ଜଟଣୀରେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ
ଜଟଣୀ (କାଞ୍ଚନଟିଭି/ଆଶୁତୋଷ ରାୟ) ସମ୍ପୂର୍ଣକ୍ରାନ୍ତି ଆନ୍ଦୋଳନର ସ୍ରଷ୍ଟା ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଟଣୀ ବରିଷ୍ଠ ... Read More

