Category: ଜିଲ୍ଲା
ଓଡ଼ିଶା ଠିକା ମଜଦୂର ମହାସଂଘର ୫ଦଫା ଦାବିପତ୍ର ପ୍ରଦାନ
ଖୋର୍ଦ୍ଧା:(କାଞ୍ଚନ ଟିଭି/ନିମାଇଁ ମହାରଣା) ଖୋର୍ଦ୍ଧା ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ତରଫରୁ ଠିକା ଶ୍ରମିକ ମାନଙ୍କ ର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୫ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଦାବି ... Read More
ମାଲକାନଗିରି ଜିଲ୍ଲାରେ ଡେଙ୍ଗୁରେ ୯ ଆକ୍ରାନ୍ତ ।
ମାଲକାନଗିରି:(କାଞ୍ଚନ ଟିଭି) ମାଲକାନଗିରି ଜିଲ୍ଲାରେ କ୍ରମାଗତ ଭାବେ ବର୍ଷା ଯୋଗୁଁ ମଶା ବଂଶ ଦ୍ରୁତ ଗତି ରେ ବୃଦ୍ଧି ପାଇଛି। ବିଭିନ୍ନ ନାଳ ନର୍ଦ୍ଦମା ସ୍ଥାନରେ ପାଣି ଜମି ରହିଥିବା ଫଳରେ ମଶା ଅଣ୍ଡା ... Read More
ଗୋରୁ ମକା ଚାଷ ଖାଇ ଦେବାରୁ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା : ଜଙ୍ଗଲରୁ ମୃତ ଦେହ ଉଦ୍ଧାର
ବାଲିଗୁଡା:(କାଞ୍ଚନ ଟିଭି) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ାରେ ଜଣେ ଗାଈ ଚରାଳିଙ୍କୁ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ... Read More
ସୁଧୀର , ଜଗନ୍ନାଥ, ଭାସ୍କରଙ୍କୁ ଲାଲ୍ ବହିନୀଙ୍କ ତାଗିଦ୍
ମୁନିଗୁଡ଼ା :(କାଞ୍ଚନ ଟିଭି) ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଗଜାକୁପୁଲି ଛକ ନିକଟରେ ଆଜି ପୁଣି ଲାଲ୍ ବାହିନୀ ବେନର ମାରିଛନ୍ତି। ବେନରରେ ଉଲ୍ଲେଖ ଅଛି କି ନିରିହ ଲୋକଙ୍କୁ ମିଥ୍ୟା ମାଓବାଦୀ ... Read More
ଖୋର୍ଦ୍ଧାରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା
ଖୋର୍ଦ୍ଧା:(କାଞ୍ଚନ ଟିଭି/ନିମାଇଁ ମହାରଣା) କୁକୁର ମୁହଁରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା। ପାରା ଟିକୁ କୁକୁର ଗୋଡେଇ କାମୁଡୁଥିବା ବେଳେ, ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ... Read More
ପଶ୍ଚିବଙ୍ଗର ନିଶା ମାଫିଆ, ଖୋର୍ଦ୍ଧା ପୋଲିସ କବଜାରେ
ଖୋର୍ଦ୍ଧା:(କାଞ୍ଚନ ଟିଭି/ନିମାଇଁ ମହାରଣା) ଖୋର୍ଦ୍ଧା ପୋଲିସକୁ ମିଳିଲା ଆଉ ଏକ ବଡ଼ ସଫଳତା। ପଶ୍ଚିମବଙ୍ଗର ନିଶା ମାଫିଆକୁ ଖୋର୍ଦ୍ଧା ପୋଲିସ କଲା କବଜା। ସୂଚନା ଅନୁସାରେ ଖୋର୍ଦ୍ଧା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ... Read More
ବଙ୍ଗିଦା ସଡ଼କ ପାଲଟିଛି ମରଣଯନ୍ତା , ପ୍ରତିକାର ବ୍ୟବସ୍ଥା ଦାବି
ଖୋର୍ଦ୍ଧା:(କାଞ୍ଚନ ଟିଭି\ନିମାଇଁ ମହାରଣା) ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ପଞ୍ଚାୟତ ବଙ୍ଗିଦା ଗ୍ରାମର ଏହି ଦୃଶ୍ୟ, ଦୀର୍ଘ ଦିନ ଧରି ବଙ୍ଗିଦା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବଙ୍ଗିଦା ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ମରଣ ଜନ୍ତା ... Read More