“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଟିଂ”- ଓଡ଼ିଆ ସଂସ୍କରଣ ଲୋକାର୍ପିତ
ଭୁବନେଶ୍ବର:(କାଞ୍ଚନ ଟିଭି) ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ସ ଏବଂ ସବକା ସାଥ୍, ସବକା ବିକାଶ, ସବକା ବିଶ୍ବାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧା ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ବସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ ତ୍ବରାନ୍ବିତ କରି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ବିଜେପି ତରଫରୁ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଟି ପ୍ରକାଶ ପାଇଛି ସୋସିଆଲ, ଫିଜିକାଲ୍ ଓ ଡିଜିଟାଲ ଭିତିଭୁମିକୁ ସୁଦୃଢ କରାଯିବା ଲକ୍ଷ୍ୟରେ ନ୍ୟରେ ଏହି ସଂ ପତ୍ର ‘ବିକଶିତ ଭାରତ ଏବଂ ବିକଶିତ ଓଡିଶା ଗଠନ’ରେ ‘ବୁଷ୍ଟର’ ସଦୃଶ ହେବା ଗତ ୧୪ ତାରିଖ ପବିତ୍ର ପଣାସଂକ୍ରାନ୍ତି ଅବସରରେ ପ୍ରଧାନ ନମନ୍ତ୍ରୀ ନରେନ୍ଦ୍ର ସଂକଳ୍ପ ରନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଙ୍ଗା, ଇସ୍ତାହାର କମିଟି ସଂଯୋଜକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଟି” ଉନ୍ମୋଚନ କରିଥିଲେ। ”
ଆଜି ସେହି ସଂକଳ୍ପ ପତ୍ରର ଓଡିଆ ସଂସ୍କରଣକୁ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଛି।
ଯୁବକ, ମହିଳା, କୃଷକ ଓ ଗରିବଙ୍କୁ ମୋଦିଜୀ ଏହି ଭୁବନେଶ୍ବର: (କାଞ୍ଚନ ଟିଭି) ‘ରିଫର୍ମ – ପରଫର୍ମ – ଟ୍ରାନ୍ସଫର୍ମ’କୁ ମୁଳମନ୍ସ ଏବଂ ସବକା ସାଥ୍, ସବକା ବିକାଶ, ସବକା ବିଶ୍ବାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧା ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ବସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ ତ୍ବରାନ୍ବିତ କରି ବିକଶିତ ରାଷ୍ଟ୍ର ଭାବେ ଗଢି ତୋଳିବା ଉଦ୍ଦେଶ୍ୟରେ ବିଜେପି ତରଫରୁ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଟି ପ୍ରକାଶ ପାଇଛି ସୋସିଆଲ, ଫିଜିକାଲ୍ ଓ ଡିଜିଟାଲ ଭିତିଭୁମିକୁ ସୁଦୃଢ କରାଯିବା ଲକ୍ଷ୍ୟରେ ନ୍ୟରେ ଏହି ସଂ ପତ୍ର ‘ବିକଶିତ ଭାରତ ଏବଂ ବିକଶିତ ଓଡିଶା ଗଠନ’ରେ ‘ବୁଷ୍ଟର’ ସଦୃଶ ହେବା ଗତ ୧୪ ତାରିଖ ପବିତ୍ର ପଣାସଂକ୍ରାନ୍ତି ଅବସରରେ ପ୍ରଧାନ ନମନ୍ତ୍ରୀ ନରେନ୍ଦ୍ର ସଂକଳ୍ପ ରନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଙ୍ଗା, ଇସ୍ତାହାର କମିଟି ସଂଯୋଜକ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ କାର୍ଯ୍ୟାଳୟଠାରେ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଟି” ଉନ୍ମୋଚନ କରିଥିଲେ। ”
ଆଜି ସେହି ସଂକଳ୍ପ ପତ୍ରର ଓଡିଆ ସଂସ୍କରଣକୁ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଛି।
ଯୁବକ, ମହିଳା, କୃଷକ ଓ ଗରିବଙ୍କୁ ମୋଦିଜୀ ଏହି ସଂକଳ୍ପପତ୍ରରେ ଗୁରୁତ୍ଵ ଦେଇଛନ୍ତି। ୧୦ବର୍ଷ ଭିତରେ ୨ଟି ସଂକଳ୍ପ ପତ୍ର ନିର୍ମାଣ କରାଯା ପାଇଥିଲା। ଏହି ସଂକଳ୍ପପତ୍ର କାର୍ଯ୍ୟକାରି କରିବାରେ ମୋଦିଜୀ ସଫଳ ହୋଇଛନ୍ତି। ଏହି ସଂକଳ୍ପପତ୍ର ଓଡିଆ ଭାଷାରେ ପ୍ର ।ରେ ପ୍ରକାଶ ପାଇଥିବାରୁ ପର୍କରେ ଆହୁରି ଓଡିଶାବାସୀଙ୍କୁ ମୋଦି ଗ୍ୟାରେଟି ସଂପର୍କରେ ଅଧିକ ଜାଣିବାରେ ସକ୍ଷମ ହେବୋ ମୋଦି ଗ୍ୟାରେଟି ସଂକଳ୍ପପତ୍ରର ଓଡ଼ିଆ ସଂସ୍କରଣକୁ ଓଡ଼ିଶାର ଘରେ ରାଜ୍ୟ ସଭାପତି ମନମୋ ଘରେ ପହଂଚାଇବାକୁ ରା ସାମଲ କହିଛନ୍ତି। ମନମୋହନ
ଆଜି ଦେଶର ୮୦କୋଟିରୁ ଅଧିକ ନାଗରିକ ମାଗଣା
ନାଗରିକ
ରାସନ ପାଉଛନ୍ତି, ୫୦କୋଟିରୁ ଅଧିକ ନାଗ
ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯୋଗ ଗ ଦେଇଛନ୍ତି, ୩୪ଲକ୍ଷ
କୋଟି ଟଙ୍କା ସିଧାସଳଖ ଲୋକ କଙ୍କ ବ୍ୟାଙ୍କ ଖାତାକୁ
ପଠାଯାଇଛି, ମାଗଣା ସ୍ବାସ୍ଥ୍ୟ ବୀମା ଅଧୀନ
୩୪କୋଟିରୁ ଅଧିକ ନାଗରିକ ଅନୁର୍ଭୁକ୍ତ ହୋଇଛନ୍ତି,
୪କୋଟିରୁ ଅଧିକ ପରିବାରକୁ ବର୍ତମାନ ସୁଦ୍ଧା ପକ୍କା ଘର
ମିଳିଛି, ୧୪କୋଟିରୁ ଅଧିକ ପରିବାର ବିଶୁଦ୍ଧ ଟ୍ୟାପି ପାଣି
ସୁବିଧା ପାଇଛନ୍ତି, ୧୦କୋଟିରୁ ଅଧିକ ମହିଳାଙ୍କ
ନିକଟରେ ସ୍ବଚ୍ଛ ରନ୍ଧନ ଗ୍ୟାସ ରହିଛି, ୧୧କୋଟିରୁ
ଅଧିକ ପରିବାରକୁ ଶୌଚାଳୟ ମିଳିଛି, ୨.୮କୋଟି
ପରିବାରକୁ ବିଦ୍ୟୁତ ଯୋଗାଣ ହୋଇଛି, ଟ୍ରିପଲ ତଲାକ
ଉପରେ ପ୍ରତିବନ୍ଧକ ଭଳି ନିର୍ଣ୍ଣାୟକ ପଦକ୍ଷେପ
ନିଆଯାଇଛି, ମହିଳା ସଶକ୍ତିକରଣ ପାଇଁ ୨୬ସପ୍ତାହ
ମାତୃତ୍ବ ଚୁଟି ଏବଂ ସଂସଦ ଓ ବିଧାନ ସଭାରେ
ମହିଳାମାନଙ୍କ ପାଇଁ ୩୩ପ୍ରତିଶତ ଆସନ ସଂରକ୍ଷିତ
ହୋଇଛି, ଏମଏସଏମଇମାନଙ୍କୁ ସମୁଦାୟ ୪୬କୋଟି
ଋଣପ୍ରଦାନ କରାଯାଇଛି ଯାହାର ମୂଲ୍ୟ ୨୭ଲକ୍ଷ କୋଟି
ଟଙ୍କା, ଆଇଆଇଟିଠାରୁ ଆରମ୍ଭ ମ୍ଭ କରି ଆଇଆଇଏମ
ଏମସ ମେଡିକାଲ କଲେଜ ଏବଂ ବିଶ୍ବବିଦ୍ୟାଳୟ
ପର୍ଯ୍ୟନ୍ତ ୭୫୦ନୂତନ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପ୍ରତିଷ୍ଠା
କରାଯାଇଛି, ୧୧କୋଟିରୁ ଅଧିକ କୃଷକ ବାର୍ଷିକ ୬ହଜାର ଟଙ୍କା ଲେଖାଏଁ ପାଉଛନ୍ତି, ୪କୋଟିରୁ ଅଧିକ କୃଷକ ଫସଲବୀମା ଦ୍ବାରା ସୁରକ୍ଷିତ, ସାର ସବସିଡି ପାଇଁ ୧୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ପାରମ୍ପରିକ କାରିଗର, ବୁଲା ବିକ୍ରେତା, ଶ୍ରମିକ, ଏସସି, ଏସଟି, ଓବିସି, ପିଭିଟିଜି, ଦିବ୍ୟାଙ୍କ ଟ୍ରାନ୍ସଜେଣ୍ତରମାନଙ୍କୁ ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ସଶକୁ କରାଯାଇଛି, ଧାରା ୩୭୦ଅପସାରିତ ହୋଇଛି, ବାମପନ୍ଥୀ ଉଗ୍ରବାଦ ଦମନ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି, ବିଭିନ୍ନ କାରଣରୁ ବିଦେଶରେ ସଙ୍କରାପନ୍ନ ଥିବା ୧.୫କୋଟିରୁ ଅଧିକ ନାଗରିକଙ୍କୁ ଉଦ୍ଧାର କରାଯାଇଛି, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି, ପ୍ରାଚୀନ ପରମ୍ପରା ଏବଂ ସ୍ଥାନଗୁଡିକ ପୁର୍ନଜୀବିତ କରାଯାଇଛି, ଦେଶର ଅର୍ଥନୀତି ବିଶ୍ବରେ ୫ମ ବୃହତ ହୋଇପାରିଛି, ୨୭ଟି ଦେଶରେ ଭାରତୀୟ ମୁଦ୍ରାର କାରବାର ଆରମ୍ଭ ହୋଇଛି, ୟୁପିଆର ବ୍ୟବହାର ବିଶ୍ବବ୍ୟାପୀ ହୋଇପାରିଛି, ପ୍ରତିଦିନ ୨୮କିମି ଜାତୀୟ ରାଜପଥ ଏବଂ ୧୪.୫କିମି ରେଳ ଲାଇନ ନିର୍ମାଣ କରାଯାଉଛି, ୩.୭ଲକ୍ଷ କିମି ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଇଛି, ମାନବ ବିହୀନ ରେଳ ଫାଟକଗୁଡିକୁ ହଟାଇ ଦିଆଯାଇଛି, ବନ୍ଦର ଏବଂ ବିମାନବନ୍ଦର କ୍ଷମତା ଦ୍ବିଗୁଣିତ ହୋଇଛି, ମେଟ୍ରୋ ସେବା ୨୦ରୁ ଅଧିକ ସହରଗୁଡିକୁ ବିସ୍ତାର କରାଯାଇଛି, ଅଣ ଜୀବାଶ୍ମ ଇନ୍ଧନ ଶକ୍ତି ୨.୫ଗୁଣା ବୃଦ୍ଧି କରାଯାଇଛି ଓ ଆମେ ଚନ୍ଦ୍ରରେ ଅବତରଣ କରିଛୁ ଭଳି ଅନେକ ତାଲିକା ମୋଦିଜୀଙ୍କ ୧୦ବର୍ଷ ଶାସନରେ ଘଟିଛି ଏହି ସଂକଳ୍ପପତ୍ରକୁ ଓଡ଼ିଶାରେ ବହୁ ମାତ୍ରାରେ ପ୍ରଚାର ପ୍ରସାର କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।
ଯାହାର କେହି ନାହିଁ, ତା ପାଖରେ ମୋଦି ଗ୍ୟାରେଟି ରହିଛି। ସମଗ୍ର ଦେଶରୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ଏହି ସଂକଳ୍ପ ପତ୍ର ତଥା ମୋଦି ଗ୍ୟାରଂଟିରୁ ସର୍ବାଧିକ ଲାଭ ପାଇବ ଓଡିଶା ରାଜ୍ୟା ବିଶେଷ ଭାବେ ଚାଷୀ, ଗରିବ, ମହିଳା ଓ ଯୁବବର୍ଗ ପାଇଁ ଉତ୍ସର୍ଗୀକୃତ “ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଟି” ମୋଦିଙ୍କ ଗ୍ୟାରେଟି ଦ୍ବାରା ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ବିତ ହେବ ବୋଲି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର କହିଛନ୍ତି।
ରାଜ୍ୟରେ ମୋଦି ଗ୍ୟାରେଟି ପ୍ରତି ଓଡିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି। ଓଡିଶାରେ ବିଜେପିର ସରକାର ଗଠନ ହେବ ଏବଂ ପ୍ରତ୍ୟେକ ଓଡିଶାବାସୀ ମୋଦି ଗ୍ୟାରେଟିର ଲାଭବାନ ହେବୋ ଓଡିଶାର ସାମୁହିକ ବିକାଶ ହେବ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ସାଂସଦ ଜୁଏଲ ଓରାମ, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମଲ୍ଲିକ, ବରିଷ୍ଠ ନେତା ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।