Category: ରାଜ୍ୟ
ପ୍ରତେକ ଜିଲ୍ଲାରେ ହେବ ଫିଜିଓଥେରାପି ସେଣ୍ଟର :
ଭୁବନେଶ୍ୱର(କାଞ୍ଚନଟିଭି): ବରିଷ୍ଠ ନାଗରିକମାନଙ୍କ ପାଇଁ ରାଜ୍ୟର ସବୁ ଜିଲ୍ଲାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍ ସୁବିଧା ସହ ଫିଜିଓଥେରାପି ସେଂଟର କାର୍ଯ୍ୟକ୍ଷମ କରାଯିବ ବୋଲି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ... Read More
ଦିଆଯିବ ବୁଷ୍ଟର ଡୋଜ୍
ଭୁବନେଶ୍ୱର:(କାଞ୍ଚନଟିଭି)ରାଜ୍ୟରେ ବୁଷ୍ଟର ଡୋଜ ପାଇଁ ଡେଡଲାଇନ ସରିଥିଲେ ମଧ୍ୟ ମାଗଣା ଟୀକା ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ସେ ... Read More
ମିଳିବ ଅତିରିକ୍ତ ମାଗଣା ଚାଉଳ
ଭୁବନେଶ୍ୱର(କାଞ୍ଚନଟିଭି): ଦଶହରାରେ ରାଜ୍ୟର ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୩ ମାସ ପାଇଁ ଅତିରିକ୍ତ ମାଗଣା ଚାଉଳ ମିଳିବ ... Read More
ବିଜେଡିର ତାଲିମ୍ ଶିବିର:
ଭୁବନେଶ୍ୱର:(କାଞ୍ଚନଟିଭି) ଲୋକଙ୍କ ସାଥୀରେ ରହି ଲୋକଙ୍କ ପାଇଁ କାମ କରୁଛି ବିଜଡି। ରାଜ୍ୟ ସରକାର କରୁଥିବା ଜନମଙ୍ଗଳ କାର୍ଯ୍ୟକୁ ଲୋକଙ୍କ ପାଖରେ କିପରି ପହଞ୍ଚିବ, ତା ଉପରେ ଧ୍ୟାନ ଦିଅ। ବରମୁଣ୍ଡା ପଡ଼ିଆରେ ବିଜେଡି ... Read More
HSRP ଲଗାଇବା ସମୟସୀମା ବୃଦ୍ଧି କରିବେ ରାଜ୍ୟ ସରକାର
ଭୁବନେଶ୍ୱର(କାଞ୍ଚନ ଟିଭି): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ୧ ତାରିଖ ଠାରୁ ଏହାର ଯାଞ୍ଚ ... Read More
ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ଦାବି:
ସମ୍ବଲପୁର:କାଞ୍ଚନଟିଭି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ସ୍ଥାପନ ଦାବିରେ ଭୁବନେଶ୍ବରଠାରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ନିଜର ସ୍ବରକୁ ଶାଣିତ କରିଛନ୍ତି। ଏପଟେ ସମ୍ବଲପୁରଠାରେ ନାଗରିକମାନେ ବି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନ ଯୋଗୁ ... Read More
ଏସ୍ଏଚ୍ଜି କାନ୍ଧରେ ରୂପାନ୍ତରିତ ହାଇସ୍କୁଲ ଦାୟିତ୍ବ:
ଭୁବନେଶ୍ବର:(କାଞ୍ଚନଟିଭି) ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏବେ ସୁଦ୍ଧା ୩୯୦୦ରୁ ଅଧିକ ହାଇସ୍କୁଲ ରୂପାନ୍ତରଣ ସରିଛି। ଆଉ ଦୁଇଟି ପର୍ଯ୍ୟାୟରେ ୪୪୦୦ ହାଇସ୍କୁଲର ରୂପାନ୍ତରଣ କରାଯିବ। ... Read More

