ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ସବୁବେଳେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ସବୁବେଳେ ତାଙ୍କ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।

କାନେରିଆ ଭାରତୀୟ ନାଗରିକ ହେବାକୁ ଚାହୁଁଥିବା ଗୁଜବକୁ ଖାରଜ କରିଛନ୍ତି ।ଦାନିଶ୍ ପାକିସ୍ତାନ ପାଇଁ ଖେଳିବା ଦିବୀୟ ହିନ୍ଦୁ କ୍ରିକେଟର । ତାଙ୍କ ସମ୍ପର୍କୀୟ ଭାଇ ଅନିଲ ଦଲପତ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନ ର ପ୍ରତିନିତ୍ୱ କରିଥୁଲେ । ସେ କହିଛନ୍ତି କି ପାକିସ୍ତାନର କ୍ରିକେଟ ବୋର୍ଡ ଏବଂ ଅଧୂକାରୀଙ୍କ ଠାରୁ ଭେଦବାବର ସମ୍ମୁଖୀନ ହୋଇଥିଲେ । ପୁଣି କହିଛନ୍ତି ପାକିସ୍ତାନ ହେଉଛି ତାଙ୍କ ଜନ୍ମସ୍ଥାନ । କିନ୍ତୁ ତାଙ୍କ ପୂର୍ବ ପୁରୁଷଙ୍କ ଭୂମି ଭାରତ ତାଙ୍କର ମାତୃଭୂମି ଦିନେଶ ନିଜ ଏକ୍ସରେ ଲେଖୁଛନ୍ତି ବର୍ତମାନ ତାଙ୍କୁ ବହୁତ ଲୋକ ପଚା ଚାରିଛନ୍ତି ସେ ପାକିସ୍ତାନ ବିରୋଧରେ କାହିଁର୍କି କହୁ ନାହାନ୍ତି । କିମ୍ବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ରରେ କାହିଁକି କିଛି ମନ୍ତବ୍ୟ ହେଉନାହାନ୍ତି । କେତେକ ଲୋକ ଅଭିଯୋଗ କରୁଛନ୍ତି କି ସେ ଭାରତୀ ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ଏଭଳି ସ୍ଥିତିରେ ସତ୍ୟ ରତୀୟ ନାଗରିକତା କୁ ପାଇବା କହିବା ଗୁରୁତ୍ୱପୂର୍ଣ୍ଣ ରହିଛି।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!