Tag: #odisha
ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ
ଡେଲାଙ୍ଗ:(କାଞ୍ଚନ ଟିଭି/ମନୋଜ କୁମାର ସ୍ବାଇଁ) ଭଗବାନ ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉତ୍ସବ-୨୦୨୪ ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଶନିବାର ... Read More
ଘୋଷଣା ହେଲା ତାରିଖ, ୭ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ; ଓଡ଼ିଶାରେ ୪ ପର୍ଯ୍ୟାୟରେ ବିଧାନସଭା ଓ ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ:(ଏଜେନ୍ସି) ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ନବନିର୍ବାଚିତ ନିର୍ବାଚନ କମିଶନର ଗଣେଶ କୁମାର ଏବଂ ସୁଖବୀର ସିଂ ସନ୍ଧୁ ବିଜ୍ଞାନ ଭବନରେ ଏବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ୨୦୨୪ ସାଧାରଣ ... Read More
ବିଜୁବାବୁଙ୍କ ସ୍ବପ୍ନ ଥିଲା ଓଡିଆ ଯୁବକ ସ୍ବାଭିମାନୀ ହୁଅନ୍ତୁ ଜଟଣୀରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ବାର୍ଷିକା ପାଳିତ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ଫାଉଣ୍ଡେସନ ଆନୁକୁଲ୍ୟରେ ଆଜି ସନ୍ଧ୍ୟାରେ ରାମଚନ୍ଦ୍ରପୁର ବଜାରସ୍ଥିତ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ଭାରତବର୍ଷର ଅନ୍ୟତମ ବରପୁତ୍ର ... Read More
ବିଶିଷ୍ଟ ଜନନାୟକ ଜଟଣୀରେ ପଦ୍ମଭୂଷଣ ଡ଼ ରାଧାନାଥ ରଥଙ୍କ ଶ୍ରାଦ୍ଧ ଦିବସ ପାଳନ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ବିଶିଷ୍ଟ ଜନ ନାୟକ ସାମ୍ବାଦିକ ତଥା ସମାଜ ସେବୀ ପଦ୍ମଭୂଷଣ ଡ଼ ରାଧାନାଥ ରଥଙ୍କ ଶ୍ରାଦ୍ଧ ଦିବସ ଆଜି ସନ୍ଧ୍ୟାରେ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ କାର୍ଯ୍ୟାଳୟ ଠାରେ ... Read More
ପୋଷ୍ଟର ଓ ବ୍ୟାନର, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନେଲା ବିଏମସି
ଭୁବନେଶ୍ୱର:(କାଞ୍ଚନ ଟିଭି) ରାଜଧାନୀରୁ ହଟାଯିବ ଦଳୀୟ ପୋଷ୍ଟର ଓ ବ୍ୟାନର । କାନ୍ଥବାଡ଼ରେ ଲେଖାଯାଇଥିବା ଦଳୀୟ ସ୍ଲୋଗାନ ମଧ୍ୟ ହଟାଯିବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବିଏମସି ଅଞ୍ଚଳରୁ ସମସ୍ତ ରାଜନୈତିକ ଦଳର ପୋଷ୍ଟର ... Read More
ସ୍ଵାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି
ଭୁବନେଶ୍ବର:(କାଞ୍ଚନ ଟିଭି) ସ୍ବାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ରାଜ୍ୟ ସରକାର। ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ... Read More
୬୬୦ କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର:(କାଞ୍ଚନ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି। ଏଥିରେ ବିଶ୍ବର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ... Read More