Category: ଅପରାଧ
ଛତିଶଗଡ ମଦ ଦୁର୍ନୀତି ମାମଲାରେ ଇଡିର ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ
ଛତିଶଗଡ ମଦ ଦୁର୍ନୀତି ମାମଲାରେ ଇଡି ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ଇଡି ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନିଲ ତୁଟେଜାଙ୍କୁ ଗିରଫ କରିଛି । ପାଖାପାଖି ... Read More
ଏସଟିଏଫ ହାତରେ ଶିକାରୀ
ମୟୂରଭଞ୍ଜ:(ବ୍ୟୁରୋ ରିପୋର୍ଟ୍)ଶିମିଳିପାଳ ଅଭୟାରଣ୍ୟରେ ଦନ୍ତାହାତୀ ଶିକାର ପରେ ଏବେ ମହାବଳ ବାଘ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି। ମହାବଳ ବାଘକୁ ଶିକାର କରି ଛାଲ ବିକ୍ରି ଉଦ୍ୟମ କରୁଥିବା ବେଳେ ଏସଟିଏଫ୍ ହାତରେ ... Read More
ସାମାନ୍ୟ ଯୁକ୍ତିତର୍କକୁ ନେଇ ନିଜ ସ୍ତ୍ରୀକୁ କୋଦାଳରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ।
ବୌଦ୍ଧ:(କାଞ୍ଚନଟିଭି) ପାରିବାରିକ କଳହର କରୁଣ ପରିଣତି ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଜହ୍ନାପଙ୍କ ଫାଣ୍ଡି ଚନ୍ଦ୍ରପୁର ଗାଁରେ ... Read More
ଟ୍ରେନ୍ ଆଗକୁ ଡେଇଁଲେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ
ସମ୍ବଲପୁର : (ବ୍ୟୁରୋ ରିପୋର୍ଟ୍) ଜିଆରପି ଥାନା ଅନ୍ତର୍ଗତ ତକବା ଗ୍ରାମ ନିକଟ ଦେଇ ଯାଇଥିବା ରେଳ ଲାଇନ ନିକଟରୁ ଆଜି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି। ... Read More
ଆଗଲପୁର ବ୍ଲକ୍ରେ ଅତିରିକ୍ତ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ
ବଲାଙ୍ଗୀର: (ବ୍ୟୁରୋ ରିପୋର୍ଟ୍) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ରେ ଅତିରିକ୍ତ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ବେଆଇନ୍ ବାଲିଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରୁଥିବାବେଳେ ଏହିଭଳି ଘଟଣା ଘଟିଛି। ତାଙ୍କ ସହିତ ଜଣେ ଆର୍ଆଇଙ୍କୁ ... Read More
ଅପହରଣକାରୀ ସପକ୍ଷରେ ରାୟ ଦେଲେ
କରାଚୀ:ନାବାଳିକା ବୋଲି ଝିଅଘର ଲୋକେ କହିବା ସତ୍ତ୍ବେ ଗୁରୁବାର ଦିନ କରାଚୀର ଏକ ଅଦାଲତ ଚନ୍ଦା ନାମ୍ନୀ ଜଣେ ହିନ୍ଦୁ ଝିଅର ଅପହରଣକାରୀ ସପକ୍ଷରେ ରାୟ ଦେଇ ଝିଅଟିକୁ ସେଲ୍ଟର୍ ହୋମ୍କୁ ପଠାଇ ଦେଇଛନ୍ତି। ... Read More


