Author: kanchanadmin

ଥାଲାସେମିଆ & ସିକିଲସେଲ୍ ସୋସାଇଟି ଓଡ଼ିଶା ତରଫରୁ ଏକ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇସାରିଛି

kanchanadmin- October 4, 2023

ଖୋର୍ଦ୍ଧା:(କାଞ୍ଚନଟିଭି/ମଳୟରଞ୍ଜନ ଦାସ) ଖୋର୍ଦ୍ଧା ସଦର ସ୍ଥିତ ଯାତ୍ରୀ ନିବାସ ଠାରେ ଥାଲାସେମିଆ & ସିକିଲସେଲ୍ ସୋଷାଇଟ ଓଡ଼ିଶା ଓ ନାରାୟଣ ହୃଦୟାଳୟ ବାଙ୍ଗାଲୋରଙ୍କ ମିଳିତ ଉଦ୍ୟମରେ ଏକ ଏଚ.ଏଲ୍. ଏ ନମୁନା ସଂଗ୍ରହ (ଅସ୍ତିମଜ ... Read More

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ

kanchanadmin- October 4, 2023

ଖୋର୍ଦ୍ଧା:(କାଞ୍ଚନ ଟିଭି/ନୀମାଇଁ ଚରଣ ମହାରଣା) ମାନସ ମଙ୍ଗରାଜକୁ ନୂଆ ଦାୟିତ୍ୱ । ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସଭାରେ ବିଜୁ ଜନତା ଦଳ ମୁଖ୍ୟ ସଚେତକ ... Read More

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍

kanchanadmin- October 4, 2023

କେନ୍ଦ୍ରାପଡ଼ା (କାଞ୍ଚନଟିଭି/ବ୍ୟୁରୋ): ପ୍ରସିଦ୍ଧ ମିଠା ରସାବଳିକୁ ମିଳିଛି ଜିଆଇ ଟ୍ୟାଗ୍। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ଅଧିନସ୍ଥ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ରସାବଳିକୁ ଏହି ଜିଆଇ ବା ଭୌଗୋଳିକ ମାନ୍ୟତା ମିଳିଛି। ... Read More

ସୁସ୍ମିତା ମିଞ୍ଜ-ଆଲିସା ଲୁଗୁନଙ୍କ ମୃତ୍ୟୁ ମଧ୍ୟରେ କୌଣସି ଲିଙ୍କ ନାହିଁ – ଏସପି

kanchanadmin- October 3, 2023

ରାଉରକେଲା:ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଏବଂ ଉଦିତନଗର ଥାନା ଏଏସଆଇ ଆଲିସା ଲୁଗୁନଙ୍କ ମୃତ୍ୟୁ ଘଟଣାରେ କୌଣସି ଲିଙ୍କ ନଥିବା ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର।ମୃତ ଏଏସଆଇ ଆଲିସା ... Read More

ଏସିଆନ ଗେମ୍ସ: ଆଥଲେଟିକ୍ସରେ ଭାରତକୁ ଆଉ ଦୁଇଟି ସ୍ଵର୍ଣ୍ଣ ପଦକ

kanchanadmin- October 3, 2023

ଚୀନର ହାଙ୍ଗଝୌଉରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ମଙ୍ଗଳବାର ଭାରତକୁ ମିଳିଛି ଆଉ ଦୁଇଟି ସ୍ଵର୍ଣ୍ଣ ପଦକ। ପ୍ରତିଯୋଗିତାର ୫ ହଜାର ମିଟର ଦୌଡ଼ରେ ଭାରତର ପାରୁଲ ଚୌଧୁରୀ ପ୍ରଥମ ସ୍ଥାନରେ ରହି ସ୍ଵର୍ଣ୍ଣ ... Read More

ପଦାର୍ଥ ବିଜ୍ଞାନରେ ତିନି ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

kanchanadmin- October 3, 2023

୨୦୨୩ ବର୍ଷ ପାଇଁ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ କ୍ରାଉଜ(Ferenc Krausz), ଆନୀ ଏଲ’ହୁଇଲିଅର(Anne L’Huillier)ଙ୍କୁ ମିଳିବ ଫିଜିକ୍ସ ନୋବେଲ ପୁରସ୍କାର। ପଦାର୍ଥରେ ଇଲେକ୍ଟ୍ରୋନ ... Read More

ସମ୍ବାଦର ସମ୍ପାଦକ ଦାୟିତ୍ୱ ନେଲେ ତନୟା ପଟ୍ଟନାୟକ

kanchanadmin- October 3, 2023

ବ୍ୟୁରୋ ରିପୋର୍ଟ: ଦୈନିକ ଖବର କାଗଜ ସମ୍ବାଦର ସମ୍ପାଦକ ପଦରୁ ଅବ୍ୟାହତି ନେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ । ସେ ନିଜର ବ୍ୟକ୍ତିଗତ କାରଣ ପାଇଁ ଦୈନିକ ଖବରକାଗଜ ସମ୍ବାଦର ସମ୍ପାଦକ ପଦ ସହ ଇଷ୍ଟର୍ଣ୍ଣ ... Read More

error: Content is protected !!