Author: kanchanadmin
ୟୁପି ଏଟିଏସ୍ ଟିମ୍ ସୀମା ହାୟଦାରଙ୍କୁ ଘରୁ ନେଇଗଲା!
ବ୍ୟୁରୋ:ପାକିସ୍ତାନରୁ ଆସିଥିବା ରହସ୍ୟମୟୀ ଝିଅ ସୀମା ହାୟଦାରଙ୍କ ବିଷୟରେ ଏକ ବଡ ଅପଡେଟ୍ ବାହାରୁଛି। ସୋମବାର, ୟୁପି ଏଟିଏସ୍ ଦଳ ଗ୍ରେଟର ନୋଏଡାରୁ ସେମା ହାୟଦାରଙ୍କୁ ସାଙ୍ଗରେ ନେଇଥିଲେ। ପଚରାଉଚରା ପାଇଁ ଏଟିଏସ୍ ଟିମ୍ ... Read More
ଦୁର୍ନୀତି ବିରୋଧରେ ଚନ୍ଦ୍ରଭାଗା ମତ୍ସ୍ୟଜୀବୀ ସଂଘ ତରଫରୁ ପୁରୀ ଭିଜିଲାନ୍ସ ଅଫିସ୍ ଓ ମତ୍ସ୍ୟ ଅଧିକାରୀ ଅଫିସ୍ ଘେରାଉ।
ପୁରୀ:(କାଞ୍ଚନ ଟିଭି) ପୁରୀ ରେ ମତ୍ସଜୀବୀଙ୍କୁ ଋଣ ଯୋଗାଇ ଦେବା ନାମରେ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ। ମତ୍ସ୍ୟଜୀବିଙ୍କୁ ଇଞ୍ଜିନ ,ଜାଲ ,ଡଙ୍ଗା ଯୋଗାଇ ଦେବା ପାଇଁ ଆସିଥିବା ଋଣ ରେ ହୋଇଚି ... Read More
ଆସନ୍ତା ୧୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ
ଭୁବନେଶ୍ୱର:(କାଞ୍ଚନ ଟିଭି) ଆସନ୍ତା ୧୬ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଘନୀଭୂତ ହୋଇ ନେଇପାରେ ଲଘୁଚାପର ରୂପ । ସେପଟେ ଏବେ ବି ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ... Read More
ଆଜି ଉତ୍କ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ, ଯୋଡ଼ି ହେବ ନୂଆ ଇତିହାସ
ଭୁବନେଶ୍ୱର:(କାଞ୍ଚନ ଟିଭି) ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩। ଲଞ୍ଚପ୍ୟାଡରୁ ଉତକ୍ଷେପଣ ହେବ ବିଶାଳକାୟ ... Read More
କଟକ ଆସିବେ ମହାମହିମ ରାଷ୍ଟ୍ରପତି
ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ)ଆସନ୍ତା ଜୁଲାଇ 26 ତାରିଖରେ ମହାମହିମ ରାଷ୍ଟ୍ରପତି କଟକ ଆସିବେ। ହାଇକୋର୍ଟ 75 ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। କଟକର 6ଟି ସ୍ଥାନ ପରିଦର୍ଶନ କରିବେ ... Read More
ସମୀର ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ୱ
ଭୁବନେଶ୍ୱର:(କାଞ୍ଚନ ଟିଭି)ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇଲେ ସମୀର ମହାନ୍ତି। ପୂର୍ବତନ ବିଜେପି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ମିଳିଲା ନୂଆ ଦାୟିତ୍ୱ ।ସମୀର ମହାନ୍ତିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ... Read More


