Tag: #odisha
ବନକଲାଗି ନୀତି: ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
ବୁଧବାର ଦିନ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବଡ଼ ଠାକୁରଙ୍କ ବନକଲାଗି ନୀତି। ଏହି ଗୁପ୍ତ ନୀତି ପାଇଁ ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ... Read More
ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା
ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଓଡ଼ିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ବାତ୍ୟା ... Read More
ଚିରାଫଟା ନୋଟ୍ ବଦଳି କାର୍ଯ୍ୟକ୍ରମ
ବ୍ୟୁରୋ:ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ କଏନ ଓ ଚିରାଫଟା ନୋଟ୍ ବଦଳି କାର୍ଯ୍ୟକ୍ରମ। ବିଭିନ୍ନ ବ୍ୟାଙ୍କ ଜରିଆରେ ରାଜ୍ୟର ୩୧୪ଟି ବ୍ଲକରେ ଏହି ବଦଳି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏ ନେଇ ... Read More
ସରିଲା କାର୍ତ୍ତିକ ମାସ, ଆଜି ଛାଡ଼ଖାଇ
ସରିଛି କାର୍ତ୍ତିକ ମାସ। ଆଜି ହେଉଛି ଛାଡ଼ଖାଇ। ଯେଉଁମାନେ କାର୍ତ୍ତିକ ମାସକ ଯାକ ଆମିଷ ନ ଖାଇ ରହିଥିଲେ, ସେମାନେ ଆଜି ମାଛ, ମାଂସ ଦୋକାନ ମୁହାଁ ହୋଇଛନ୍ତି। ସମସ୍ତେ ନିଜ ମନ ମୁତାବକ ... Read More
ଭିଜିଲାନ୍ସ ଜାଲରେ ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ
କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ଏ ଯାଏଁ ପ୍ରାୟ ୩୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇସାରିଲାଣି। ସୋମବାର ସୁଶାନ୍ତ କୁମାର ... Read More
କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ
ବ୍ୟୁରୋ: ସୋମବାରଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଐତିହାସିକ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦଘାଟିତ ହେବ। ଐତିହାସିକ ବାଲିଯାତ୍ରାକୁ ଜାକଜମକରେ ପାଳନ କରିବା ... Read More
ମହେଶ୍ଵର ମହାନ୍ତିଙ୍କୁ ଅନ୍ତିମ ବିଦାୟ, ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ସମ୍ପନ୍ନ
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପୁରୀ ସ୍ଵର୍ଗଦ୍ଵାରଠାରେ ବିଜେଡିର ବରିଷ୍ଠ ନେତା ତଥା ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଶ୍ରୁଳ ପରିବେଶ ମଧ୍ୟରେ ସବୁଦିନ ପାଇଁ ତାଙ୍କୁ ବିଦାୟ ... Read More

