ବନକଲାଗୀ ନୀତି

ବନକଲାଗୀ ନୀତି

ଆଜି ଜନ୍ମଦେଦୀରେ ମହାପ୍ରଭୁଙ୍କ ବନକଲାଗୀ ନୀତି ଅନୁଷ୍ଠିତ ହେଉଛି। ବନକଲାଗିର ଅର୍ଥ ହେଉଛି ଶ୍ରୀବିଗ୍ରହମାନଙ୍କୁ ବର୍ଣ୍ଣ କରିବା ବା ରଙ୍ଗ କରିବା। ଦି ‘ ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରି ଦତ୍ତ ମହାପାତ୍ର ସେବକମାନେ ଏହି ଗୁପ୍ତ ନୀତି ସମ୍ମନ କରିଥାନ୍ତି। ଏଥିପାଇଁ ମହାପ୍ରଭୁଙ୍କ ଦର୍ଶନକୁ ବନ୍ଦ କରି କରି ଦିଆ ଯାଇଥାଏ। ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ରଙ୍ଗ ଗୁଡ଼ିକ ପ୍ରସ୍ତୁତ ପାଇଁ ଭିତର ବେଢ଼ାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି। ଏହାକୁ ବନକଲାଗି ଘର କୁହାଯାଏ। ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ କର୍ପୁର ଓ କସ୍ତୁରୀ ମିଶେ। କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!