Category: ଅପରାଧ

କଟକରେ ୨ କଲେଜ ଛାତ୍ରଙ୍କୁ ଏସିଡ୍ ମାଡ଼

kanchanadmin- October 9, 2022

କଟକ(ବ୍ୟୁରୋରିପୋର୍ଟ୍): କଟକ ଚାନ୍ଦିନୀଚୌକ ଅଞ୍ଚଳରେ ଦୁଇ ଜଣ କଲେଜ ଛାତ୍ରଙ୍କୁ ଜଣେ ବ୍ୟକ୍ତି ଏସିଡ୍ ମାଡ଼ କରିଛି। ଏସିଡ୍ ମାଡ଼ରେ ସିଟି କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ସତ୍ୟବାନ ସାହୁ ଓ ... Read More

ଇନ୍ସୁରାନ୍ସ ଟଙ୍କା ଲୋଭରେ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

kanchanadmin- October 7, 2022

ଜୟପୁର:(କାଞ୍ଚନଟିଭି ବ୍ୟୁରୋରିପୋର୍ଟ୍) ଆଜିର ଦୁନିଆରେ ଟଙ୍କା ଓ ଶାରିରୀକ ଆବଶ୍ୟକତା ପାଖରେ ସମ୍ପର୍କ ଯେମିତି ତୁଚ୍ଛ ହୋଇଗଲାଣି। ସ୍ୱାମୀ-ସ୍ତ୍ରୀ, ମଆ-ପୁଅ ଆଦି ଏସବୁ ସମ୍ପର୍କର ଯେମିତି ଆଉ କିଛି ମୂଲ୍ୟ ନାହିଁ। କାରଣ ଆମ ... Read More

ଠକିନେଲେ ୪୮ ହଜାର ଟଙ୍କା, ସାଇବର୍‌ ଥାନାରେ ଅଭିଯୋଗ

kanchanadmin- October 6, 2022

ଭୁବନେଶ୍ବର:(କାଞ୍ଚନଟିଭି) ସ୍କୁଟି ଦେବା ନାଁରେ ଠକେଇ । ଓଲା କମ୍ପାନୀ ସ୍କୁଟି ଦେବା ନାଁରେ ୪୮ ହଜାର ୫୦୦ ଟଙ୍କା ଠକିନେଲେ ସାଇବର୍‌ ଠକ। ଖୋର୍ଦ୍ଧା ଜିଲ୍ଲାର ଆଲୋକ ମଲ୍ଲ ଠକେଇର ଶିକାର ହୋଇଛନ୍ତି ... Read More

IIC ନିଜ ନାଁରେ ଦୁର୍ବ୍ୟବହାର ମାମଲା ରୁଜୁ କଲେ

kanchanadmin- October 5, 2022

ଯାଜପୁର ରୋଡ଼:(କାଞ୍ଚନଟିଭି ବ୍ୟୁରୋରିପୋର୍ଟ୍): ପୋଲିସ ନାମରେ ଅଭିଯୋଗ । ନିଜ ନାମରେ ନିଜେ ମାମଲା ରୁଜୁ କଲେ କରୋଇ ଆଇଆଇସି ।ଏକ ଟ୍ରାକଟର ଗାଡି ଚୋରି ଘଟଣାର ତଦନ୍ତ ସମୟରେ ଦଳିତ ଦମ୍ପତିଙ୍କୁ ଦୁର୍ବ୍ୟବହାର ... Read More

ବିଦା ହେଲେ ୪ ତଳିଆ କର୍ମଚାରୀ

kanchanadmin- September 30, 2022

ବ୍ରହ୍ମପୁର(କାଞ୍ଚନଟିଭି): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅମାନବୀୟ ଭାବେ କୁକୁରଙ୍କ ଗୋଡ଼ ଓ ପାଟି ବାନ୍ଧିବା ଘଟଣାରେ ନିଆଯାଇଛି ଦୃଢ କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ଜଣେ ପିଅନ ଓ ୩ ମହିଳା ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ... Read More

IDCO ସହକାରୀ ନିର୍ଦ୍ଦେଶକଙ୍କ ଘରେ ଚଢାଉ

kanchanadmin- September 30, 2022

ଭୁବନେଶ୍ୱର:(କାଞ୍ଚନଟିଭି) ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ । IDCO ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ଲେଙ୍କାଙ୍କ ଭୁବନେଶ୍ବର ସମେତ ଖୋର୍ଦ୍ଧା, ପୁରୀ ଏବଂ କେନ୍ଦ୍ରାପଡାରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି । ... Read More

ବ୍ରାଉନ୍‌ସୁଗାର ଜବତ

kanchanadmin- September 29, 2022

ଭୁବନେଶ୍ବର:(କାଞ୍ଚନଟିଭି) ଗତକାଲି ରାତିରେ ରାଜଧାନୀରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଜବତ କରିଛି କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର। ସୁନ୍ଦରପଦା ଅଞ୍ଚଳରେ ଚଢ଼ଉ କରି ପୁଲିସ ଟିମ୍‌ ଏକ ହୋଣ୍ଡା ଆମେଜ୍‌ କାର୍‌ରୁ ଏକ କେଜିରୁ ଅଧିକ ଧଳାଜହର ... Read More

error: Content is protected !!