Author: kanchanadmin
ନାଇଜରରେ ଏମ୍ବୋ ସମ୍ମିଳନୀ ଉଦଘାଟିତ: ଉଦ୍ଭିଦ ବିଜ୍ଞାନ ଗବେଷଣାରେ ଭାରତର ଭୂମିକା ଗୁରୁତ୍ଵପୂର୍ଣ୍ଣ /ପ୍ରଫେସର ମିଶୀୟାସୁ ହାସେବେ
ଜଟଣୀ(କାଞ୍ଚନଟିଭି/ଆଶୁତୋଷ ରାୟ ) :- ନାଇଜରର ପଠାଣି ସାମନ୍ତ ଅଡିଟୋରିୟମରେ ୟୁରୋପିଆନ ମଲେ କୁଲାର ବାଇୟୋଲୋଜି ସମ୍ମିଳନୀ "ଏମ୍ୱୋ" ଉଦଘାଟିତ ହୋଇଯାଇଛି।ଉଦଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାପାନର ବୈଜ୍ଞାନିକ ପ୍ରଫେସର ମିଶୁୟାସୁ ... Read More
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା
ଭୁବନେଶ୍ୱର:(କାଞ୍ଚନଟିଭି/ରୂପାଲୀ ନାୟକ) ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ସାଧବ ପୁଅ ଦୂର ଦେଶରୁ ବାଣିଜ୍ଯ ସାରି ସ୍ୱଦେଶକୁ ଫେରିଥିଲେ ବୋଲି ଧାର୍ମିକ ପୁସ୍ତକରେ ଉଲ୍ଲେଖ ରହିଛି । ଉତ୍କଳର ଐତିହ୍ଯ ... Read More
କାର୍ଯ୍ୟକ୍ଷମ ଥିବା ଓଭରହେଡ୍ ଇଲେକ୍ଟ୍ରିକ୍ ଇନସୁଲେଟର ସଫା କରିବା ପାଇଁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଦ୍ଵାରା ଏକ ନୂଆ ଭିତ୍ତିଭୂମି ବିକଶିତ।
ଜଟଣୀ(କାଞ୍ଚନଟିଭି/ଆଶୁତୋଷ ରାୟ) :- ଉପକୂଳବର୍ତ୍ତୀ ଅଞ୍ଚଳରେ ଓଭର ହେଡ୍ ଇଲେକ୍ଟ୍ରି"ଓଏଚ୍ଇ" ରକ୍ଷଣା ବେକ୍ଷଣରେ ଏକ ପ୍ରମୁଖ ପରିବର୍ତ୍ତନ ଆଣିବ| ଓଏଚ୍ଇ ବନ୍ଦ ନ'କରି ଏବଂ ଟ୍ରାଫିକ୍ ଗତିବିଧିରେ ବାଧା ନ'ଦେଇ ଇନସୁଲେଟର ଗୁଡିକ ସଫା ... Read More
ଜଟଣୀ ବାସୀଙ୍କ ଦୁଃଖ ଜଟଣୀ ଫ୍ଲାଏ ଓଭର
ଜଟଣୀ(କାଞ୍ଚନଟିଭି/ଆଶୁତୋଷ ରାୟ) : ଜଟଣୀ ସହରରେ ଉଡନ୍ତା ପୋଲ ନିର୍ମାଣର ମନ୍ଥର ଗତି ପ୍ରତିବାଦରେ ଜଟଣୀ ନାଗରିକ କମିଟି ପକ୍ଷରୁ ଗୁରୁବାର ପୂର୍ବାହ୍ନରୁ ସୀତାରାମ ଛକଠାରେ ଦୁଇ ଦିନିଆ ଅନଶନ ଆରମ୍ଭ ହୋଇଥିବାବେଳେ ଫ୍ଲାଏ ... Read More
ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ ପଛରେ ପାକିସ୍ତାନ ଆର୍ମି ଓ ଆଇଏସଆଇ ହାତ ଥିବା ସନ୍ଧେହ କରାଯାଉଛି
ଇସଲାମାବାଦ୍: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସବୁଆଡେ ନିନ୍ଦା କରାଯାଉଛି। ଏହି ପୁରା ଘଟଣା ପରଠାରୁ ପାକିସ୍ତାନରେ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି। ଏପରିକି ... Read More
ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିବା ଦଲାଲଙ୍କୁ ପୋଲିସ୍ ଗିରଫ କରିଛି
ଭୁବନେଶ୍ବର:(କାଞ୍ଚନଟିଭି/ରୂପାଲୀ ନାୟକ) ଭୁବନେଶ୍ବର ଏମ୍ସରୁ ୧୨ ଦଲାଲଙ୍କୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଟିକେଟ ଦଲାଲ କରୁଥିବା ଅଭିଯୋଗରେ ଏହି ୧୨ ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ। ଏମାନେ ଦୀର୍ଘଦିନ ... Read More
ଆଜିଠୁ ପଞ୍ଚୁକ ଆରମ୍ଭ
ପୁରୀ: ଆଜିଠୁ ପଞ୍ଚୁକ ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏହି ଅବସରରେ ଆଜି ସକାଳୁ କାର୍ତ୍ତିକ ବ୍ରତଧାରୀମାନେ ସମୁଦ୍ର କୂଳରେ ଓ ବଡ଼ଦାଣ୍ଡରେ ପୂଜାର୍ଚ୍ଚନା କରୁଛନ୍ତି। ଏଣେ ... Read More

