Tag: #odisha

ଦୁର୍ବଳ ହେଉଛି ମିଗଜୋମ : ପ୍ରଭାବରେ ଓଡିଶାରେ ଲାଗି ରହିଛି ବର୍ଷା

kanchanadmin- December 6, 2023

ଦୁର୍ବଳ ହେଉଛି ମିଗଜୋମ । ବାତ୍ୟାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିଛି ।ସକ୍ରିୟ ଗଭୀରଅବପାତ ପ୍ରଭାବରେ କିଛି ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାରେ ଲାଗିରହିଛି ହାଲୁକା ବର୍ଷା । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ... Read More

ମହାନ ସ୍ଵାଧୀନତା ସଂଗ୍ରାମୀ, ଜନନେତା, ବର୍ଷିଆନ ସାମ୍ବାଦିକ ପଦ୍ମ ବିଭୂଷଣ ଡ଼ ରାଧାନାଥ ରଥଙ୍କର ୧୨୭ ତମ ଜୟନ୍ତୀ

kanchanadmin- December 6, 2023

ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ସ୍ଥାନୀୟ ପ୍ରାଣନାଥ ଫାଉଣ୍ଡେସନ କାର୍ଯ୍ୟାଳୟ ଠାରେ ଆଜି ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଜଟଣୀ ବରିଷ୍ଠ ନାଗରିକ ସେବାସଙ୍ଘ ଓ ପ୍ରାଣନାଥ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଡ଼ ରାଧାନାଥ ରଥଙ୍କ ଜୟନ୍ତୀ ... Read More

ବନକଲାଗି ନୀତି: ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

kanchanadmin- November 30, 2023

ବୁଧବାର ଦିନ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଡ଼ ଠାକୁରଙ୍କ ବନକଲାଗି ନୀତି। ଏହି ଗୁପ୍ତ ନୀତି ପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ... Read More

ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା

kanchanadmin- November 30, 2023

ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଓଡ଼ିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ବାତ୍ୟା ... Read More

ଚିରାଫଟା ନୋଟ୍ ବଦଳି କାର୍ଯ୍ୟକ୍ରମ

kanchanadmin- November 30, 2023

ବ୍ୟୁରୋ:ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ କଏନ ଓ ଚିରାଫଟା ନୋଟ୍ ବଦଳି କାର୍ଯ୍ୟକ୍ରମ। ବିଭିନ୍ନ ବ୍ୟାଙ୍କ ଜରିଆରେ ରାଜ୍ୟର ୩୧୪ଟି ବ୍ଲକରେ ଏହି ବଦଳି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏ ନେଇ ... Read More

ସରିଲା କାର୍ତ୍ତିକ ମାସ, ଆଜି ଛାଡ଼ଖାଇ

kanchanadmin- November 28, 2023

ସରିଛି କାର୍ତ୍ତିକ ମାସ। ଆଜି ହେଉଛି ଛାଡ଼ଖାଇ। ଯେଉଁମାନେ କାର୍ତ୍ତିକ ମାସକ ଯାକ ଆମିଷ ନ ଖାଇ ରହିଥିଲେ, ସେମାନେ ଆଜି ମାଛ, ମାଂସ ଦୋକାନ ମୁହାଁ ହୋଇଛନ୍ତି। ସମସ୍ତେ ନିଜ ମନ ମୁତାବକ ... Read More

ଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ

kanchanadmin- November 28, 2023

କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ଏ ଯାଏଁ ପ୍ରାୟ ୩୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି। ସୋମବାର ସୁଶାନ୍ତ କୁମାର ... Read More

error: Content is protected !!