Author: kanchanadmin
ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଚିଠି, ବିକଶିତ ଭାରତ ପାଇଁ ଲୋଡ଼ିଲେ ସମର୍ଥନ
ନୂଆଦିଲ୍ଲୀ:(ଏଜେନ୍ସି) ଲୋକସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯିବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଲୋକଙ୍କୁ ଏକ ଖୋଲା ଚିଠି ଲେଖୁଛନ୍ତି। ଏଥିରେ ମୋଦୀ ଏକ ବିକଶିତ ଭାରତ ଗଠନ ପାଇଁ ... Read More
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ କବିତାଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ହାଇଦ୍ରାବାଦ:(ଏଜେନ୍ସି) ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଏସ୍ଏଲ୍ସି କେ କବିତାଙ୍କୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥାର งด ଟିମ୍ ତାଙ୍କ ହାଇଦ୍ରାବାଦ ... Read More
ଘୋଷଣା ହେଲା ତାରିଖ, ୭ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ; ଓଡ଼ିଶାରେ ୪ ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ:(ଏଜେନ୍ସି) ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନବନିର୍ବାଚିତ ନିର୍ବାଚନ କମିଶନର ଗଣେଶ କୁମାର ଏବଂ ସୁଖବୀର ସିଂ ସନ୍ଧୁ ବିଜ୍ଞାନ ଭବନରେ ଏବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ୨୦୨୪ ସାଧାରଣ ... Read More
ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲକିତ ସମ୍ରାଟ ଓ କ୍ରିତି ଖରବନ୍ଧା
ମୁମ୍ବାଇ:(ଏଜେନ୍ସି) ବିବାହ ବନ୍ଧନରେ ବାନ୍ଧି ହେଲେ ବିବାହ ପରେ । ଏହି ଦମ୍ପତିଙ୍କ ବିବାହର ଫଟୋ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ କ୍ରିତି ଖର ଖରବନ୍ଦା ବିବାହର କିଛି ଫଟୋ ... Read More
SBI ପ୍ରଦାନ କରିଥିବା ନିର୍ବାଚନୀ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ:(ଏଜେନ୍ସି) ନିର୍ବାଚନ କମିଶନ ଗୁରୁବାର ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଅପଲୋଡ୍ କରିଛନ୍ତି ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାର୍ଚ୍ଚ ୧୨ରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ... Read More
ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ
ସମ୍ବଲପୁର:(କାଞ୍ଚନ ଟିଭି) ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ଯୋଜନା ହୋଇଛି। ତାଙ୍କୁ ଏୟାରଲିଫ୍ଟ କରିବାକୁ ଯୋଜନା ଚାଲିଥିବା ନେଇ ସଂପର୍କୀୟଙ୍କ ସୂତ୍ରରୁ ଜଣାପଡିଛି ... Read More
ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଅଭିନେତା ଅରିନ୍ଦମ ରାୟ
ଭୁବନେଶ୍ବର:(କାଞ୍ଚନ ଟିଭି/ମୋନାଲୀ ନାୟକ) ସିନେ ତାରକା ଅରିନ୍ଦମ ରାୟ ଆଜି ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏହାକୁ ନେଇ ରାଜନୀତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। କାରଣ ଅରିନ୍ଦମ ବିଜୁ ... Read More