Category: ଜିଲ୍ଲା

ଜଟଣୀ ଲୟର୍ଷ ଆସୋସିଏସନ୍ ପକ୍ଷରୁ ବୃକ୍ଷ ରୋପଣ

kanchanadmin- August 12, 2023

ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀ ଲୟର୍ସ୍ ଆସୋସିଏସନ୍ ପକ୍ଷରୁ ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଷଣ୍ଢପୁରର ଅଧ୍ୟକ୍ଷ, ସମସ୍ତ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟର ଛାତ୍ର,ଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ସହିତ ... Read More

ସମାଜବାଦୀ ନେତା ସୁଶାନ୍ତ ମହାନ୍ତିଙ୍କ ୨୨ ତମ ଶ୍ରାଦ୍ଧ ଦିବସ ପାଳିତ

kanchanadmin- August 9, 2023

ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ସମାଜବାଦୀ ନେତା ତଥା ଜଟଣୀର ଲଢ଼ୁଆ ସଂଗ୍ରାମୀ ସାଥୀ ସ୍ବର୍ଗତ ସୁଶାନ୍ତ ମହାନ୍ତି (ବୁଲୁ) ଙ୍କ ୨୨ ତମ ଶ୍ରାଦ୍ଧ ଦିବସ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଓ ... Read More

ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା ; ଜିଲ୍ଲା ମୂଖ୍ୟ ଚିକିତ୍ସାଳରେ ଟର୍ଚ୍ଚ ଲାଇଟ୍ ସାହା ଭରଷା

kanchanadmin- August 7, 2023

କଳାହାଣ୍ଡି:(କାଞ୍ଚନ ଟିଭି) ସ୍ବାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସବୁ ଡାକ୍ତର ଖାନାକୁ ବିଶ୍ଵ ସ୍ତରୀୟ କରାଯିବାର ଘୋଷଣା କରିଛନ୍ତି। ଆଉ ... Read More

ଜରିପାଲ ତଳେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ ; ସରକାରୀ ଯୋଜନା ସାତ ସପନ

kanchanadmin- August 7, 2023

ଖୋର୍ଦ୍ଧା:(କାଞ୍ଚନ ଟିଭି) ଅସହାୟ ନିରାଶ୍ରୟ ଲୋକଙ୍କ ସହାୟତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ତୃଣମୂଳ ସ୍ତରରେ ତାହା ପହଞ୍ଚି ପାରୁନି। ଏଭଳି ଚିତ୍ର ଖୋର୍ଦ୍ଧା ଜିଲ୍ଲା ରାଧାକାନ୍ତପୁର ଅଞ୍ଚଳରୁ ସାମ୍ନାକୁ ... Read More

ଆଜି ‘ସମ୍ବଲପୁରୀ ଦିନ୍’ ଉତ୍ସବମୁଖର ପଶ୍ଚିମ ଓଡିଶା

kanchanadmin- August 1, 2023

ସମ୍ବଲପୁର:(କାଞ୍ଚନ ଟିଭି) ପଶ୍ଚିମ ଓଡିଶାରେ ପାଳିତ ହେଉଛି ସମ୍ବଲପୁରୀ ଦିନ୍ । ଅଗଷ୍ଟ ୧ ତାରିଖରେ ପଳିତ ହୁଏ ଏହି ଦିନ । ସେଥି ପାଇଁ ଉତ୍ସବମୁଖର ସାରା ସହର । ଅଗଷ୍ଟ ୧ତାରିଖରେ ... Read More

ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍

kanchanadmin- August 1, 2023

ବ୍ରହ୍ମପୁର:(କାଞ୍ଚନ ଟିଭି) ପୂର୍ବତନ ବିଧାୟକ ତଥା ସିପିଆଇ ନେତା ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ। ଏହି ଆଦେଶ ... Read More

ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତକନିକା ଜାତୀୟ ଉଦ୍ୟାନ

kanchanadmin- August 1, 2023

କେନ୍ଦ୍ରାପଡ଼ା:(କାଞ୍ଚନ ଟିଭି) ଦୀର୍ଘ ୩ ମାସ ବନ୍ଦ ରହିବା ପରେ ଆଜିଠାରୁ ଖୋଲିଛି ଭିତର କନିକା ଜାତୀୟ ଉଦ୍ୟାନ। କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିବା ପରେ ଆଜିଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ... Read More

error: Content is protected !!