ଜଟଣୀରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ
ଜଟଣୀ (କାଞ୍ଚନଟିଭି/ଆଶୁତୋଷ ରାୟ) ସମ୍ପୂର୍ଣକ୍ରାନ୍ତି ଆନ୍ଦୋଳନର ସ୍ରଷ୍ଟା ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ... Read More
ଜଟଣୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୧୪୮ତମ ଜୟନ୍ତୀ ପାଳିତ
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ମହାନ ଦେଶ ଭକ୍ତ ସେବା ଓ ତ୍ୟାଗର ମୂର୍ତୀମନ୍ତ ପ୍ରତିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୮ତମ ଜୟନ୍ତୀ ଜଟଣୀସ୍ଥିତ ଗୋପବନ୍ଧୁ ପାର୍କ ପରିସରରେ ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି । ... Read More
କରେଣ୍ଟ ତାର ଲାଗି ପାଲା ଗାୟକଙ୍କ ଗଲା ଜୀବନ, ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କଲେ ପରିବାର ଲୋକେ
ପୁରୀ : ବିଦ୍ୟୁତ୍ ବିଭାଗ ନାଁ ରେ ସାଂଘାତିକ ଅଭିଯୋଗ । ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କଲେ ପରିବାର ଲୋକେ । ଦୀର୍ଘ ୯ ମାସ ହେବ ସାମାଜିକ ବାସନ୍ଦ ... Read More
ଓଡ଼ିଶା ଭୂସ୍ଖଳନ ପରେ ଗଜପତିରେ ପୁନରୁଦ୍ଧାର କାମ ଆରମ୍ଭ, ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଓ ଅଗ୍ନିଶମବାହିନୀ ନିୟୋଜିତ
ଗଜପତି: ଲଘୁଚାପ ଜନିତ ବର୍ଷାରେ ଭୟଙ୍କର ଭୂସ୍ଖଳନ ପରେ ଗଜପତି ତିରେ ଜୋରଦାର ଚାଲିଛି ପୁନରୁଦ୍ଧାର କାମ । ରାୟଗଡ଼ ଡ଼ ବ୍ଲକର ପେକଟ, ମୋହନା, ଗୁମ୍ମା ও ନୂଆଗଡ଼ ଗଡ଼ ବ୍ଲକରେ କରେ ... Read More
ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ଶକ୍ତି’, ଘଣ୍ଟା ପ୍ରତି ୬୫ କିମି ବେଗରେ ବହୁଛି ପବନ
ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା 'ଶକ୍ତି'। ଆରବ ସାଗରରେ ବଳ ଗୋଟାଉଛି ବା ବାତ୍ୟା 'ଶକ୍ତି' । ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ରୂ ନେବାର ସମ୍ଭାବନା ରହିଛି । ଏହା ନାଲିୟାଠା ... Read More
ଆସନ୍ତା ୯ ରେ ଆଉ ଏକ ଲଘୁଚାପ ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ବର: ପଛକୁ ପଛ ଲଘୁଚାପ । ଗୋଟିଏ ด ଯାଉଣୁ ଆଉ ଗୋଟିଏ । ଅକ୍ଟୋବର ବର ୯ରେ ଆଉ ଏକ ତାରିଖ ବେଳକୁ ଲଘୁଚାପ ସମ୍ଭାବନା । ଆସନ୍ତା ଉତ୍ତର ବଙ୍ଗୋପସାଗରରେ ଆଉ ... Read More
ମାରିଜୁଆନା ମାୟାରେ ଭୁବନେଶ୍ବର ଆକାଶପଥ; ପୁଣି ଜବତ ହେଲା 3 କୋଟିରୁ ଅଧିକ
ଭୁବନେଶ୍ବର: ଭୁବନେଶ୍ଵରା ଆକାଶପଥ ଦେଇ ବିଦେଶରୁ ଆସୁଛି ମାରିଜୁଆନା କିଲୋ ପିଛା କୋଟିଏ ଟଙ୍କା ଦେଇ ନିଶା ଖାଉଛନ୍ତି ହେଭିୱେଟ୍ ଥରେ ନିଶା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହାକୁ ନେଇ ... Read More

