Category: ଜିଲ୍ଲା
ସାମାନ୍ୟ ଯୁକ୍ତିତର୍କକୁ ନେଇ ନିଜ ସ୍ତ୍ରୀକୁ କୋଦାଳରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ।
ବୌଦ୍ଧ:(କାଞ୍ଚନଟିଭି) ପାରିବାରିକ କଳହର କରୁଣ ପରିଣତି ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଜହ୍ନାପଙ୍କ ଫାଣ୍ଡି ଚନ୍ଦ୍ରପୁର ଗାଁରେ ... Read More
ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲର ଭର୍ଚୁଆଲରେ ଉଦଘାଟନ କରିଛନ୍ତି।
ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ)ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଦେଇଛନ୍ତି । ସ୍ୱାସ୍ଥ୍ୟବୀମା ପୋର୍ଟାଲ ଉନ୍ମୋଚନ କରି ମୁଁ ବହୁତ ଖୁସି ବୋଲି ... Read More
କିରାଣିଙ୍କୁ ମାଡ଼ମାରି ଚେୟାରରୁ ଠେଲି ଦେଲେ ସିଡିପିଓ
ନବରଙ୍ଗପୁର:(କାଞ୍ଚନଟିଭି) ଡାବୁଗାଁ ନିଜ ଅଧୀନରେ କାମ କରୁଥିବା ଜଣେ ବରିଷ୍ଠ ମହିଳା କିରାଣି ସନ୍ତୋଷୀ କୁମାରୀ ମିଶ୍ରଙ୍କୁ ମାଡ଼ ମାରିବା ସହ ବସିଥିବା ଚୌକିରୁ ଠେଲିଦେଲେ ସିଡିପିଓ ଗୀତାଞ୍ଜଳି ମହାରଣା। ମହିଳା କିରାଣିଙ୍କ ମୁଣ୍ଡ ... Read More
ବିବାଦରେ ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’: ସିନେମାରେ ଜାତିଗତ ଆକ୍ଷେପ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଏତଲା
ଭୁବନେଶ୍ୱର(କାଞ୍ଚନ ଟିଭି): ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’କୁ ନେଇ ବିବାଦ ସୃଷ୍ଟି ହୋଇଛି । ଦୁଇ ଦିନ ତଳେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ ରେ ... Read More
ଛୋଟ ପ୍ରାୟାସ ପରିବାର ତରଫରୁ ବ୍ୟାପକ ବୃକ୍ଷରୋପଣ
ହିନ୍ଦୋଳ:(କାଞ୍ଚନ ଟିଭି) ଛୋଟ ପ୍ରାୟାସ ପରିବାର ଦ୍ୱାରା ବନ ମହୋତ୍ସବ ପାଳନ। ବନ ମହୋତ୍ସବ ସପ୍ତାହ ଚାଲିଥିବା ବେଳେ ଛୋଟ ପ୍ରୟାସ ପରିବାର ତରଫରୁ ଆଜି ୨୦୦ ରୁ ଉର୍ଦ୍ଧ ବୃକ୍ଷରୋପଣ କରାଯାଇଛି। ହିନ୍ଦୋଳ ... Read More
ମ୍ୟାଲେରିଆ ରୋକିବ ମାଛ । ମଶା ବଂଶକୁ ନିପାତ କରିବ ଗମ୍ବୁସିଆ
ରାୟଗଡ଼ା:(କାଞ୍ଚନଟିଭି) ମ୍ୟାଲେରିଆ ଏଭଳୀ ଏକ ରୋଗ ଯାହାଦ୍ଵାରା ଏବେ ମଧ୍ୟ ପ୍ରତି ବର୍ଷ ଅନେକ ଲୋକ ପ୍ରାଣ ହରାଇଥାଆନ୍ତି। ବର୍ଷା ଆରମ୍ଭ ହେବା ସହିତ ମ୍ୟାଲେରିଆ ଏବଂ ମଶା ଦ୍ଵାରା ହେଉଥିବା ଅନ୍ୟାନ୍ୟ ରୋଗ ... Read More
ରାସ୍ତା ନିର୍ମାଣ ପାଇଁ ଭିତି ପ୍ରସ୍ତର ସ୍ଥାପନ କଲେ ଜଟଣୀ ବିଧାୟକ
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ବହୁ ପ୍ରତିକ୍ଷିତ ବେଣାପଞ୍ଜରି ଅଁଳାଯୋଡ଼ି- ଛତିପୁର ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଜଟଣୀର ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି। ଦିନ ୧୧ଟା ସମୟରେ ବିଧାୟକ ସୁରେଶ ... Read More