Tag: #india

ଜାରି ରହିଛି ଆବେଦନ , ଭାରତୀୟ ଗୁଇନ୍ଦା ବିଭାଗରେ ୬୭୭ଟି ପଦବୀରେ ନିଯୁକ୍ତି

kanchanadmin- November 7, 2023

କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଥିବା ଭାରତୀୟ ଗୁଇନ୍ଦା ବିଭାଗରେ ଅନେକ (ଆଇବି) ମଲ୍ଟି ଟାସ୍କିଂ ଷ୍ଟାଫ’ ଓ ‘ସୁରକ୍ଷା ସହାୟକ (ଡ୍ରାଇଭର)’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏନେଇ ସଂସ୍ଥା ପକ୍ଷରୁ ... Read More

ସାରା ଦେଶରେ ଦୀପାବଳୀ ପୂର୍ବରୁ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ

kanchanadmin- November 7, 2023

ଦୀପାବଳି ଆସୁଥିବାବେଳେ ଦେଶରେ ବଢ଼ୁଥିବା ପ୍ରଦୂଷଣକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ। ସାରା ଦେଶରେ ପ୍ରଦୂଷଣକାରୀ ବାଣ ଉପରେ କଟକଣା ଲଗାଇବାକୁ ନିର୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବାରୁଦରେ ବେରିଅମ୍ ସଲ୍ଟ ମିଶ୍ରିତ ଥିବା ... Read More

ସତର୍କ ରୁହନ୍ତୁ ! ଆସୁଛି କି Emergency ଆଲର୍ଟ : ଭୟଭୀତ ହେବାର କାରଣ ନାହିଁ

kanchanadmin- October 25, 2023

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ। ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି। କାହିଁକି ଆସୁଛି ଏଭଳି ମେସେଜ। ଏହା ପଛର ଉଦ୍ଦେଶ୍ୟ କ’ଣ ସେ ... Read More

ଏସିଆନ ଗେମ୍ସ: ଆଥଲେଟିକ୍ସରେ ଭାରତକୁ ଆଉ ଦୁଇଟି ସ୍ଵର୍ଣ୍ଣ ପଦକ

kanchanadmin- October 3, 2023

ଚୀନର ହାଙ୍ଗଝୌଉରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ମଙ୍ଗଳବାର ଭାରତକୁ ମିଳିଛି ଆଉ ଦୁଇଟି ସ୍ଵର୍ଣ୍ଣ ପଦକ। ପ୍ରତିଯୋଗିତାର ୫ ହଜାର ମିଟର ଦୌଡ଼ରେ ଭାରତର ପାରୁଲ ଚୌଧୁରୀ ପ୍ରଥମ ସ୍ଥାନରେ ରହି ସ୍ଵର୍ଣ୍ଣ ... Read More

ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ

kanchanadmin- September 21, 2023

ନୂଆଦିଲ୍ଲୀ:(ବ୍ୟୁରୋ ରିପୋର୍ଟ) ମହିଳା ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ ହୋଇଛି। ବୁଧବାର ଭୋଟିଂ ମଧ୍ୟମରେ ଏହି ବିଲକୁ ପାସ କରାଯାଇଛି। ଲୋକସଭାର ୪୫୪ ଜଣ ସାଂସଦ ବିଲକୁ ସମର୍ଥନ କରିଥିବାବେଳେ ୨ ଜଣ ଏହାର ... Read More

କେରଳରେ ନିପା ଆତଙ୍କ

kanchanadmin- September 17, 2023

ନୂଆଦିଲ୍ଲୀ:(ବ୍ୟୁରୋ ରିପୋର୍ଟ) କେରଳରେ ଆତଙ୍କ ସୃଷ୍ଟି କରିଥିବା ନିପା ଭାଇରସ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇଛନ୍ତି । କୋଝିକୋଡ଼ରେ ନିପା ଭାଇରସର ଷଷ୍ଠ ମାମଲା ମିଳିବା ପରେ ସ୍ଥାନୀୟ ... Read More

୧୪ ଜଣିଆ ସମନ୍ୱୟ କମିଟି ଗଢିଲା ଇଣ୍ଡିଆ ମେଣ୍ଟ

kanchanadmin- September 1, 2023

ମୁମ୍ବାଇ:(ବ୍ୟୁରୋ ରିପୋର୍ଟ) ବିଜେପି ବିରୋଧରେ ଲଢ଼ିବାକୁ ୨୬ଟି ବିରୋଧୀ ଦଳ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ଦୁଇ ଦିନିଆ ବୈଠକରେ ୧୪ ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି । ଏହି ସମନ୍ୱୟ କମିଟି ... Read More

error: Content is protected !!