିନ୍ନ ପାଇଁ ସେମାନେ ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଜଣାଇଥିଲେ ହେଁ ବିଦ୍ୟୁତ୍ ବିଭାଗ ଏଥିପ୍ରତି ତିଳେ ମାତ୍ର କର୍ଣ୍ଣପାତ କରିନଥୁଲା । এখা ଯୋଗୁଁ ପାଲା ଗାୟକ ହିମାଂଶୁ ବରାଳଙ୍କ ଜୀବନ ଚାଲିଯାଇଛି ।ଦୁଇ ମାସ ସାହାଯ୍ୟରେ ଦିନ ତଳେ ସାମାଜିକ ବା ବାସନ୍ଦ ଦ ହୋଇଥିବା ଶାନ୍ତିଲତା ବରାଳଙ୍କ ସ୍ଵାମୀ ତଥା ଓଡିଶାର ପ୍ରସିଦ୍ଧ ପାଲା ଗାୟକହିମାଂଶୁ ବରାଳ ସକାଳୁ ପରିସ୍ରା ପାଇଁ ଯାଇଥିବା ବେଳେ ଓହଳି ପଡିଥିବା ତାର ସହ ପବନ ଯୋଗୁଁ ଏହି ତାର ଲୁହା ଖୁଣ୍ଟି ସଂସ୍ପର୍ଶରେ ଆସିଥିଲା । ହିମାଂଶୁ এ ଏହାକୁ ସ୍ପର୍ଶ କରିବାରୁ ତାଙ୍କର ମୃତ୍ୟୁ ଘଟିଛି । ଗୋଟିଏ ପଟେ ୯ ମାସ ଧରି ସାମାଜିକ ବାସନ୍ଦ ତ ଅ ଅନ୍ୟ ପଟେ ସାମାଜିକ ବାସନ୍ଦର ଭୟାବହ ପରିଣତି ଯୋଗୁଁ ଗୋଟିଏ ମୂଲ୍ୟବାନ ଜୀବନ ଯାଇଛି । ତୁରନ୍ତ ଏହି ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନ୍ୟାୟ ଯୋଗାଇବା ପାଇଁ ପରିବାର ଲୋକେ ଗୁହାରି କରିଛନ୍ତି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!