Category: ରାଜ୍ୟ
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି
ଭୁବନେଶ୍ଵର:(କାଞ୍ଚନ ଟିଭି/ସ୍ଵାତୀ ପ୍ରିୟା ଦାସ) ଭୁବନେଶ୍ଵର କଳାମଣ୍ଡଳ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି । ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ... Read More
ରାଜ୍ୟ ଆଇନଜୀଵୀ ପରିଷଦର ନବ ନିର୍ବାଚନ
କଟକ:(ସ୍ଵାତୀ ପ୍ରିୟା ଦାସ) ରାଜ୍ୟ ଆଇନଜୀବୀ ପରିଷଦର କାର୍ଯ୍ୟନିର୍ବାହୀକମିଟି ସଦସ୍ୟ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି | କମିଟିର ମୋଟ ୫ଟି ସଦସ୍ୟ ପଦ ପାଇଁ ୬ଜଣ ନାମ ନାମାଙ୍କନପତ୍ର ଦାଖଲ କରିଥିଲେ । ... Read More
ଭୁବନେଶ୍ୱର ସିନିଅର୍ ଡ଼ିଭିଜନ ସିଭିଲ ଜଜ୍ କୋର୍ଟରେ ମାନହାନି ମକଦ୍ଦମା
ଭୁବନେଶ୍ୱର: ୧୯୯୯ରେ ହୋଇଥିବା ଗଣଦୁଷ୍କର୍ମ ଘଟଣାର ପୀଡ଼ିତା ଅଞ୍ଜନା ମିଶ୍ର ଭୁବନେଶ୍ବରର ଏକ ଅଦାଲତର ଦ୍ବାରସ୍ଥ ହୋଇ ମାନହାନି ମାମଲା ଦାୟର କରିଛନ୍ତି। ଅଞ୍ଜନା ଓଡ଼ିଆ ୱେବ୍ ସିରିଜ୍ ‘ବାରଙ୍ଗ ୧୯୯୯' ପାଇଁ ଓଟିଟି ... Read More
ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା
ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଓଡ଼ିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ବାତ୍ୟା ... Read More
ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ
ବ୍ୟୁରୋ:ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ବୁଧବାର ଦିନ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ବୈଠକ ପରେ ବସ୍ ଧର୍ମଘଟ ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ଏ ନେଇ ... Read More
ଚିରାଫଟା ନୋଟ୍ ବଦଳି କାର୍ଯ୍ୟକ୍ରମ
ବ୍ୟୁରୋ:ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ କଏନ ଓ ଚିରାଫଟା ନୋଟ୍ ବଦଳି କାର୍ଯ୍ୟକ୍ରମ। ବିଭିନ୍ନ ବ୍ୟାଙ୍କ ଜରିଆରେ ରାଜ୍ୟର ୩୧୪ଟି ବ୍ଲକରେ ଏହି ବଦଳି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏ ନେଇ ... Read More
ସରିଲା କାର୍ତ୍ତିକ ମାସ, ଆଜି ଛାଡ଼ଖାଇ
ସରିଛି କାର୍ତ୍ତିକ ମାସ। ଆଜି ହେଉଛି ଛାଡ଼ଖାଇ। ଯେଉଁମାନେ କାର୍ତ୍ତିକ ମାସକ ଯାକ ଆମିଷ ନ ଖାଇ ରହିଥିଲେ, ସେମାନେ ଆଜି ମାଛ, ମାଂସ ଦୋକାନ ମୁହାଁ ହୋଇଛନ୍ତି। ସମସ୍ତେ ନିଜ ମନ ମୁତାବକ ... Read More

