ରାଶିଫଳ-october:2022

ରାଶିଫଳ-october:2022


ମେଷ – ପାରି ବାରିକ ଅସନ୍ତୋଷ ଦେଖାଦେବ । ମାନସିକ କଷ୍ଟ ଭୋଗି ପାରନ୍ତି। ଦିନ ସାରା ବିବ୍ରତ ହେବେ। ଆର୍ଥିକ ସମସ୍ୟା ଦେଖାଦେବ। ଯାତ୍ରାରେ ଖର୍ଚ୍ଚ ବଢିପାରେ। ଚାକିରୀରେ ଉତ୍ସାହିତ ହେବେ। ଅପବୟ ହେତୁ ଚିନ୍ତାରେ ପଡ଼ିବେ। ଭୋଜନାଦି ତୃପ୍ତି। ମୂଲ୍ୟବାନ ଦ୍ରବ୍ୟ ମିଳିପାରିବା ଆଶଙ୍କା। ବନ୍ଧୁ ମାନଙ୍କ ପ୍ରତି ସନ୍ଧେହ ଆସିବ। କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ। ସାମାନ୍ୟ କାରଣରୁ ମନ ମାଳିନ ସୃଷ୍ଟି ହେବ। ନିଜର ଦୁର୍ବଳ ଅନୁଭବ କରିବେ। ଅଯଥା ଅପବ୍ୟୟରେ ପଡ଼ିପାରନ୍ତି। ଶାରୀରିକ କଷ୍ଟ ଭୋଗ କରିବେ। କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇପାରେ । ନିଜ କାର୍ଯ୍ୟରୁ ଖୁସି ଅନୁଭବ କରିବେ। ଚାକିରି କ୍ଷେତ୍ରରେ ବଦଳିର ସମ୍ଭାବନା ରହିଛି। ବ୍ୟବସାୟରେ କ୍ଷତି ହୋଇପାରେ। ଶତ୍ରୁ ବୃଦ୍ଧି ପାଇବ।ମନ ଖୁସି ରହିବ।

ବୃଷ – ଭୁଲ ସିଦ୍ଧାନ୍ତ ନେଇ ଖର୍ଚ୍ଚାନ୍ତ ହେବେ। ବହୁ ଭ୍ରମଣ ଯୋଗ ଅଛି। ଯାତ୍ରା ଓ ଖର୍ଚ୍ଚାନ୍ତରେ ପଡ଼ିବେ । ଉଚ୍ଚ ଚିନ୍ତା ଧରି କର୍ମକ୍ଷେତ୍ରରେ ଅଗ୍ରଗତି କରିବେ। ବିଶୃଙ୍ଖଳା ଏଡାଇପାରିବେ। ଅର୍ଥ ବିନିଯୋଗ କରିପାରନ୍ତି। ଆଳସ୍ୟ ଲାଗିବ। କର୍ତ୍ତୃପକ୍ଷଙ୍କ ଚାପ ପଡ଼ିବା ସମ୍ଭାବନା। ଦ୍ରବ୍ୟ ନଷ୍ଟ ହୋଇପାରେ। ନିଜ କାର୍ଯ୍ୟର ସମୀକ୍ଷା କରିବେ। ଧର୍ମ କାର୍ଯ୍ୟ ପ୍ରତି ମନ ଅଶାନ୍ତି ରହିବ। ପରିସ୍ଥିତି ନିଜ ବିରୁଦ୍ଧରେ ରହିପାରେ । ନିଜର ପରିବେଶ ପରିବର୍ତ୍ତନ ଘଟିବ। ବନ୍ଧୁ ମାନଙ୍କ ପ୍ରତି ମନରେ ସନ୍ଧେହ ଆସିବ । ଅଟକି ଥିବା କାର୍ଯ୍ୟ ଆଗେଇବ। ପ୍ରେରଣା ପାଇ ପାରନ୍ତି। ମାନସିକ ବିଶାଦ ଭୋଗିବେ। ଅଯଥାରେ ଭ୍ରମଣ ଯୋଗ ରହିଛି। ଚାକିରୀରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ବିଦ୍ୟା କ୍ଷେତ୍ରରେ କ୍ଷୋଭ ବଢିବା ଆଶଙ୍କା।

ମିଥୁନ – ଅସତ୍ କାର୍ଯ୍ୟରେ ଜଡ଼ିତ ହେବେ। ବନ୍ଧୁ ଦର୍ଶନ ମିଳିବା ଯୋଗ ଅଛି। ଆର୍ଥିକ ସମସ୍ୟା ଦେଖାଦେବ। ବିଳାସ ବେଶନ ଦ୍ରବ୍ୟ ଆଣି ପାରନ୍ତି। କର୍ମ କ୍ଷେତ୍ରରେ ପ୍ରଶଂସିତ ହେବାର ଆଶଙ୍କା ଅଛି। ବ୍ୟବସାୟରେ କ୍ଷତି ହୋଇପାରେ। ଦ୍ରବ୍ୟାଦି ଲାଭ ଯୋଗ ଅଛି। ଉପକାରରେ ମନ ଦେବେ। ପାରିବାରିକ ଚିନ୍ତା ରହିବ। ଧାର୍ମିକ ଜୀବନରୁ ତୃପ୍ତି ମିଳିବ। ଅଯଥା ପରିଶ୍ରମ କରିବେ । ଆୟ ବଢିପାରେ। ପତ୍ରୁକ ସମ୍ପତି କୁ ନେଇ ବିବାଦ ଉପୁଜିପାରେ। ଦୁଶ୍ଚିନ୍ତାରେ ରହିବେ। କର୍ତ୍ତୃପକ୍ଷଙ୍କ ସହ ମତଭେଦ ଦେଖାଦେବ। ଶାରୀରିକ କଷ୍ଟ ଭୋଗ କରିବେ। ଅସତ୍ କାର୍ଯ୍ୟରେ ଜଡ଼ିତ ହୋଇପାରନ୍ତି । ପଡୋଶୀଙ୍କ ସହିତ ଦ୍ଵନ୍ଦ ଉପୁଜିପାରେ। କୌଣସି ସାମାଜିକ ଅନୁଷ୍ଠାନରେ ଯୋଗ ଦେଇପାରନ୍ତି। ଚାକିରୀରେ ବିଦେଶ ଗସ୍ତ ସୂଚନା ମିଳିବା ସମ୍ଭାବନା ରହିଛି।

କର୍କଟ – ପ୍ରତିଦ୍ୱାନ୍ଦିତାରେ ଲାଭବାନ ହେବା ସମ୍ଭାବନା ଅଛି। ବନ୍ଧୁ ସହ ମନାନ୍ତର ଦେଖା ଦେଇପାରେ। ପରୋଚନରେ ହାନି ସହିବାର ସମ୍ଭାବନା ରହିଛି। ଶରୀର ଅସୁସ୍ଥ ରହିପାରେ। ଚାପରେ ପଡି କାର୍ଯ୍ୟ କରିବେ ପ୍ରତାରଣାରେ ପଡିପାରନ୍ତି। ବିଶ୍ୱାସ ଘାତକତାର ସମ୍ଭାବନା ରହିଛି। ଅଜାଣତରେ କ୍ଷତି ସହିବେ। ଅଯଥାରେ ଅସୁବିଧାରେ ପଡ଼ିପାରନ୍ତି। ଗୃହ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ସ୍ମରଣ ଜନିତ ସମସ୍ୟା ଦେଖାଦେଇ ପାରେ। ଶୁଭଖବର ମିଳିପାରେ। ଗୃହରୁ ଖୁସି ଅନୁଭବ କରିବେ। କାର୍ଯ୍ୟରେ ସମସ୍ୟା ଦେଖାଦେବ। ପରିବେଶ ଲାଭଜନକ ହେବ । ଦୂରକୁ ଯାତ୍ରା ଯୋଗ ରହିଛି। ନୂତନ ଗୃହ ନିର୍ମାଣ କରିବାର ସୁଯୋଗ ମିଳିବ। ଅସହ୍ୟ ଯୋଗ ଦେଖା ଦେଇପାରେ। ଅଶାନ୍ତି ଅନୁଭବ କରିପାରନ୍ତି। କର୍ମ କ୍ଷେତ୍ରରେ ଧନ୍ଦି ହୋଇପାରନ୍ତି। ଆଇନ ଅଦାଲତରେ ସଫଳତା ଦେଖାଦେବ। ଧାର କରଜ ବଢ଼ିଚାଲିବ ।

ସିଂହ – ଅନ୍ୟଠୁ ପ୍ରେରଣା ପାଇ କାର୍ଯ୍ୟ କରିବେ। ଦିନ ତମାମ କାର୍ଯ୍ୟରେ ବ୍ୟସ୍ତ ରହିବେ। ହଠାତ୍ ଦୁର୍ଘଟଣା ର ସମ୍ମୁଖୀନ ହେବେ। ମନରେ ଅଶାନ୍ତି ରହିବ। ସୁଯୋଗ ହାତଛଡ଼ା ହୋଇଯିବ। ନୂଆ ଅଭିଜ୍ଞତା ପାଇପାରନ୍ତି। ଶାରୀରିକ କଷ୍ଟ ଭୋଗ କରିବେ। ପ୍ରତିଦ୍ୱାନ୍ଦିତାରେ ବିଜୟୀ ହେବେ । ଅଯଥା କାର୍ଯ୍ୟରେ କ୍ଷତି ସହିବେ। ଭାର ଲାଘବ ହେବ। ପରିସ୍ଥିତି ଅନୁକୂଳ ହେବ। ଅର୍ଥ ବିନିଯୋଗ କରି ପାରନ୍ତି। କୁ – ସଙ୍ଗରେ ମନ ବଦଳାଇବେ। ଅଯଥା କଥାକୁ ନେଇ କଳହ ସୃଷ୍ଟି ହେବ। ପ୍ରତିଦ୍ବନ୍ଦିତାରେ ବିଜୟୀ ହେବେ। ଅଶାନ୍ତିର ଅବସାନ ଘଟିବ। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେବ। ମନ ମଧ୍ୟରେ ଭୟ ରହିବ। ମାଲି ମୋକଦ୍ଧମାରେ ପଡ଼ିପାରନ୍ତି। ଆୟ ବୃଦ୍ଧି ହେବ। ବାଣୀଜ୍ୟରୁ ଲାଭବାନ ହେବେ।

କନ୍ୟା – ନୂତନ କର୍ମରେ ଯୋଗ ଦେଇପାରନ୍ତି । ଦ୍ରଵ୍ୟାଦି ପ୍ରାପ୍ତି ହୋଇପାରେ। ପଥ ଭ୍ରଷ୍ଟ ହୋଇପାରନ୍ତି। କଳହ ଲାଗି ରହିବ। ଦେହ ସୁସ୍ଥ ରହିବ। ପଶୁ ଲାଭ ହୋଇପାରେ। ବନ୍ଧୁ ଦୟା ମିଳିପାରେ। ଦୁଃଖରେ ରହିବେ। ସମ୍ମାନିତ ହେବେ। ପରିଶ୍ରମ କରିବେ। ଧାର୍ମିକ ଚିନ୍ତାରେ ମୁଗ୍ଧ ରହିବେ। ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ। ପଥ ଭ୍ରଷ୍ଟ ହୋଇପାରନ୍ତି। ବ୍ୟବସାୟ ସୁରୁ ଖୁରୁରେ ଚାଲିବ। ଖାଦ୍ୟ ପେୟରେ ଶାନ୍ତି ମିଳିବ । ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ। ମନ ଦୁଃଖରେ ରହି ପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଶାନ୍ତି ପାଇବେ। ଆବଶ୍ୟକ ଅନୁଯାୟୀ ସହାୟତା ପାଇବେ। ସମ୍ମାନିତ ହେବେ। ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି। ରାଜନୈତିକ ଜୀବନରେ ସମର୍ଥନ ହ୍ରାସ ପାଇବ।

ତୁଳା – ଅପବାଦରୁ ମୁକ୍ତି ମିଳିବ। କାର୍ଯ୍ୟରେ ପ୍ରମୋଦ ଉପୁଜିବ । ସଫଳତାର ନିକଟବର୍ତ୍ତୀ ହେବେ। ଲୋକ ସମ୍ପର୍କ ବଢିବ। ସାହାଯ୍ୟ ବୃଥା ହେବ। ପାଠ ପଢାରେ ଅବହେଳା କରିବେ। ଆର୍ଥିକ ସାହାଯ୍ୟ ପାଇପାରନ୍ତି। ଛାତିରେ କଷ୍ଟ ଅନୁଭବ କରିବେ। ବିବାଦରରୁ ମୁକ୍ତି ମିଳିବ। ପରିବେଶରୁ ଚିନ୍ତା ବଢିବ। ଶୁଭ କାର୍ଯ୍ୟରେ ସମ୍ପାଦନା କରିବେ। ନିଜ କାର୍ଯ୍ୟରେ ଛନ୍ଦି ହେବେ। ଯାତ୍ରାରୁ ଲାଭ ମିଳିବ । ବନ୍ଧୁମିଳନ ଯୋଗ ରହିଛି। ଉଚ୍ଚ ଭିଳାସି ହେବେ। ସେବାରେ ନିଜକୁ ନିୟୋଜିତ କରିବେ। ଚାକିରି କ୍ଷେତ୍ରରେ ସମ୍ମାନ ଲାଭ କରିବେ। ଅଭାବ ଦୂରେଇ ଯିବ। ବିଦ୍ୟାରେ ପରିଶ୍ରମ ଅନୁଯାୟୀ ଶୁଭଫଳ ମିଳିବ। ଉତ୍ସାହିତ ହେବେ। ଆୟ ବ୍ୟୟ ସବୁ ସମାନ ରହିବ।

ବିଛା – ଘରେ ଦୁର୍ବ୍ୟବହାର ମିଳିପାରେ। ଅନୁଗତଙ୍କ ଦ୍ଵାରା ଲାଭବାନ ହେବେ। ସ୍ମୃତିରେ ଧନ୍ଦୀ ହେବେ । ବନ୍ଧୁ ମାନଙ୍କ ପାଖରେ ଅପ୍ରିୟ ହୋଇପାରନ୍ତି। ଶାରୀରିକ କଷ୍ଟ ଅନୁଭବ କରିବେ। ମାନସିକ ଉତେଜନା ଭୋଗିପାରନ୍ତି। ପରିସ୍ଥିତି ସୁଧୁରିବ। କଷ୍ଟ ପାଇପାରନ୍ତି। ସ୍ତିର କରିପାରିବେ ନାହିଁ। ବିରୋଧରୁ ମୁକ୍ତି ମିଳିବ। ଧନ ଲାଭ ହୋଇପାରେ। ମାର୍ଗରେ ବାଧା ଉପୁଜିବ। ଘର କାର୍ଯ୍ୟରେ ମନ ଦେବେ। ଦାବି ଉପସ୍ଥାପିତ କରିବେ। ବ୍ୟାକୁଳତା ବଢ଼ିପାରେ ।ଧନ ଲାଭ ହୋଇପାରେ। ତର ତର ହୋଇ କାର୍ଯ୍ୟ କରିଲେ ସମସ୍ୟାରେ ପକାଇବା। ପରୋ ଉପକାର ସୁଝିବାକୁ ଚେଷ୍ଟା କରିବେ। ଶାରୀରିକ କଷ୍ଟ ଅନୁଭବ କରିବେ। ବିଦ୍ୟାର୍ଥୀ ମାନେ ଛନ୍ଦି ହେବେ।

ଧନୁ – କାର୍ଯ୍ୟରେ ଉନ୍ନତି ଦେଖାଦେବ । ଆୟ ବଢିପାରେ,କୌଣସି କାର୍ଯ୍ୟରେ ଆଶାବାଦୀ ହୋଇପାରନ୍ତି । ଯାତ୍ରା କରିପାରନ୍ତି । ବନ୍ଧୁମାନଙ୍କ ସହିତ ଅପଡ଼ ହୋଇପାରେ। ମୋହ ମାୟାରେ ପଡି ଅପଦସ୍ତ ହେବେ । ବହୁତ୍ ଆଗରୁ ଥିବା ବିବାଦର ସମାଧାନ ହେବ । ଚାକିରୀ କ୍ଷେତ୍ରରେ ଉନ୍ନତି ପାଇପାରନ୍ତି। ଜେଉମାନେ ବ୍ୟବସାୟ କରୁଥିବେ ତାଙ୍କୁ ମଧ୍ୟ ଅନେକ ଲାଭ ମିଳିବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ। ନିଜ ନିଜ କର୍ମ କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି ।

ମକର – ବିସ୍ମୟ ପରିସ୍ଥିତି ଉପୁଜିବ। ନିଜର କର୍ମ କ୍ଷେତ୍ରରେ କାହାର ସାହାଯ୍ୟ ପାଇ ପାରନ୍ତି । ଅଧିକାରରେ ବୃଦ୍ଧି ଘଟିବ। ଚିନ୍ତା ଦୂରେଇ ଯିବ। ଆଯାଚିତ ସାହାଯ୍ୟ ପାଇବେ। ବିଭିନ୍ନ ଦିଗରୁ ସମସ୍ୟା ଦେଖାଦେବ। ଗୁରୁଜନଙ୍କ କାର୍ଯ୍ୟରେ ଚିନ୍ତିତ ହୋଇପାରନ୍ତି। ପରିବାର ଭିତରେ ସାମାନ୍ୟ ଅଶାନ୍ତି ଦେଖା ଦେବ। ଦ୍ବନ୍ଦରେ ପଡିପାରନ୍ତି। ସହକର୍ମୀଙ୍କ ନେତୃତ୍ୱ ନେବେ। ବନ୍ଧୁ ମାନଙ୍କ ନିକଟରେ ଅପ୍ରସ୍ତୁତ ହେବେ। କୃଷି କ୍ଷେତ୍ରରେ ବିକାଶ କରିବେ। କର୍ମଚଞ୍ଚଳ ହେବ। ଗୃହରୁ ବିଭେଦ ଉପୁଜିବ । କାର୍ଯ୍ୟରେ ପ୍ରମୋଦ ଘଟିବ । ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ଓ ଅର୍ଥ ଲାଭ ହୋଇପାରେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପରୀକ୍ଷାରେ ଉତ୍ତମ ଫଳ ମିଳିବ।

କୁମ୍ଭ – କ୍ଷମତା ହରାଇପାରନ୍ତି। ନୂତନ ଆୟ ପନ୍ଥା ବାହାରିବ। ବନ୍ଧୁ ବର୍ଗରେ ଖୁସି ପାଇବେ। ଅଚାନକ ଲାଭପ୍ରଦ ହେବେ। ଧନ ବଢିବ। ଆନନ୍ଦ ମିଳିବ। ଚିନ୍ତା ବଢ଼ିପାରେ। ପରିସ୍ଥିତି ସୁଧୁରିବ। ଅପେକ୍ଷା କରିଥିବା କାମରେ ସଫଳ ହେବେ। ଯାତ୍ରାରେ ଲାଭବାନ ହେବେ। ବନ୍ଧୁତା ସ୍ଥାପନ କରିବେ। ଦୂର ସମ୍ପର୍କରେ ଉପକୃତ ହେବେ। କଷ୍ଟ ଭୋଗ କରିବେ। ଅଚାନକ ଲାଭବାନ ହେବେ। ବନ୍ଧୁ ମେଳରେ ଖୁସି ପାଇବେ। ଗଣ୍ଡଗୋଳରେ ଫସିପାରନ୍ତି। ବିଭ୍ରାଟ ଘଟିପାରେ । ନୂତନ ଆୟର ମାର୍ଗ ଖୋଲିବ। ପରିବେଶ ବଦଳିଯିବ। ଉଦବେଗ ଦୂରେଇଯିବ।ଲାଭର ସଂକେତ ମିଳିବ। ପାରିବାରିକ ଜୀବନରେ ଶୋକାତୁର ହେବେ। ଦୂର ଜାଗାକୁ ଭ୍ରମଣ କରିବେ।

ମୀନ – ଶ୍ରମ ଫଳପ୍ରଦ ହେବ। ଶତ୍ରୁ ସହିତ ସାମ୍ନା ସାମ୍ନି ହୋଇପାରନ୍ତି। ଅଯଥା ସମୟ କାଟିବେ। ଯାତ୍ରାରେ ଆନନ୍ଦ ପାଇବେ। ଦିନଟା ଅଶାନ୍ତିରେ କଟିବ। ମଉକାର ଫାଇଦା ଉଠାଇବେ। ଝିମିଟି ଖେଳରୁ ମହାଭାରତ ସୃଷ୍ଟି ହେବ। ଅନ୍ୟର ପ୍ରେରଣାରେ କାମ କରିବେ। ଘରେ ବୁଝାମଣା ରହିବ। ଭାତ୍ରୁ ବିବାଦ ଉପୁଜିବ। ଅର୍ଥ ଲାଭ ଯୋଗ ରହିଛି। ଅର୍ଥ ହାନି ଯୋଗ ରହିଛି। କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ବିପଦରେ ପଡ଼ିପାରନ୍ତି। ଚାହିଁବା ମୁତାବକ ସାହାଯ୍ୟ ମିଳିବ। ମାନସିକ ଚିନ୍ତା ଅନୁଭବ କରିବେ। ଦ୍ରବ୍ୟ ନଷ୍ଟ ହୋଇପାରେ। ମନୋବଳର ଘୋର ଅଭାବ ଦେଖା ଦେଇପାରେ। ବିଦ୍ୟାର୍ଥୀ ମାନଙ୍କର ମନ ଚଞ୍ଚଳ ରହିବ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଦ୍ବନ୍ଦରେ ପଡିପାରନ୍ତି।

Spread the love
CATEGORIES
Share This

COMMENTS

Wordpress (0)
Disqus ( )
error: Content is protected !!