Tag: #bestodianewschannel
ରାଜନୀତିରୁ ଅବସର ନେଲେ ଡ଼. ଅଚ୍ୟୁତ ସାମନ୍ତ
ବ୍ୟୁରୋ: ରାଜନୀତିରୁ ଅବସର ନେଲେ ବିଜେଡିର ପୂର୍ବତନ ସାଂସଦ ଡ଼. ଅଚ୍ୟୁତ ସାମନ୍ତ । ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଉଭୟ ଲୋକସଭା ... Read More
ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗଦେଲେ
ବ୍ୟୁରୋ: ବିଜେପିରେ ମିଶିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଭାରତୀୟ ଜନତା ପାର୍ଟିର ଦିଲ୍ଲୀ କାର୍ଯ୍ୟାଳୟରେ ପାଟ୍ଟଶାଣୀ ଯୋଗଦେଇ ବିଜେପିରେ ସାମିଲ ହୋଇଛନ୍ତି।ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବେ । ବିଜେଡି ଟିକେଟ୍ରେ ୫ଥରର ... Read More
ଭକ୍ତଙ୍କ ଅସନ୍ତୋଷ ପରେ ଶ୍ରୀମନ୍ଦିର ପରିସରରେ ଲାଗିଲା ଲାଇଟ୍
ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଠାରୁ ଶ୍ରୀମନ୍ଦିର ପରିସରରେ ହୋଇଥିଲା ଆଲୋକୀକରଣ ବ୍ୟବସ୍ଥା। କିନ୍ତୁ ନିର୍ବାଚନ ଫଳ ବାହାରିବା ପରେ ହଠାତ୍ ଅଲୋକୀକରଣ ବ୍ୟବସ୍ଥା ବନ୍ଦ ହୋଇଯାଇଥିଲା। ଇଭେଣ୍ଟ ସଂସ୍ଥା ଲାଇଟ ଗୁଡିକୁ ... Read More
ପଦ୍ମ ଧରିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟସାଣୀ
ବ୍ୟୁରୋ: ବିଜେପିରେ ସାମିଲ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ସାମିଲ ହୋଇଥିବା ସୂଚନା ମିଳୁଛି। ବିଜେପି ଉତ୍ତରୀୟ କାନ୍ଧରେ ପକାଇଥିବା ଫଟୋ ଭାଇରାଲ ହେବାରେ ଲାଗିଛି ... Read More
କର୍ଣ୍ଣାଟକରୁ ଠାବ ହେଲେ କାଲିମେଳାରୁ ଅପହୃତ ଡାକ୍ତର ଅମ୍ଳାନ ଭୋଇ
କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳାରୁ ଅପହୃତ ହୋଇଥିବା ଡାକ୍ତର ଅମ୍ଳାନ ଭୋଇଙ୍କ ପତ୍ତା ମିଳିଲା। ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି ପୁଲିସ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି ନୀତୀଶ ଓ୍ବାଧଓ୍ବାନୀ। ଏବେ ଡାକ୍ତର ... Read More
ବିଜେପିରେ ସାମିଲ ହେଲେ ଧର୍ମଶାଳାର ବିଜୟୀ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ
ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ଧର୍ମଶାଳାରୁ ସ୍ୱାଧୀନ ଭାବେ ଜିତିଥିବା ହିମାଂଶୁ ଶେଖର ସାହୁ। ଏହାଫଳରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଧର୍ମଶାଳା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଘର ... Read More
ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦୀ
ନୂଆଦିଲ୍ଲୀ: ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ଆସନ୍ତା ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ... Read More

