Tag: #odisha
ପୂଜା ଆଗରୁ ଫୁ୍ଡ଼୍ ସେଫ୍ଟି ଅଧିକାରୀଙ୍କ ଚଢ଼ାଉ।
ଜଟଣୀ:(କାଞ୍ଚନ ଟିଭି\ଆଶୁତୋଷ ରାୟ) ଖାଦ୍ୟକୁ ସୁସ୍ଵାଦ କରିବା ପାଇଁ ଖାଦ୍ୟ ଜିନିଷ ହେଉଥିଲା ଅପମିଶ୍ରଣ। ଖାଦ୍ୟକୁ ଆକର୍ଷଣ କରିବା ପାଇଁ ମିଶୁଥିଲା ରଙ୍ଗ। ଏଭଳି କିଛି ଅଭିଯୋଗ ପାଇ ଆଜି ଜଟଣୀର ୮ଟି ଦୋକାନରେ ଚଢ଼ାଉ ... Read More
ବେଆଇନ ଟୋଲଗେଟ ଆଦାୟ କୁନେଇ ବିରୋଧ
ସୁବର୍ଣ୍ଣପୁର:(କାଞ୍ଚନ ଟିଭି) ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ଟୋଲଗେଟରେ ଆଜକୁ ଦିର୍ଘବର୍ଷଧରି ଟୋଲ ଆଦାୟକୁ ବିରୋଧକରି ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସଦର ହୋଟେଲ ମୁନ୍ ର ସମ୍ମିଳନି କକ୍ଷରେ ଏକ ସାମ୍ବାଦିକ ସମ୍ମୀଳନି ... Read More
୩ ଦଫା ଦାବିରେ ଜଳେଶ୍ୱର ବ୍ଲକ ପ୍ରାଥମିକ ଶିକ୍ଷକଙ୍କ ଧାରଣା
ଜଳେଶ୍ଵର:(କାଞ୍ଚନ ଟିଭି) ନିଖେଳ ଉକଠିଳ ପ୍ରାଥମିକ ଶିକ୍ଷକ ଫେଡେରେସନ (ଏୟୁପିଟିଏଫ)ର ଆହ୍ୱାନ କ୍ରମେ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ସେମାନଙ୍କ ୩ ଦକ୍ଷା ଦାବି ନେଇ ୫-୮-୨୩ରେ ଜିଲା ଶିକ୍ଷାଧୂକାରୀ ଓ ଜିଲାପାଳଙ୍କ ... Read More
ନିଯୁକ୍ତି ପାଇବେ ୨୦ ହଜାର ଶିକ୍ଷକ
କଟକ:(କାଞ୍ଚନ ଟିଭି) ନିଯୁକ୍ତି ପାଇବେ ୨୦ ହଜାର ପ୍ରାଥମିକ ଶିକ୍ଷକ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ... Read More
ଚୋରଙ୍କ ଟାର୍ଗେଟରେ ଶିକ୍ଷାନୁଷ୍ଠାନ.
ଢେଙ୍କାନାଳ:(କାଞ୍ଚନ ଟିଭି) ଚୋରମାନଙ୍କର ଟାର୍ଗେଟରେ ଏବେ ଶିକ୍ଷାନୁଷ୍ଠାନ ଗୁଡିକ । କାମାକ୍ଷାନଗର ଉପଖଣ୍ଡରେ ସ୍କୁଲ କିମ୍ବା କଲେଜରେ ଥିବା ଦାମି ଜିନିଷ ଗୁଡିକ ଦୁର୍ବୁତ୍ତ ମାନେ ଏବେ ଚୋରିକରି ନେଉଛନ୍ତି। ଗତ କିଛିଦିନ ତଳେ ... Read More
ଲୁଟିନେଲେ ଶ୍ମଶାନ ଟଙ୍କା ଶବକୁ ମିଳୁନି ସମ୍ମାନ ରାସ୍ତାରେ ଶବ ରଖି ପ୍ରତିବାଦ
କଟକ:(କାଞ୍ଚନ ଟିଭି) ଶ୍ମଶାନ ଟଙ୍କା ହରିଲୁଟ ହେତୁ ଶବକୁ ମିଳିଲାନି ଶେଷ ସମ୍ମାନ ରାସ୍ତାରେ ଶବ ରଖ୍ ପ୍ରତିବାଦ ଶବ ପାଇଁ ନାହିଁ ସରକାରଙ୍କ ସମ୍ମାନ କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ବାଲିପଡ଼ା ... Read More