Category: ରାଜ୍ୟ
ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲର ଭର୍ଚୁଆଲରେ ଉଦଘାଟନ କରିଛନ୍ତି।
ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ)ସାମ୍ବାଦିକ କଲ୍ୟାଣ ଯୋଜନା ୱେବ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ଦେଇଛନ୍ତି । ସ୍ୱାସ୍ଥ୍ୟବୀମା ପୋର୍ଟାଲ ଉନ୍ମୋଚନ କରି ମୁଁ ବହୁତ ଖୁସି ବୋଲି ... Read More
ମ୍ୟାଲେରିଆ ରୋକିବ ମାଛ । ମଶା ବଂଶକୁ ନିପାତ କରିବ ଗମ୍ବୁସିଆ
ରାୟଗଡ଼ା:(କାଞ୍ଚନଟିଭି) ମ୍ୟାଲେରିଆ ଏଭଳୀ ଏକ ରୋଗ ଯାହାଦ୍ଵାରା ଏବେ ମଧ୍ୟ ପ୍ରତି ବର୍ଷ ଅନେକ ଲୋକ ପ୍ରାଣ ହରାଇଥାଆନ୍ତି। ବର୍ଷା ଆରମ୍ଭ ହେବା ସହିତ ମ୍ୟାଲେରିଆ ଏବଂ ମଶା ଦ୍ଵାରା ହେଉଥିବା ଅନ୍ୟାନ୍ୟ ରୋଗ ... Read More
ସେଞ୍ଚୁରୀ ପାର୍ କଲାଣି ଟମାଟୋ ଦର ।ଟଙ୍କା ସରୁଛି ସତ ହେଲେ ପୁରୁନି ବ୍ୟାଗ୍
ଭୁବନେଶ୍ୱର:(କାଞ୍ଚନଟିଭି)ବଜାରରେ ପରିବା ଦର ଆକାଶ ଛୁଆଁ । ବେପାରୀ ମାଲାମାଲ, ଚାଷୀ ହତାଶ। ୮୦ ଟଙ୍କା ତଳକୁ ନାହିଁ କୌଣସି ପରିବା ଦାମ୍ । କିନ୍ତୁ ଦରଦାମ ବୃଦ୍ଧିର ପ୍ରକୃତ ଲାଭ ପାଉନି ଚାଷୀ ... Read More
ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ ମହାପ୍ରଭୁ
ଭୁବନେଶ୍ୱର:(କାଞ୍ଚନଟିଭି) ଓଡିଶାର ମିଷ୍ଟାନ୍ନଗୁଡିକ ଭିତରେ ରସଗୋଲା ଯେ କେତେ ଗୁରୁତ୍ୱ ବହନ କରେ ଏକଥା କୌଣସି ଓଡିଆକୁ ବୁଝାଇବା ଆବଶ୍ୟକ ନାହିଁ । ଶ୍ରୀଜଗନ୍ନାଥ ସଂସ୍କୃତିରେ ରସଗୋଲର ବେଶ୍ ଗୁରୁତ୍ୱ ରହିଛି । ଆଜି ରସଗୋଲା ଦିବସ । ... Read More
କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା
ଭୁବନେଶ୍ୱର:(କାଞ୍ଚନଟିଭି ବ୍ୟୁରୋ) ରାଜ୍ୟରେ ପୁଷ୍ଟିଗତ ସ୍ଥିତିର ଉନ୍ନତି ପାଇଁ ଏକ ରୂପାନ୍ତରିତ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଯାହା ୨୦୨୩-୨୪ ଆର୍ଥିକ ... Read More
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର:(କାଞ୍ଚନଟିଭି/ବ୍ୟୁରୋ) ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ... Read More
ଡ୍ରାଇଭରଙ୍କ ଲାଗି ବଡ ନିଷ୍ପତି
ଭୁବନେଶ୍ୱର:(କାଞ୍ଚନଟିଭି/ବ୍ୟୁରୋ) ଏଣିକି କୌଣସି ଡ୍ରାଇଭର,ମୋଟର ଯାନ କର୍ମଚାରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲେ ତାଙ୍କ ଦ୍ଵାରା ମନୋନୀତ ବ୍ୟକ୍ତିଙ୍କୁ ୪ଲକ୍ଷ୍ୟ ଟଙ୍କା ଅନୁକମ୍ପା ରାଶି ମିଳିବ। ଅତି ଗଭୀର ଆଘାତ କ୍ଷେତ୍ରରେ ୮୦ ହଜାର ଟଙ୍କାର ... Read More