Author: kanchanadmin
କିଟ୍ ଓ କିସରେ ପାଳିତ ହେଲା ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ
ଭୁବନେଶ୍ବର:(କାଞ୍ଚନ ଟିଭି/ରୂପାଲୀ ନାୟକ) କିଟ୍ ଓ କିସରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ... Read More
୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା – ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର:(ବ୍ୟୁରୋ ରିପୋର୍ଟ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟକା ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି। ଏହା ପ୍ରଭାବରେ ସେଠାରେ ବର୍ଷା ହେବା ସହ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସଲଗ୍ନ ... Read More
ଟାଟା ଷ୍ଟିଲ୍ କଳିଙ୍ଗନଗର ଓ ଏନ୍ଆଇଏନ୍ଏଲ୍ ପକ୍ଷରୁ “ସ୍ୱଚ୍ଛତା ପାଇଁ ଶ୍ରମଦାନ’ କାର୍ଯ୍ୟକ୍ରମ ଆୟୋଜିତ
କଳିଙ୍ଗନଗର:(କାଞ୍ଚନ ଟିଭି) ଗାନ୍ଧୀ ଜୟନ୍ତୀ ପରିପ୍ରେକ୍ଷୀରେ ‘ଏକ ତାରିଖ ଏକ ଘଂଟା ଏକ ସଙ୍ଗେ’ ନାମକ ଏକ ଜାତୀୟ କାର୍ଯ୍ୟକ୍ରମରେ ନାଗରିକମାନଙ୍କ ଦ୍ୱାରା “ସ୍ୱଚ୍ଛତା ପାଇଁ ଶ୍ରମଦାନ’ ଲାଗି ଏକ ଘଂଟା ପ୍ରଦାନ କରିବାକୁ ... Read More
୧,୦୬୫ଟି ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଅକ୍ଟୋବର ୧୩ ଶେଷ ତାରିଖ
ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୧,୦୬୫ଟି ଅଧ୍ୟାପକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଏଥିରେ ପ୍ରାର୍ଥୀମାନଙ୍କୁ ରାଜ୍ୟର ଅନେକ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ବିଭିନ୍ନ ବିଷୟ ପାଇଁ ଅଧ୍ୟାପକ ... Read More
ଭୋଇ ପାଲିରେ ବିଘ୍ନ ବିନାଶକଙ୍କ ପୂଜା
ସମ୍ବଲପୁର:(କାଞ୍ଚନ ଟିଭି\ସୁସ୍ମିତା ମାଝୀ ) ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ଭୋଇପାଲି ଡୁଙ୍ଗୁରିପଡ଼ା ମାନେଶ୍ବର ବ୍ଲକ ଗ୍ରାମ ବାସୀଙ୍କ ତରଫରୁ ଧୁମଧାମରେ ପାଳିତ ହୋଇଯାଇଛି। ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଗଜାନନ ଙ୍କୁ ଅନୁଷ୍ଠାନର ... Read More
କାନାଡା ନାଗରିକଙ୍କୁ ଭାରତ ଆସିବାକୁ ବାରଣ, ଭିସା ସେବା ବନ୍ଦ କଲା କାନାଡାସ୍ଥିତ ଭାରତୀୟ ଦୂତାବାସ
ବ୍ୟୁରୋ ରିପୋର୍ଟ: ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ବିବାଦ ତୀବ୍ର ହୋଇଛି। ଏବେ କାନାଡା ନାଗରିକଙ୍କ ପାଇଁ ଭାରତ ନିଜର ଭିସା ସେବା ବନ୍ଦ କରିଛି। ପରବର୍ତ୍ତୀ ନିର୍ଦେଶ ଆସିବା ... Read More
ଭାରତ-କାନାଡା କୂଟନୈତିକ ବିବାଦ: କାନାଡାରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇଲା ବୈଦେଶିକ ମନ୍ତ୍ରାଳୟ
ବ୍ୟୁରୋ ରିପୋର୍ଟ: ଭାରତ ଓ କାନାଡା ମଧ୍ୟରେ ଆରମ୍ଭ ହୋଇଥିବା କୂଟନୈତିକ ବିବାଦ ଏବେ ଜୋର ଧରିବାରେ ଲାଗିଛି। ଖାଲିସ୍ତାନ ସମର୍ଥକ ହରିଦୀପ ସିଂହ ନିଜ୍ଜର ହତ୍ୟା ପଛରେ ଭାରତର ହାତ ଅଛି ବୋଲି ... Read More

