କନ୍ଧମାଳ ଜିଲ୍ଲାକୁ ପହିଲି ଶୀତ ଛୁଇଁଛି

kanchanadmin- October 21, 2022

କନ୍ଧମାଳ:(ବ୍ୟୁରୋ ରିପୋର୍ଟ୍) କନ୍ଧମାଳରେ ପହିଲି ଶୀତ। କନ୍ଧମାଳ ଜିଲ୍ଲାକୁ ପହିଲି ଶୀତ ଛୁଇଁଛି। ଜିଲ୍ଲାରେ ଯୁଆଡ଼େ ଚାହିଁଲେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ତେବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ... Read More

କାଲିଠାରୁ ୫ ଦିନ ବନ୍ଦ ରହିବ ବ୍ୟାଙ୍କ

kanchanadmin- October 21, 2022

ଭୁବେନେଶ୍ବର:(କାଞ୍ଚନଟିଭି) ଯଦି ଆପଣଙ୍କର ବ୍ୟାଙ୍କରେ ଜରୁରୀ କାମ ଅଛି, ତେବେ ଆଜି ତୁରନ୍ତ ସାରିଦିଅନ୍ତୁ। ଜଲଦି ଯାଇ ଆଜି ବ୍ୟାଙ୍କ କାମ ତୁଟାଇ ଦିଅନ୍ତୁ। ଯଦି ଆପଣ ଆଜି ନ ଯାଆନ୍ତି, ତେବେ ଆସନ୍ତା ... Read More

ନିର୍ଦ୍ଧୁମ ଛେଚା ଖାଇଲେ

kanchanadmin- October 21, 2022

ନୀଳଗିରି :(ବ୍ୟୁରୋ ରିପୋର୍ଟ୍) ଗୁରୁବାର ଛେଳି ଓ ମୋବାଇଲ ଚୋରି କରିବାକୁ ଆସି ଧରାପଡି ଛେଚା ଖାଇଲେ ଦୁଇ ଯୁବକ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି । ... Read More

ଓଡ଼ିଶା ଫେରିବ ଡାକୋଟା

kanchanadmin- October 21, 2022

ଭୁବନେଶ୍ୱର:(କାଞ୍ଚନଟିଭି) ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନକୁ ଓଡ଼ିଶା ଫେରାଇ ଆଣିବା ଆଶା ଉଜ୍ୱଳିତ ହୋଇଛି । ଅନୁମତି ମିଳିଯାଇଛି । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଦେଇଛି ସବୁଜ ସଙ୍କେତ । ... Read More

ସତ୍ୟପାଠ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିଦେ୍ର୍ଦଶ

kanchanadmin- October 21, 2022

କଟକ:(ବ୍ୟୁରୋ ରିପୋର୍ଟ୍) ରାଜ୍ୟରେ ହାତୀଙ୍କ ଶିକାର ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ । ହାତୀ ସୁରକ୍ଷାକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସତ୍ତ୍ୱେ ହାତୀଙ୍କ ମୃତୁ୍ୟ ସଂଖ୍ୟା ହ୍ରାସ ପାଇନାହିଁ । ... Read More

ଡାକ ଭୋଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ

kanchanadmin- October 21, 2022

ଭଦ୍ରକ:(ବ୍ୟୁରୋ ରିପୋର୍ଟ୍) ବୁଥ୍କୁ ଯିବା ପାଇଁ ଅସମର୍ଥ ବୃଦ୍ଧ ଓ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଉଦ୍ଦିଷ୍ଟ ଡାକ ଭୋଟ ବ୍ୟବସ୍ଥାରେ ମତଦାନ ନିମିତ୍ତ ତାଲିମ କାର୍ଯ୍ୟକ୍ରମ ବୁଦବାର ସନ୍ଧ୍ୟାରେ ସଦ୍ଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି ... Read More

ଛାତ୍ରୀଙ୍କୁ ଅପହରଣ

kanchanadmin- October 21, 2022

ବୌଦ୍ଧଜିଲ୍ଲା :(ବ୍ୟୁରୋ ରିପୋର୍ଟ୍) ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାଞ୍ଚଳରେ ଏଭଳି ଘଟଣା ଘଟିଛି। ନିଛାଟିଆ ସ୍ଥାନ ଦେଖି ନାବାଳିକାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅସଦାଚରଣ କରିଛନ୍ତି। ଏନେଇ ... Read More

error: Content is protected !!