ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ

ବିନା ସୂଚନା ଫଳକରେ ଚାଲିଛି ରାସ୍ତା କାମ

ଯାଜପୁର: (କାଞ୍ଚନ ଟିଭି) ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ବୁନ୍ଦାଦେଇପୁର ପଞ୍ଚାୟତର ରଘୁନାଥପୁର ଠାରୁ ମଧୁସୂଦନପୁର ଗାଁର ରାସ୍ତାରେ କେଳେଙ୍କାରି କରି ସରକାରୀ ଅର୍ଥକୁ ଆତ୍ମସାତ କରିବା ଠିକାଦାର ଅଭିଯୋଗ ହୋଇଛି । ମାତ୍ର ଏଠାରେ କୌଣସି ସୂଚନା ଫଳକ ଲଗା ନ ଯାଇ କାର୍ଯ୍ୟ କରାଯାଇଛି। । ଏଠାରେ ସରକାରୀ ନିୟମକୁ ଫୁ କରିଦେଇଛନ୍ତି ଠିକାଦାର। ବଡ କଥା ହେଉଛି ରାସ୍ତା ନିର୍ମାଣର ସୂଚନା ଫଳକ ଲଗାଯାଇନାହିଁ । କେତେ ଅଟକଳ, କେତେ କିଲୋମିଟର ରାସ୍ତା ନିର୍ମାଣ ହେବ ତାର କୌଣସି ସୂଚନା ଲୋକେ ଜାଣିପାରୁ ନାହାନ୍ତି । ତେଣୁ କାର୍ଯ୍ୟକୁ ଠିକ ଭାବେ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। 

Spread the love
CATEGORIES
Share This

COMMENTS

Wordpress (0)
Disqus (0 )
error: Content is protected !!