Category: ଜିଲ୍ଲା
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି
ପୁରୀ:(ବ୍ୟୁରୋ ରିପୋର୍ଟ୍) ଶ୍ରୀମନ୍ଦିର ସେବାୟତ ପରିବାର ପିଲାମାନଙ୍କ ଲାଗି ନିର୍ମାଣ ହେବ ଆଦର୍ଶ ଗୁରୁକୁଳ । ଏନେଇ ବୁଧବାର ସ୍ଥାନୀୟ ନୀଳାଦ୍ରି ଭକ୍ତନିବାସଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ... Read More
ଜଟଣୀରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୫୭ତମ ଜୟନ୍ତୀ ପାଳିତ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ମହାନ୍ ସ୍ଵାଧୀନତା ସଂଗ୍ରାମୀ ଓଡ଼ିଶାରେ କୃଷକ ଓ ସାମ୍ୟବାଦୀ ଆନ୍ଦୋଳନର ପୁରୋଧା ଶିକ୍ଷା ଆନ୍ଦୋଳନର ଅଗ୍ରଦୂତ ତଥା ଆଜୀବନ ବିପ୍ଲବୀ ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ୧୫୭ ତମ ଜୟନ୍ତୀ ହୋଇଯାଇଛି ... Read More
ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା ଶିବିର
ଜଟଣୀ:(କାଞ୍ଚନଟିଭି / ଆଶୁତୋଷ ରାୟ) ବେଷ୍ଟୋ କାର୍ଯ୍ୟାଳୟରେ ଜଟଣୀ ବ୍ଲକରେ ଅଣୁ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦୋଗ ପ୍ରତିଷ୍ଠା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ଗଗନ ... Read More
ବରିଷ୍ଠ ଆଇନଜିବୀ ଓଡ଼ିଶାର ନେଲସଲ୍ ମଣ୍ଡେଲାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଜଟଣୀ:(କାଞ୍ଚନଟିଭି/ଆଶୁତୋଷ ରାୟ) ଜଟଣୀ ଓକିଲ ସଂଘ ତରଫରୁ ଗୁରୁବାର ସନ୍ଧ୍ୟା ସମୟରେ ବରିଷ୍ଠ ଆଇନଜିବୀ ସ୍ବର୍ଗତ ସୁରେନ୍ଦ୍ର ନାୟକଙ୍କ ଅକାଳ ବିୟୋଗରେ ଜଟଣୀ ଓକିଲ ସଂଘ ହଲ୍ ପରିସରରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ପ୍ରଥମେ ... Read More
ଇସ୍ପାତ ସହରରେ ଚୋରଙ୍କ ତାଣ୍ଡବ କ୍ରମଶଃ ବଢ଼ିବାରେ ଲାଗିଛି
ରାଉରକେଲା:(ବ୍ୟୁରୋ ରିପୋର୍ଟ୍) ଦିନ ଦ୍ବିପ୍ରହରରେ ଚୋରି, ଛିନ୍ତାଇ ସହ ସନ୍ଧ୍ୟା ହେବାମାତ୍ରେ ତାଲା ଭାଙ୍ଗି ଚୋରି କରିବା ନିତିଦିନିଆ ହେଲାଣି। ଏବେ ଦୁର୍ବୃତ୍ତ ସରକାରୀ କାର୍ଯ୍ୟାଳୟରୁ ଚୋରି ଉଦ୍ୟମ ଆରମ୍ଭ କଲେଣି। ଗତକାଲି ରାତିରେ ... Read More
ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପୁରୀ/ଭୁବନେଶ୍ବର:(ବ୍ୟୁରୋ ରିପୋର୍ଟ୍) ରାଇରଙ୍ଗପୁରରୁ ରାଇସିନା ହିଲ୍ରେ ପହଞ୍ଚିବା ପରେ ଆଜି ପ୍ରଥମ ଥର ଓଡ଼ିଶା ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାଉନସିଲର, ବିଧାୟକ, ମନ୍ତ୍ରୀ ତଥା ଝାଡ଼ଖଣ୍ଡ ... Read More

