ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ

kanchanadmin- October 25, 2023

NCERT ବହିରେ ‘ଭାରତ’। NCERT ବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖିବାକୁ ସୁପାରିସ। ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ। ବହିରେ ‘ଭାରତ’ କରିବାକୁ NCERT ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି ହୋଇଛି। ... Read More

ଇସ୍ରାଏଲ ସେନାର ଚେତାବନୀ, ଆକାଶ ପରେ ଏବେ ସ୍ଥଳ ପଥରେ ଆକ୍ରମଣକୁ ତୀବ୍ର କରିବ

kanchanadmin- October 25, 2023

ଆଜି ହେଉଛି ଇସ୍ରାଏଲ-ହାମାସ ଯୁଦ୍ଧର ୧୮ ତମ ଦିନ । ଯୁଦ୍ଧ ମଧ୍ୟରେ ଇସ୍ରାଏଲ ସେନା ହାମାସକୁ ଚେତାବନୀ ଦେଇଛି। ଇସ୍ରାଏଲର ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ହରଜୀ ହାଲେଭି କହିଛନ୍ତି ଯେ ଗାଜା ଷ୍ଟ୍ରିପ ... Read More

ସତର୍କ ରୁହନ୍ତୁ ! ଆସୁଛି କି Emergency ଆଲର୍ଟ : ଭୟଭୀତ ହେବାର କାରଣ ନାହିଁ

kanchanadmin- October 25, 2023

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ। ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି। କାହିଁକି ଆସୁଛି ଏଭଳି ମେସେଜ। ଏହା ପଛର ଉଦ୍ଦେଶ୍ୟ କ’ଣ ସେ ... Read More

ଦୁର୍ଗାପୂଜା ସମୟରେ ୫ଟି ମୁଖ୍ୟ ପରମ୍ପରା

kanchanadmin- October 25, 2023

ଦୁର୍ଗାପୂଜା ସମୟରେ ପାଳନ କରାଯାଉଥିବା ୫ଟି ମୁଖ୍ୟ ପରମ୍ପରା ହେଉଛି ତର୍ପଣ, ସିନ୍ଦୁରଖେଳ, ୯ଟି ବୃକ୍ଷ ପୂଜା, କାଳପ୍ରାରମ୍ଭ ଏବଂ କୁମାରୀ ପୂଜା। ତର୍ପଣ: ତର୍ପଣକୁ ମହାଳୟା ପୂଜା ବି କୁହାଯାଏ। ଦୁର୍ଗାପୂଜାର ୭ ଦିନ ପୂର୍ବରୁ ... Read More

ମା’ ଦୁର୍ଗାଙ୍କ ଭସାଣ ଯାତ୍ରା, ଭୁବନେଶ୍ୱରରେ ଲାଗିବ ଟ୍ରାଫିକ କଟକଣା

kanchanadmin- October 25, 2023

ଭୁବନେଶ୍ୱର:(ବ୍ୟୁରୋ ରିପୋର୍ଟ) ଆସନ୍ତାକାଲି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱରରେ ବୁଧବାର ଅପରାହ୍ଣ ୩ଟାରୁ ଭସାଣି ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍ ... Read More

error: Content is protected !!