ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଜବତ

ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଜବତ

କନ୍ଧମାଳ:(କାଞ୍ଚନ ଟିଭି) କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡା ଥାନା ଅନ୍ତର୍ଗତ କିଲୁଗାଁ ଗ୍ରାମରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ଚଢଉ କରି ୭୩୫ କେଜି ଗଞ୍ଜେଇ ସହ ଦୁଇଟି ବାଇକକୁ ଜବତ କରିଥିବା ବେଳେ ପୋଲିସକୁ ଦେଖି ଦୁଇଟି ବାଇକକୁ ଛାଡି ୧୦ ଜଣ ଗଞ୍ଜେଇ ଚାଲାଣ କାରୀ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି l ଏ ନେଇ ବାଲିଗୁଡା ପୋଲିସ କେଶ ନଂ.୮୯/୨୩ ପ୍ରକାରେ ଏକ ମାମଲା ରୁଜୁକରି ତଦନ୍ତ ଅବ୍ୟାହତ ରହିଛି ବୋଲି ଆଇଆଇସି ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି ।

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!