Tag: #kanchantv
‘ସ୍ଵୟମ୍’ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସ୍ୱାକ୍ଷରିତ ହେଲା ବୁଝାମଣା ପତ୍ର
ଭୁବନେଶ୍ବର:(କାଞ୍ଚନ ଟିଭି) ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ବତନ୍ତ୍ର ଯୁବ ଉଦ୍ୟମୀରେ ପରିଣତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ସ୍ବୟମ୍' ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ଓ କ୍ରେଡିଟ୍ ... Read More
ବିଶିଷ୍ଟ ସମାଜ ସେବିକା ରତ୍ନମଣି ଦେବୀଙ୍କ ଚତୁର୍ଥ ବାର୍ଷିକ ସ୍ମୃତି ଚାରଣ ସଭା ଭଲ କାମ କଲେ ଲୋକେମାନେ ମନେ ରଖୀବେ -ରାଜ୍ୟ ସଭା ସାଂସଦ ମୂନା ଖାଁ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀର ବିଶିଷ୍ଟ ସମାଜସେବିକା ସ୍ବର୍ଗତା ରତ୍ନମଣି ଦେବୀଙ୍କ ଚତୁର୍ଥ ବାର୍ଷିକ ସ୍ମୃତି ଚାରଣ ସଭା ଓ ପ୍ରତିଭା ସମ୍ମାନ ଉତ୍ସବ, ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ... Read More
ବନ୍ଦେ ଉତ୍କଳ ଜନନୀ ଗାଇଲେ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ ପୌର ପରିଷଦ ପକ୍ଷରୁ ଜଟଣୀ ପୋଷ୍ଟ ଅଫିସ ନିକଟ, ମୋ ଜଟଣୀ ଠାରେ ଓଡ଼ିଆ ଭାଷାରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ... Read More
ବ୍ଲକ ପରିସରରେ ସମୂହ ଗାଇଲେ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ, ଜଟଣୀ ପଞ୍ଚାୟତ ସମିତି ପରିସରରେ ଅତିଥି ଓ କର୍ମଚାରୀ ମାନେ ସମସ୍ତେ ଏକାଠି ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ... Read More
ବିପିସିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀ ବ୍ଲକ୍ରେ ବିପିସି ଓ ବିଏଲ୍ଏଫ୍ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି ଜୀବିକା ମିସନ ମଞ୍ଚ ମଞ୍ଚ ମହାସଂଘର ମଦନପୁର ପଞ୍ଚାୟତ ସଭାନେତ୍ରୀ ପୁଷ୍ପାଞ୍ଜଳି ଜେନା ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ... Read More
ଜଟଣୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ, ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀର ବିଭିନ୍ନ ଅନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଉଯାଇଛି। ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ... Read More
କିଟ୍ ଓ କିସରେ ପାଳିତ ହେଲା ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ
ଭୁବନେଶ୍ବର:(କାଞ୍ଚନ ଟିଭି/ରୂପାଲୀ ନାୟକ) କିଟ୍ ଓ କିସରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ... Read More