ଛୋଟ ପ୍ରାୟାସ ପରିବାର ତରଫରୁ ବ୍ୟାପକ ବୃକ୍ଷରୋପଣ

ଛୋଟ ପ୍ରାୟାସ ପରିବାର ତରଫରୁ ବ୍ୟାପକ ବୃକ୍ଷରୋପଣ

ହିନ୍ଦୋଳ:(କାଞ୍ଚନ ଟିଭି) ଛୋଟ ପ୍ରାୟାସ ପରିବାର ଦ୍ୱାରା ବନ ମହୋତ୍ସବ ପାଳନ। ବନ ମହୋତ୍ସବ ସପ୍ତାହ ଚାଲିଥିବା ବେଳେ ଛୋଟ ପ୍ରୟାସ ପରିବାର ତରଫରୁ ଆଜି ୨୦୦ ରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଛି। ହିନ୍ଦୋଳ ବ୍ଲକ୍ ବିଭିନ୍ନ ଅଞ୍ଚଳ ତଥା ରୋଡର ଉଭୟ ପାଶ୍ଵରେ ଆମ୍ବ,ପଣସ,ମହୁଲ,ତେନ୍ତୁଳି,କାଜୁ ଗଛ
ଆଦି ଚାରା ରୋପଣ କରାଯାଇଥିଲା। ପ୍ରବଳ ବର୍ଷା ସତ୍ୟେ ଛୋଟ ଏକ ପ୍ରୟାସ ପରିବାର ସଦସ୍ୟମାନଙ୍କ ମଧ୍ୟରେ ବୃକ୍ଷ ରୋପଣ ପାଇଁ ଢେର୍ ଆଗ୍ରହ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଏଭଳୀ କାର୍ଯ୍ୟକ୍ରମ ବ୍ୟାପକ କରାଯିବ ବୋଲି ସୂଚନା ମିଳିଛି।

Spread the love
CATEGORIES
TAGS
Share This

COMMENTS Wordpress (0) Disqus ( )

error: Content is protected !!