Author: kanchanadmin
ମୋ ସ୍କୁଲ୍ ଅଭିଯାନର ପୂର୍ତ୍ତି ଉତ୍ସବ ପାଳନ କରିବ
ଭୁବେନେଶ୍ୱର(କାଞ୍ଚନଟିଭି) : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ୨୦୧୭ ନଭେମ୍ବର ୧୪ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ସ୍କୁଲ୍ ଅଭିଯାନ’ ଆସନ୍ତା ନଭେମ୍ବର ୧୪ ... Read More
ବିଶ୍ବ ଅର୍ଥନୀତିକୁ ମାନ୍ଦାବସ୍ଥା ମାଡ଼ିଆସୁଛି
ନୂଆଦିଲ୍ଲୀ:(ବ୍ୟୁରୋ ରିପୋର୍ଟ୍)ବିଶ୍ବ ଅର୍ଥନୀତି ପୁଣି ମାନ୍ଦାବସ୍ଥା କବଳରେ ପଡ଼ିବାକୁ ଯାଉଛି। ବିଶ୍ବର ବିଭିନ୍ନ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି, କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ବାରା ସୁଧହାର ବାରମ୍ବାର ବୃଦ୍ଧି, ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣ ଜୋରଦାର କରିବା ... Read More
ବାଜୱା ଭାରତ-ପାକିସ୍ତାନ ସମ୍ପର୍କ ଉପରେ କହିଛନ୍ତି କିଛି ଏମିତି :
ନୂଆଦିଲ୍ଲୀ :(ବ୍ୟୁରୋ ରିପୋର୍ଟ୍) ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ବାଜୱା ୬ବର୍ଷ କାର୍ଯ୍ୟକାଳ ପରେ ଆସନ୍ତା ମାସରେ ଅବସର ନେବେ। କିଛି ଦିନ ପୂର୍ବରୁ ଜେନେରାଲ ବାଜୱା ଆମେରିକା ଗସ୍ତରେ ଯାଇଥିଲେ। ଯେଉଁଠାରେ ... Read More
ବି ଟାଉନର ଚର୍ଚ୍ଚିତ ଯୋଡି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଖୁବଶୀଘ୍ର ବିବାହ କରିବେ। ସିଦ୍ଧାର୍ଥ ଏବଂ କିଆରା
ମୁମ୍ବାଇ:(ବ୍ୟୁରୋ ରିପୋର୍ଟ୍)ବଲିଉଡରେ ଏବେ ଚାଲିଛି ବିବାହ ଋତୁ । ଗତବର୍ଷ ଏବଂ ଚଳିବର୍ଷ ଅନେକ ବଲିଉଡ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏମିତିରେ ଏବେ ପୁଣିଥରେ ବି ଟାଉନର ଚର୍ଚ୍ଚିତ ଯୋଡି ବାହାହେବାକୁ ... Read More
ନୂଆ ନମ୍ବର୍ ପ୍ଲେଟ୍ ନେଇ ପରିବହନ ଆୟୋଗଙ୍କୁ ରାଜ୍ୟ ସରକାରଙ୍କ ଚିଠି
ଭୁବେନେଶ୍ବର:(କାଞ୍ଚନଟିଭି)ପୁରୁଣା ଯାନରେ ହାଇ ସିକୁ୍ୟରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ ନେଇ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ପରିବହନ କମିଶନରଙ୍କୁ ଚିଠି ଲେଖିଛନ୍ତି ... Read More
ରାଜ୍ୟର ବିଭିନ୍ନ ମାମଲାର ଅନ୍ଲାଇନରେ ଅପଲୋଡ଼ ବ୍ୟବସ୍ଥା ଆରମ୍ଭ କରାଯାଉଛି
କଟକ:(ବ୍ୟୁରୋ ରିପୋର୍ଟ୍) ଓଡ଼ିଶା ହାଇକୋର୍ଟ ଓ ଜିଲ୍ଲାର ତଳ କୋର୍ଟ ଗୁଡ଼ିକରେ ବିଚାରଧୀନ ମାମଲା ସଂଖ୍ୟା ବୃଦ୍ଧି ପାଉଛି । ଏହା ସତ୍ତ୍ୱେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ରାଜ୍ୟରେ ବେଶ୍ ତ୍ୱରାନ୍ୱିତ ହୋଇପାରିଛି । ... Read More
ଲୁଚା ଛପାରେ ଚାଲିଥିଲା ବନ୍ଧୁକ କାରଖାନା
ବୌଦ୍ଧ(ବ୍ୟୁରୋ ରିପୋର୍ଟ୍): ସ୍ଥାନୀୟ କଣ୍ଟାମାଳ ବ୍ଲକ୍ ଶଗଡା ଅନ୍ତର୍ଗତ ସିଲାଇପଡ଼ାରେ ଘରେ ଚାଲିଥିଲା ବନ୍ଧୁକ କାରଖାନା । ପ୍ରସ୍ତୁତ ହେଉଥିଲା ଛୋଟବଡ଼ ବିଭିନ୍ନ ସାଇଜ୍ର ବନ୍ଧୁକ । ଏ ସବୁ ବିଭିନ୍ନ ଅଞ୍ଚଳକୁ ଚାଲାଣ ... Read More

