ଜଟଣୀରେ ଉତ୍କଳମଣି ପଣ୍ଡିତ ଗୋପଳନ୍ଧୁ ଦାସଙ୍କର ୯୭୦ମ ଶ୍ରୀଷ୍ମ ଦିବସ ପାଳିତ

ଜଟଣୀରେ ଉତ୍କଳମଣି ପଣ୍ଡିତ ଗୋପଳନ୍ଧୁ ଦାସଙ୍କର ୯୭୦ମ ଶ୍ରୀଷ୍ମ ଦିବସ ପାଳିତ

ଜଟଣୀ:(କାଞ୍ଚନ ଟିଭି / ଆଶୁତୋଷ ରାୟ) ସେବା ଓ ଦ୍ୟାଗର ମୂର୍ତିମନ୍ତ୍ରୀ ପ୍ରତିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୭ତମ ଶ୍ରାଦ୍ଧ ଦିବସ ଆଜି ଜଟଣୀ କରିଷ୍ଠ ନାଉରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଶେସନ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ସକାଳ ସାଢେ ସାତଟରେ ସ୍ଥାନୀୟ ମଲ ପୋଖରୀ ଠାରେ ତିଲୋତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ କାଳନ୍ଦୀ ଚରଣ ମିଶ୍ର ମଳ ପାଠ କରି ତିଳ ଦର୍ପଣ କରାଇଥିଲେ ।

ଏହା ପରେ ସ୍ଥାନୀୟ ଗୋପବନ୍ଧୁ ପାଇଁ ପରିସରରେ ଅନୁଷ୍ଠିତ ସ୍ମୃତି କାରଣ ସଭାରେ ଉଭୟ ଅନୁଷ୍ଠାନର ସଭାପତି ଦରିଖ ସାମାଦିକ ଅବନୀ କୁମାର ରାଉତରାୟ ପୌରହିତ୍ୟ କରିଥିଲେ I ଆଜିଲ ଯୁବ ଓ ଛାତ୍ର ସମାଜ ଉତ୍ତରମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ପାରିମାନଙ୍କୁ ବଢାୟ ରଖି ସମାଜରେ ସେବା ମୁଗଜ କାର୍ଯ୍ୟ କରିବା ପାଇଁ ଅଭିଥ୍ ମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାଯ୍ୟକ୍ରମରେ ଜଟଣୀ ଯୌରପରିଷଦର ନଗରପାଳ ଆନନ୍ତ୍ର ଦେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ବରିଷ୍ଠ ସାମ୍ବାଦିକ ରତି ପାଇଁ,ସାହିତ୍ୟିକ ସୁରେଷ ବନ୍ଧୁ ରଥ, ବୈଷ୍ଣବ ହରାଇ, ଶ୍ରମିକ ନେତା ସାରଙ୍ଗଧର ଦେହେରା, ଭକ୍ତବନ୍ଧୁ ଚୌଧୁରୀ, ଇଂ ରାଜେନ୍ଦ୍ର ପ୍ରସାଦ ନାୟକ, ସାମାଦିକ ନିଲାମର ମିଶ୍ର, ରବିନ୍ଦୁ ପ୍ରସାଦ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶନ୍ନ ମହାରଥୀ, ପୁର୍ବତନ ସରପଂଚ ସୁନୀଲ କୁମାର ରାଉତରାୟ, ବାସୁଦେବ ସେଠୀ, ସୁଶାନ୍ତ ରାଉତ, କିଶୋଇ ଚନ୍ଦ୍ର ପାଇକରାୟ, ପଦ୍ମନାଭ ପାଣିଗ୍ରାହୀ, ରାଜେନ୍ଦ୍ର ପ୍ରସାଦ ପଟ୍ଟନାୟକ, ଆଶୁତୋଷ ରାୟ, ରଜନୀକାନ୍ତ ପଣ୍ଡା, ଶିବ ପ୍ରସାଦ ମହାପାତ୍ର, ବୈରାଗୀ ଚରଣ ଜେନା,ଉଲ୍ଲାସ ଚଳିୟାରସିଂହ, ସମ୍ମତ ନୌଶଭା ଅନ୍ତଃ, ପ୍ରଧାନ ଶିକ୍ଷୟତ୍ରୀ ଟୁଲ୍ ଦେଇ ପ୍ରମୁଖ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଶେଷରେ ସାହିତ୍ୟିକ ଆଦିନାରାୟଣ ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ । କଟଣା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉତ୍କଳମଣି ଗୋପବନ୍ଧୁ ସରକାରୀ ଗୋଷ୍ଠୀ ସାସ୍ଥ୍ୟ କେନ୍ଦ୍ର ନାମରେ ନାମିତ କରିବା ସହ ସ୍ଥାନୀୟ ହରିଭାଇନା ଛକ ଠାରୁ ତଳଖେତା କଟଣୀ ଗେଟ ପର୍ଯ୍ୟନ୍ତ ଭାଗାକୁ ଉତ୍କଳମଣି ଗୋପବନ୍ଧୁ ମାଇଁ ନାମରେ ନାମିତ କରାଯିବାକୁ ଆଜିର ଏହି ସଭା ପକ୍ଷରୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ଅନୁରୋଧ କରାଯାଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus ( )
error: Content is protected !!