ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣା : କୋର୍ଟରେ ହାଜର ହେଲେ ସାନଖେମୁଣ୍ଡି ବିଧାୟକ
ଭୁବନେଶ୍ବର:(କାଞ୍ଚନ ଟିଭି) ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ କୋର୍ଟରେ ହାଜର ହେଲେ ବିଧାୟକ ରମେଶ ଜେନା। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ହେଉଛନ୍ତି ରମେଶ ଜେନା। ଭୁବନେଶ୍ବର କୋର୍ଟରେ ବିଧାୟକ ହାଜର ହୋଇଛନ୍ତି। ସାନଖେମୁଣ୍ଡି ବିଧାୟକଙ୍କ ସହ ତାଙ୍କ ସହଯୋଗୀ ମଧ୍ୟ କୋର୍ଟରେ ହାଜର ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣୁ ଘଟଣାରେ ଅଭିଯୁକ୍ତ ଥିଲେ ସାମଖେମୁଣ୍ଡି ବିଧାୟକ ରମେଶ ଜେନା। ଗତ ୨୦୧୧ ମସିହା ଫେବୃଆରୀ ୮ ତାରିଖରେ ଏହି ଗୁଳିକାଣ୍ତ ଘଟଣାରେ ରମେଶ ଜେନା ଗିରଫ ହୋଇଥିଲେ।
CATEGORIES ରାଜ୍ୟ