Author: kanchanadmin
ଇସ୍ରାଏଲ-ହମାସ ଯୁଦ୍ଧକୁ ମାସେ ପୂରିଲା, ଗାଜାରେ ମୃତକଙ୍କ ସଂଖ୍ୟା ୧୦ ହଜାର ଟପିଲା
ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମଙ୍ଗଳବାର ମାସେ ପୂରିଛି। ଏହି ଯୁଦ୍ଧ ମଧ୍ୟପ୍ରାଚ୍ୟରେ ସାମରିକ ଓ ରାଜନୈତିକ ସମୀକରଣକୁ ବହୁତ ମାତ୍ରାରେ ପରିବର୍ତ୍ତନ କରିଦେଇଛି। ଏବେ ପାଲେଷ୍ଟାଇନର ଗାଜାରେ ... Read More
ସାରା ଦେଶରେ ଦୀପାବଳୀ ପୂର୍ବରୁ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ
ଦୀପାବଳି ଆସୁଥିବାବେଳେ ଦେଶରେ ବଢ଼ୁଥିବା ପ୍ରଦୂଷଣକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ। ସାରା ଦେଶରେ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ ଥିବା ... Read More
ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ
NCERT ବହିରେ ‘ଭାରତ’। NCERT ବହିରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖିବାକୁ ସୁପାରିସ। ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ। ବହିରେ ‘ଭାରତ’ କରିବାକୁ NCERT ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି ହୋଇଛି। ... Read More
ଇସ୍ରାଏଲ ସେନାର ଚେତାବନୀ, ଆକାଶ ପରେ ଏବେ ସ୍ଥଳ ପଥରେ ଆକ୍ରମଣକୁ ତୀବ୍ର କରିବ
ଆଜି ହେଉଛି ଇସ୍ରାଏଲ-ହାମାସ ଯୁଦ୍ଧର ୧୮ ତମ ଦିନ । ଯୁଦ୍ଧ ମଧ୍ୟରେ ଇସ୍ରାଏଲ ସେନା ହାମାସକୁ ଚେତାବନୀ ଦେଇଛି। ଇସ୍ରାଏଲର ଷ୍ଟାଫ୍ ଲେଫ୍ଟନାଣ୍ଟ ଜେନେରାଲ୍ ହରଜୀ ହାଲେଭି କହିଛନ୍ତି ଯେ ଗାଜା ଷ୍ଟ୍ରିପ ... Read More
ସତର୍କ ରୁହନ୍ତୁ ! ଆସୁଛି କି Emergency ଆଲର୍ଟ : ଭୟଭୀତ ହେବାର କାରଣ ନାହିଁ
ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ। ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି। କାହିଁକି ଆସୁଛି ଏଭଳି ମେସେଜ। ଏହା ପଛର ଉଦ୍ଦେଶ୍ୟ କ’ଣ ସେ ... Read More
ଦୁର୍ଗାପୂଜା ସମୟରେ ୫ଟି ମୁଖ୍ୟ ପରମ୍ପରା
ଦୁର୍ଗାପୂଜା ସମୟରେ ପାଳନ କରାଯାଉଥିବା ୫ଟି ମୁଖ୍ୟ ପରମ୍ପରା ହେଉଛି ତର୍ପଣ, ସିନ୍ଦୁରଖେଳ, ୯ଟି ବୃକ୍ଷ ପୂଜା, କାଳପ୍ରାରମ୍ଭ ଏବଂ କୁମାରୀ ପୂଜା। ତର୍ପଣ: ତର୍ପଣକୁ ମହାଳୟା ପୂଜା ବି କୁହାଯାଏ। ଦୁର୍ଗାପୂଜାର ୭ ଦିନ ପୂର୍ବରୁ ... Read More
ମା’ ଦୁର୍ଗାଙ୍କ ଭସାଣ ଯାତ୍ରା, ଭୁବନେଶ୍ୱରରେ ଲାଗିବ ଟ୍ରାଫିକ କଟକଣା
ଭୁବନେଶ୍ୱର:(ବ୍ୟୁରୋ ରିପୋର୍ଟ) ଆସନ୍ତାକାଲି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱରରେ ବୁଧବାର ଅପରାହ୍ଣ ୩ଟାରୁ ଭସାଣି ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍ ... Read More

