Category: ଜିଲ୍ଲା
ଏବେ ବି ଅଧିକାଂଶ ବସ୍ତିରେ ଶୌଚାଳୟ ନାହିଁ
ରାଉରକେଲା :(ବ୍ୟୁରୋ ରିପୋର୍ଟ୍) ସ୍ବଚ୍ଛ ଭାରତ ମିସନରେ ରାଉରକେଲା ମହାନଗର ନିଗମ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟସିଟିକୁ ଖୋଲା ଶୌଚମୁକ୍ତ ସହର ଘୋଷଣା କରୁଛି। ସହରବାସୀଙ୍କୁ ଆର୍ଏମ୍ସି ସମସ୍ତ ପ୍ରକାର ସୁଯୋଗ ... Read More
ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ
ନୟାଗଡ଼:(ବ୍ୟୁରୋରିପୋର୍ଟ୍) ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ନୟାଗଡ଼ ପୋକ୍ସକୋର୍ଟ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଦଣ୍ଡିତ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ହେଉଛି ଖଣ୍ଡପଡ଼ା ଥାନା ବଡ଼ବାଣପୁର ଅଂଚଳର ... Read More
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ନୂଆ ପିଢିର ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି :
ବାଲେଶ୍ୱର:(ବ୍ୟୁରୋରିପୋର୍ଟ୍) ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ନୂଆ ପିଢିର ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ୍’ ବା ଅଗ୍ନି-ପି’ର ଶୁକ୍ରବାର ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆର୍ଡିଓ)ସୂତ୍ର ... Read More
ପଶ୍ଚିମ ଓଡିଶାରେ ୫୦ କୋଟିର ୯ ପ୍ରକଳ୍ପ ଲୋକାର୍ପିତ
ଭୁବନେଶ୍ୱର:(କାଞ୍ଚନଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶା ପାଇଁ ୯ ପ୍ରକଳ୍ପ ଲୋକାର୍ପିତ କରିଥିବାବେଳେ ଆଉ ୯ ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଛନ୍ତି । ଲୋକାର୍ପିତ ୯ ପ୍ରକଳ୍ପ ... Read More
କନ୍ଧମାଳ ଜିଲ୍ଲାକୁ ପହିଲି ଶୀତ ଛୁଇଁଛି
କନ୍ଧମାଳ:(ବ୍ୟୁରୋ ରିପୋର୍ଟ୍) କନ୍ଧମାଳରେ ପହିଲି ଶୀତ। କନ୍ଧମାଳ ଜିଲ୍ଲାକୁ ପହିଲି ଶୀତ ଛୁଇଁଛି। ଜିଲ୍ଲାରେ ଯୁଆଡ଼େ ଚାହିଁଲେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ତେବେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଦାରିଙ୍ଗବାଡ଼ି, ରାଇକିଆ, ... Read More
ନିର୍ଦ୍ଧୁମ ଛେଚା ଖାଇଲେ
ନୀଳଗିରି :(ବ୍ୟୁରୋ ରିପୋର୍ଟ୍) ଗୁରୁବାର ଛେଳି ଓ ମୋବାଇଲ ଚୋରି କରିବାକୁ ଆସି ଧରାପଡି ଛେଚା ଖାଇଲେ ଦୁଇ ଯୁବକ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି । ... Read More
ସତ୍ୟପାଠ ଦାଖଲ ପାଇଁ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ନିଦେ୍ର୍ଦଶ
କଟକ:(ବ୍ୟୁରୋ ରିପୋର୍ଟ୍) ରାଜ୍ୟରେ ହାତୀଙ୍କ ଶିକାର ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ହାଇକୋର୍ଟ । ହାତୀ ସୁରକ୍ଷାକୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସତ୍ତ୍ୱେ ହାତୀଙ୍କ ମୃତୁ୍ୟ ସଂଖ୍ୟା ହ୍ରାସ ପାଇନାହିଁ । ... Read More

