Tag: #odisha
ଶୁଭେଛା ବାର୍ତ୍ତା
ଜନ୍ମ ଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ବିଦ୍ୟାଧର । ଜଗତର ନାଥ ଜଗନ୍ନାଥ ତୁମ ଚଲାପଥକୁ କୁସୁମିତ କରନ୍ତୁ। ଶୁଭେଛୁ:- ଶାଶୁ , ଶଶୁର , ବର୍ଷା , ଲିପୁ, ବାପୁ, ବନି, ... Read More
ଓଡ଼ିଶା ହାଇକୋର୍ଟର ଦୁଇ ନବନିଯୁକ୍ତ ବିଚାରପତି ଆଜି ଶପଥ ନେଇଛନ୍ତି
କଟକ:(ବ୍ୟୁରୋ ରିପୋର୍ଟ) ବରିଷ୍ଠ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରା ହାଇକୋର୍ଟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ... Read More
ଓଡ଼ିଶା ଠିକା ମଜଦୂର ମହାସଂଘର ୫ଦଫା ଦାବିପତ୍ର ପ୍ରଦାନ
ଖୋର୍ଦ୍ଧା:(କାଞ୍ଚନ ଟିଭି/ନିମାଇଁ ମହାରଣା) ଖୋର୍ଦ୍ଧା ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ତରଫରୁ ଠିକା ଶ୍ରମିକ ମାନଙ୍କ ର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୫ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଦାବି ... Read More
ମାଲକାନଗିରି ଜିଲ୍ଲାରେ ଡେଙ୍ଗୁରେ ୯ ଆକ୍ରାନ୍ତ ।
ମାଲକାନଗିରି:(କାଞ୍ଚନ ଟିଭି) ମାଲକାନଗିରି ଜିଲ୍ଲାରେ କ୍ରମାଗତ ଭାବେ ବର୍ଷା ଯୋଗୁଁ ମଶା ବଂଶ ଦ୍ରୁତ ଗତି ରେ ବୃଦ୍ଧି ପାଇଛି। ବିଭିନ୍ନ ନାଳ ନର୍ଦ୍ଦମା ସ୍ଥାନରେ ପାଣି ଜମି ରହିଥିବା ଫଳରେ ମଶା ଅଣ୍ଡା ... Read More
ସୁଧୀର , ଜଗନ୍ନାଥ, ଭାସ୍କରଙ୍କୁ ଲାଲ୍ ବହିନୀଙ୍କ ତାଗିଦ୍
ମୁନିଗୁଡ଼ା :(କାଞ୍ଚନ ଟିଭି) ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଗଜାକୁପୁଲି ଛକ ନିକଟରେ ଆଜି ପୁଣି ଲାଲ୍ ବାହିନୀ ବେନର ମାରିଛନ୍ତି। ବେନରରେ ଉଲ୍ଲେଖ ଅଛି କି ନିରିହ ଲୋକଙ୍କୁ ମିଥ୍ୟା ମାଓବାଦୀ ... Read More
ଖୋର୍ଦ୍ଧାରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା
ଖୋର୍ଦ୍ଧା:(କାଞ୍ଚନ ଟିଭି/ନିମାଇଁ ମହାରଣା) କୁକୁର ମୁହଁରୁ ଉଦ୍ଧାର ହେଲା ସନ୍ଦିଗ୍ଧ ପାରା। ପାରା ଟିକୁ କୁକୁର ଗୋଡେଇ କାମୁଡୁଥିବା ବେଳେ, ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ... Read More
ପଶ୍ଚିବଙ୍ଗର ନିଶା ମାଫିଆ, ଖୋର୍ଦ୍ଧା ପୋଲିସ କବଜାରେ
ଖୋର୍ଦ୍ଧା:(କାଞ୍ଚନ ଟିଭି/ନିମାଇଁ ମହାରଣା) ଖୋର୍ଦ୍ଧା ପୋଲିସକୁ ମିଳିଲା ଆଉ ଏକ ବଡ଼ ସଫଳତା। ପଶ୍ଚିମବଙ୍ଗର ନିଶା ମାଫିଆକୁ ଖୋର୍ଦ୍ଧା ପୋଲିସ କଲା କବଜା। ସୂଚନା ଅନୁସାରେ ଖୋର୍ଦ୍ଧା ପୋଲିସ ଏକ ବିଶେଷ ସୂତ୍ରରୁ ଖବର ... Read More