ନିରାଶ୍ରୟ ମହିଳାଙ୍କୁ ସହୟତା ଦେଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି

ନିରାଶ୍ରୟ ମହିଳାଙ୍କୁ ସହୟତା ଦେଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି

ରାଉରକେଲା:(କାଞ୍ଚନଟିଭି) କୁହାଯାଏ ,କିଛି ବଡ ଉପଲବ୍ଧି କରିବାକୁ ହେଲେ ସ୍ବପ୍ନ ବଡ ଦେଖ। ସ୍ବପ୍ନ ସେଇଟା ନୁହେଁ ଯେଉଁଟା ରାତିରେ ସୋଇକି ଦେଖାଯାଏ। ସ୍ବପ୍ନ ସେଇଟା ଯେଉଁଥି ପାଇଁ ମଣିଷ ଶୋଇବା ହିଁ ଭୁଲିଯାଏ ।

ଓଡ଼ିଆ କଥା କହିନ ପାରୁଥିବା ଜଣେ ବୃଦ୍ଧ ମହିଳାଙ୍କୁ ଖବର ପାଇଁ ଅନନ୍ତ ଉଦୟ ଚାରିଟେବୁଲ ଟ୍ରଷ୍ଟର ଚେୟାରପର୍ସନ ରାଜଲକ୍ଷ୍ମୀ ପାତ୍ର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ପାଖରୁ ତାଙ୍କୁ ଉଦ୍ଧାର କରି ,ଜାଣିବାକୁ ପାଇଲେ କି ପ୍ରଚଣ୍ଡ ଖରା ଓ ଗରମ ପବନ ଯୋଗୁଁ ବୃଦ୍ଧା ଜଣଙ୍କ ଦେହ ବହୁତ ଅସୁସ୍ଥ ହୋଇଯାଇଥିଲା । ଏହା ଜାଣିବା ପରେ ରାଉରକେଲା ମ୍ୟୁନିସିପାଲିଟିର କର୍ପୋରେସନ ସହ କଥା ହୋଇ ମ୍ୟୁନିସିପାଲିଟି ଷ୍ଟାଫ୍ ଙ୍କୁ ହସ୍ତାନ୍ତର କରିଥିଲେ ।

ମ୍ୟୁନିସିପାଲିଟିର ୩ଜଣ ସପୋର୍ଟିଂ ଷ୍ଟାଫ୍ ମାନେ କାରରେ ଆସି ସେହି ବୃଦ୍ଧ ମହିଳାଙ୍କୁ ନେଇଥିଲେ । ଅନନ୍ତ ଉଦୟ ଚାରିଟେବୁଲ ଟ୍ରଷ୍ଟ ଚେୟାରପର୍ସନଙ୍କ ଏପରି ନିସ୍ୱାର୍ଥ ଓ ମହାନ୍ ସେବାକୁ ରାଉରକେଲା ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି ।

Spread the love
CATEGORIES
TAGS
Share This

COMMENTS

Wordpress (0)
Disqus (0 )
error: Content is protected !!