Author: kanchanadmin
ଛୋଟ ପ୍ରାୟାସ ପରିବାର ତରଫରୁ ବ୍ୟାପକ ବୃକ୍ଷରୋପଣ
ହିନ୍ଦୋଳ:(କାଞ୍ଚନ ଟିଭି) ଛୋଟ ପ୍ରାୟାସ ପରିବାର ଦ୍ୱାରା ବନ ମହୋତ୍ସବ ପାଳନ। ବନ ମହୋତ୍ସବ ସପ୍ତାହ ଚାଲିଥିବା ବେଳେ ଛୋଟ ପ୍ରୟାସ ପରିବାର ତରଫରୁ ଆଜି ୨୦୦ ରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଛି। ହିନ୍ଦୋଳ ... Read More
ମ୍ୟାଲେରିଆ ରୋକିବ ମାଛ । ମଶା ବଂଶକୁ ନିପାତ କରିବ ଗମ୍ବୁସିଆ
ରାୟଗଡ଼ା:(କାଞ୍ଚନଟିଭି) ମ୍ୟାଲେରିଆ ଏଭଳୀ ଏକ ରୋଗ ଯାହାଦ୍ଵାରା ଏବେ ମଧ୍ୟ ପ୍ରତି ବର୍ଷ ଅନେକ ଲୋକ ପ୍ରାଣ ହରାଇଥାଆନ୍ତି। ବର୍ଷା ଆରମ୍ଭ ହେବା ସହିତ ମ୍ୟାଲେରିଆ ଏବଂ ମଶା ଦ୍ଵାରା ହେଉଥିବା ଅନ୍ୟାନ୍ୟ ରୋଗ ... Read More
ଲଗାତାର ୪ ଦିନ ହେଲାଣି ଜଳୁଛି ଫ୍ରାନ୍ସ । ରାଜଧାନୀ ପ୍ୟାରିସ ସହିତ ଅନେକ ସହରରେ ନିଆଁ ଜଳୁଛି
ପ୍ୟାରିସ୍:(କାଞ୍ଚନଟିଭି ବ୍ୟୁରୋ)ଫ୍ରାନ୍ସରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ପୋଲିସ ଗୁଳିରେ ପ୍ୟାରିସରେ ଜଣେ ୧୭ ବର୍ଷୀୟ ନାବାଳକର ମୃତ୍ୟୁକୁ ବିରୋଧ କରି ଦେଶବ୍ୟାପୀ ହିଂସାକାଣ୍ଡ ଜାରି ରହିଛି । ଚାରିଆଡେ ପୋଡାଜଳା, ଭଙ୍ଗାରୁଜା ... Read More
ସେଞ୍ଚୁରୀ ପାର୍ କଲାଣି ଟମାଟୋ ଦର ।ଟଙ୍କା ସରୁଛି ସତ ହେଲେ ପୁରୁନି ବ୍ୟାଗ୍
ଭୁବନେଶ୍ୱର:(କାଞ୍ଚନଟିଭି)ବଜାରରେ ପରିବା ଦର ଆକାଶ ଛୁଆଁ । ବେପାରୀ ମାଲାମାଲ, ଚାଷୀ ହତାଶ। ୮୦ ଟଙ୍କା ତଳକୁ ନାହିଁ କୌଣସି ପରିବା ଦାମ୍ । କିନ୍ତୁ ଦରଦାମ ବୃଦ୍ଧିର ପ୍ରକୃତ ଲାଭ ପାଉନି ଚାଷୀ ... Read More
ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ
ଭୁବନେଶ୍ୱର:(କାଞ୍ଚନଟିଭି) ଓଡିଶାର ମିଷ୍ଟାନ୍ନଗୁଡିକ ଭିତରେ ରସଗୋଲା ଯେ କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡିଆକୁ ବୁଝାଇବା ଆବଶ୍ୟକ ନାହିଁ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି । ଆଜି ରସଗୋଲା ଦିବସ । ... Read More
କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା
ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ) ରାଜ୍ୟରେ ପୁଷ୍ଟିଗତ ସ୍ଥିତିର ଉନ୍ନତି ପାଇଁ ଏକ ରୂପାନ୍ତରିତ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଯାହା ୨୦୨୩-୨୪ ଆର୍ଥିକ ... Read More
ମୌସୁମୀ ଛୁଇଁଲା ଓଡ଼ିଶା
ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ) ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ଏବେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଆସିଥିବାବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ସାରା ରାଜ୍ୟରେ ପ୍ରବେଶ କରିବ। ଏନେଇ ଗୁରୁବାର ... Read More

