ରେଳ ଷ୍ଟେଶନର ହେବ ନବୀକରଣ
ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ତିନୋଟି ପ୍ରମୁଖ ନିଷ୍ପତ୍ତି ନେଇଛି। ସେଥିରେ ଦେଶର ୩ଟି ରେଳ ଷ୍ଟେଶନର ନବୀକରଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ... Read More
ବଦଳିଯିବ ଅନ୍ଲାଇନ୍ ପେମେଣ୍ଟର ପଦ୍ଧତି
ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ସେପ୍ଟେମ୍ବର। ଅକ୍ଟୋବର ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆପଣ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଦ୍ୱାରା ପେମେଣ୍ଟ କରନ୍ତି ତେବେ ଆପଣଙ୍କର ଦେୟ ମୋଡ ମଧ୍ୟ ... Read More
ବଦଳିଯିବେ ରାଜ୍ୟପାଳ
ନୂଆଦିଲ୍ଲୀ: ଯେକୌଣସି ରାଜ୍ୟ ପାଇଁ ରାଜ୍ୟପାଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି | ତେବେ ଗୃହ ମନ୍ତ୍ରଣାଳୟର ସୂତ୍ରରୁ ଜଣାପଡିଛି ଯେ ଆସନ୍ତା ମାସରେ ଦେଶର ଅନେକ ରାଜ୍ୟ ନୂତନ ରାଜ୍ୟପାଳ ପାଇବାକୁ ... Read More
ମୋବାଇଲ୍ ଲୁଟେରାଙ୍କ ଉତ୍ପାତ
ଭୁବନେଶ୍ବର:(କାଞ୍ଚନଟିଭି) ପାର୍ବଣ ଅବସରରେ ରାଜଧାନୀରେ ଲୁଟେରାମାନେ ବହୁମାତ୍ରାରେ ସକ୍ରିୟ ହୋଇପଡ଼ିଛନ୍ତି। ଗତ କିଛି ଦିନ ହେଲା ସହର ଓ ଉପକଣ୍ଠରେ ଚୋରି, ଛିନ୍ତାଇ ବଢ଼ିବାରେ ଲାଗିଛି। ଗତକାଲି ଇନ୍ଫୋସିଟି ଥାନା ଅଞ୍ଚଳରେ ଲୁଟେରାମାନଙ୍କ ଉତ୍ପାତକୁ ... Read More
୪ ଜଣ ଥାନାରେ ଅଟକ
ରାଉରକେଲା:(କାଞ୍ଚନଟିଭି) ଯୁବତୀଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଯୋଜନାବଦ୍ଧ ଭାବେ ଅପହରଣ କରି ତାଙ୍କୁ ଛତିଶଗଡ଼ର ରାୟଗଡ଼ରେ ହତ୍ୟା କରାଯାଇଛି। ପରେ ତାଙ୍କ ଶବକୁ ରାସ୍ତାପାର୍ଶ୍ବରେ ଛିଡା ହୋଇଥିବା କୋଇଲା ବୋଝେଇ ... Read More
ଜନ୍ମଦିନ ପାର୍ଟିରେ ନଜର ଆସିଲେ ଏହି ବଡ଼ ବ୍ୟକ୍ତିଗଣ
ମୁମ୍ବାଇ: ୪୦ ବର୍ଷରେ ପାଦ ଦେଲେ ଅଭିନେତା ରଣବୀର କପୁର୍। ସେପ୍ଟେମ୍ବର ୨୮ ତାରିଖ ରଣବୀରଙ୍କ ଜନ୍ମଦିନ। ତାଙ୍କୁ ଆଜିର ଦିନରେ ୩୯ ବର୍ଷ ପୂରି ଯାଇ ୪୦ ବର୍ଷ ଚାଲିଛି। ସେ ମୁମ୍ବାଇସ୍ଥିତ ... Read More
ପେନସନଭୋଗୀଙ୍କୁ ପାର୍ବଣ ଭେଟି ମହଙ୍ଗା ଭତ୍ତା ୪% ବଢ଼ିଲା
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ଆଗକୁ ଦୁର୍ଗା ପୂଜା ଥିବା ବେଳେ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ... Read More