ଆତଙ୍କବାଦ ବନ୍ଦ କର, ନହେଲେ ମାନଚିତ୍ରରୁ ହଜିଯିବ : ସେନାମୁଖ୍ୟ

ଆତଙ୍କବାଦ ବନ୍ଦ କର, ନହେଲେ ମାନଚିତ୍ରରୁ ହଜିଯିବ : ସେନାମୁଖ୍ୟ

ପାକିସ୍ତାନ: ପାକିସ୍ତାନକୁ ସ୍ଥଳସେନା ଅଧ୍ୟକ୍ଷଙ୍କ କଡ଼ା ଚେତାବନୀ । ତୁରନ୍ତ ରାଷ୍ଟ୍ର-ପ୍ରାୟୋଜିତ ଆତଙ୍କବାଦ ବନ୍ଦ କର, ନଚେତ ବିଶ୍ବ ମାନଚିତ୍ରରୁ ନିଶ୍ଚିହ୍ନ ହାଇଯିବା ରାଜସ୍ଥାନ ସ୍ନାନରେ ଏକ ସଭାକାର୍ଯ୍ୟରୁ ପାକିସ୍ତାନକୁ ଏହି ଚରମବାଣୀ ଶୁଣାଇଛନ୍ତି ସେନାମୁଖ୍ଯ ଜେନେରା ରାଲ ଉପେନ୍ଦ୍ର ଦିୱେଦୀ । ଅପରେସନ୍ ସିନ୍ଦୂର କଥା ଉଠାଇ ଭାରତର ସଂଯମତା କଥା କହିଛନ୍ତି ଜେନେରାଲ ଦ୍ବିୱେଦୀ ଏଥର ଯଦି ପାକିସ୍ତାନ ଆକ୍ରମଣାତ୍ମ ମଣାତ୍ମକ ଆଭିମୁଖ୍ୟ ଦେଖାଏ, ତେବେ ‘ଅପରେସନ୍ ସିନ୍ଦୂ’ ଭଳି ଭାରତ ଆଉ ସଂଯମତା ଦେଖାଇବ ନାହିଁ ପାକିସ୍ତା ସ୍ତାନ ଯଦି ବିଶ୍ବ ମାନଚିତ୍ରରେ ନିଜର ସ୍ଥିତାବସ୍ଥା ବଜାୟ ରଖିବାକୁ ର ଚାହୁଁଛି, ତେବେ ଆତଙ୍କବାଦରୁ ଦୂରେଇ ରହୁ, 2, ନଚେତ ଭୀଷଣ ଆକ୍ରମଣର ସମ୍ମୁଖୀନ ହେବ ବେ ବୋଲି କହିଛନ୍ତି। ଆଗାମୀ ଦିନରେ ପାକିସ୍ତାନକୁ କେବ ବଳ ଇତିହାସରେ ପଢ଼ାଯିବ ବୋଲି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଜେନେରାଲ ଦିୱେଦୀ ସେପ ପଟେ ଭା ରତୀୟ ସେନାକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଛନ୍ତି ଜେନେରାଲା କହି ହିଛନ୍ତି, ଭଗବାନ ଆପଣମାନଙ୍କ ଇଚ୍ଛା ନିଶ୍ଚୟ ପୂର କରିବୋ ନିଶ୍ଚିତଭାବେ ଆପଣମାନଙ୍କୁ ଆଉଥରେ ସୁଯୋଗ ମିଳିବା ତେବେ ହଠାତ ସେ ସନାଧ୍ଯକ୍ଷଙ୍କ ଏଭଳି ଆଭିମୁଖ୍ୟ ଦେଶର ସୁରକ୍ଷା ଦିଗରେ ଆ ଗୁରୁତ୍ଵ ବହନ କରୁଛି । କାରଣ ଅପ ଅପରେସନ୍ ସିନ୍ଦୂ ବନ୍ଦ ହେବାଗ ବାର କିଛିଦିନ ପରେ ପ୍ର ପ୍ରଧାନମନ୍ତ୍ରୀ ନରେ କହିଥିଲେ, ଏବେ ବି ଅପରେସନ୍ ସିନ୍ଦୂର ଚାଲିଛି । ଆଗାମୀ ଦିନରେ ଯଦି ସାମାନ୍ୟ ଆକ୍ରମଣର ଆଭାଷ ହୁଏ, ତେବେ ଭାରତ ଏହାର କଡ଼ା ଜବାବ ଦେବ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!