Category: ପାଣିପାଗ
ଓଡ଼ିଶା ଭୂସ୍ଖଳନ ପରେ ଗଜପତିରେ ପୁନରୁଦ୍ଧାର କାମ ଆରମ୍ଭ, ସ୍ଥାନୀୟ ପ୍ରଶାସନ, ଓଡ୍ରାଫ ଓ ଅଗ୍ନିଶମବାହିନୀ ନିୟୋଜିତ
ଗଜପତି: ଲଘୁଚାପ ଜନିତ ବର୍ଷାରେ ଭୟଙ୍କର ଭୂସ୍ଖଳନ ପରେ ଗଜପତି ତିରେ ଜୋରଦାର ଚାଲିଛି ପୁନରୁଦ୍ଧାର କାମ । ରାୟଗଡ଼ ଡ଼ ବ୍ଲକର ପେକଟ, ମୋହନା, ଗୁମ୍ମା ও ନୂଆଗଡ଼ ଗଡ଼ ବ୍ଲକରେ କରେ ... Read More
ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ଶକ୍ତି’, ଘଣ୍ଟା ପ୍ରତି ୬୫ କିମି ବେଗରେ ବହୁଛି ପବନ
ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା 'ଶକ୍ତି'। ଆରବ ସାଗରରେ ବଳ ଗୋଟାଉଛି ବା ବାତ୍ୟା 'ଶକ୍ତି' । ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ରୂ ନେବାର ସମ୍ଭାବନା ରହିଛି । ଏହା ନାଲିୟାଠା ... Read More
ଆସନ୍ତା ୯ ରେ ଆଉ ଏକ ଲଘୁଚାପ ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
ଭୁବନେଶ୍ବର: ପଛକୁ ପଛ ଲଘୁଚାପ । ଗୋଟିଏ ด ଯାଉଣୁ ଆଉ ଗୋଟିଏ । ଅକ୍ଟୋବର ବର ୯ରେ ଆଉ ଏକ ତାରିଖ ବେଳକୁ ଲଘୁଚାପ ସମ୍ଭାବନା । ଆସନ୍ତା ଉତ୍ତର ବଙ୍ଗୋପସାଗରରେ ଆଉ ... Read More
ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ବର୍ଷା ଜାରି, ୩୧ରୁ ଆହୁରି ଛେଚିବ
ଭୁବନେଶ୍ୱର: କ୍ରମାଗତ ଲଘୁଚାପ ସୃଷ୍ଟି ଯୋଗୁଁ ମୌସୁମୀ ସକ୍ରିୟ ରହିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି। ୩୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ। ଆଗକୁ ଏହା ଲଘୁଚାପର ରୂପ ... Read More
ରାଜ୍ୟରେ ମୌସୁମି ସକ୍ରିୟ; ୪ଦିନ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବ। ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ମୋଟ ୪ ଦିନ ରାଜ୍ୟର ବିଭିନ୍ନ ... Read More
ଦୁର୍ବଳ ହେଉଛି ମିଗଜୋମ : ପ୍ରଭାବରେ ଓଡିଶାରେ ଲାଗି ରହିଛି ବର୍ଷା
ଦୁର୍ବଳ ହେଉଛି ମିଗଜୋମ । ବାତ୍ୟାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିଛି ।ସକ୍ରିୟ ଗଭୀରଅବପାତ ପ୍ରଭାବରେ କିଛି ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଲାଗିରହିଛି ହାଲୁକା ବର୍ଷା । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ... Read More
୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା – ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର:(ବ୍ୟୁରୋ ରିପୋର୍ଟ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟକା ଓ ଝାଡ଼ଖଣ୍ଡ ଉପରେ ସକ୍ରିୟ ରହିଛି। ଏହା ପ୍ରଭାବରେ ସେଠାରେ ବର୍ଷା ହେବା ସହ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସଲଗ୍ନ ... Read More

