Author: kanchanadmin
ଟେଷ୍ଟ ବ୍ୟାଙ୍କିଙ୍ଗରେ ଶୀର୍ଷକୁ ଫେରିଲା ଭାରତ, ତିନି ଫର୍ମାଟରେ ନମ୍ବର ୱାନ୍
ଦୁବାଇ:(ଏଜେନ୍ସି) ଧର୍ମଶାଳାରେ ଇଂଲଣ୍ଡକୁ ଇନିଂସ୍ ଓ ୬୪ ରନରେ ହରାଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ ଜିତିବା ପରେ ଭାରତ ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। ... Read More
ରଚନା ଲଢିବେ ଲୋକସଭା ନିର୍ବାଚନ; ହୁଗୁଳିରୁ ରଚନା, ବରହାମପୁରରୁ ୟୁସଫ୍ ପଠାନଙ୍କୁ ଟିଏମସି ଟିକେଟ
କୋଲକାତା:(ଏଜେନ୍ସି) ଲୋକସଭା ନିର୍ବାଚନ ଲଢିବେ ରଚନା ବାନାର୍ଜୀ । ଲୋକପ୍ରିୟ ଓଡିଆ ଫିଲ୍ମ ଅଭିନେତ୍ରୀ ରଚନା ବାନାର୍ଜୀ ଚଳିତ ବର୍ଷ ଟିଏମସି ଟିକେଟରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ... Read More
ବିଜୁବାବୁଙ୍କ ସ୍ବପ୍ନ ଥିଲା ଓଡିଆ ଯୁବକ ସ୍ବାଭିମାନୀ ହୁଅନ୍ତୁ ଜଟଣୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ବାର୍ଷିକା ପାଳିତ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ଆନୁକୁଲ୍ୟରେ ଆଜି ସନ୍ଧ୍ୟାରେ ରାମଚନ୍ଦ୍ରପୁର ବଜାରସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଭାରତବର୍ଷର ଅନ୍ୟତମ ବରପୁତ୍ର ... Read More
ବିଶିଷ୍ଟ ଜନନାୟକ ଜଟଣୀରେ ପଦ୍ମଭୂଷଣ ଡ଼ ରାଧାନାଥ ରଥଙ୍କ ଶ୍ରାଦ୍ଧ ଦିବସ ପାଳନ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ବିଶିଷ୍ଟ ଜନ ନାୟକ ସାମ୍ବାଦିକ ତଥା ସମାଜ ସେବୀ ପଦ୍ମଭୂଷଣ ଡ଼ ରାଧାନାଥ ରଥଙ୍କ ଶ୍ରାଦ୍ଧ ଦିବସ ଆଜି ସନ୍ଧ୍ୟାରେ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ... Read More
ପୋଷ୍ଟର ଓ ବ୍ୟାନର, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନେଲା ବିଏମସି
ଭୁବନେଶ୍ୱର:(କାଞ୍ଚନ ଟିଭି) ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ଓ ବ୍ୟାନର । କାନ୍ଥବାଡ଼ରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନ ମଧ୍ୟ ହଟାଯିବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ... Read More
ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣା : କୋର୍ଟରେ ହାଜର ହେଲେ ସାନଖେମୁଣ୍ଡି ବିଧାୟକ
ଭୁବନେଶ୍ବର:(କାଞ୍ଚନ ଟିଭି) ଭୁବନେଶ୍ବର ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣାରେ କୋର୍ଟରେ ହାଜର ହେଲେ ବିଧାୟକ ରମେଶ ଜେନା। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ହେଉଛନ୍ତି ରମେଶ ଜେନା। ଭୁବନେଶ୍ବର କୋର୍ଟରେ ବିଧାୟକ ହାଜର ହୋଇଛନ୍ତି। ... Read More
ସ୍ଵାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର:(କାଞ୍ଚନ ଟିଭି) ସ୍ବାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ରାଜ୍ୟ ସରକାର। ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ... Read More

