
ବରିଷ୍ଠ ନାଗରିକ ସେବା ସଂଘର ହରିରାଜପୁର ମେଳଣ ପଡିଆରେ ସଫେଇ ଅଭିଯାନ
ଜଟଣୀ:(କାଞ୍ଚନ ଟିଭି/ଆଶୁତୋଷ ରାୟ) ଜଟଣୀ ନିକଟରୁ ଓଡିଶା ପ୍ରସିଦ୍ଧ ହରିରାଜପୁର ମେଳଣ ପଡ଼ିଆରେ କଟଣା କରିଷ୍ଠ ନାଗରିକ ସେବା ସଂଘ ଓ ପ୍ରas ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ଆଜିରବିବାର ସକାଳେ ପଲିଥୁନ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏ ସଫେଇ କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର ସଭ୍ୟ ମାନଙ୍କ ସହିତ ହରିରାଜପୁର ଫନ୍ଦୋଳ ମେଳନ ପରିଚାଳନା ପରିଷଦ ଓ କଟଣା ନିକଟକୁ ରାଣୀପୁରସ୍ଥିତ ବାପା ମାଆ ସେବାଶ୍ରମ ଟ୍ରଷ୍ଟର କର୍ମକର୍ତା ଓ ସଭ୍ୟମାନେ ସକ୍ରିୟ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନର ସଭାପତି ଅବନୀ ରାଉତରାୟ ସାଧାରଣ ସଂପାଦକ ଜବାହରଲାଲ ସୁବୁଦ୍ଧି, ହରିରାଜପୁରର ପୂର୍ବତନ ସରପଂଚ ପ୍ରସନ୍ନ କୁମାର ମହାରଥୀ,ଆଦି ନାରାୟାଣ ଖଣ୍ଡୁଆଳ, ରବିନ୍ଦ୍ର ପ୍ରସାଦ ମିଶ୍ର, ପୂର୍ବତନ ସରପଂଚ ଦିବାଳର ମଙ୍ଗରାଜ, କାଉନସିଲର ଜଣାଙ୍କ ଶେଖର ରାୟ, ଶ୍ରମିକ ନେତା ସାରଙ୍ଗ ଧର ବେହେରା, ରଜନୀକାନ୍ତ ପଣ୍ଡା, ବାସୁଦେବ ସେଠୀ, ସାମାଦିକ ଧୂରେନ ପ୍ରତିହାରୀ, ନିଲାମର ମିଶ୍ର, ହବିଦୂର ରହମାନ,ଗୌତମ ମହାରଣା, ବୈଷକ ବରାଳ, ବିଜୟ କୁମାର ଜେନା, ଶ୍ରୀମତୀ ନର୍ମଦା ଦୋରା, ସନ୍ତୋଷୀ କାଲୀ, ସୁଶାନ୍ତ କୁମାର ରାଉତ, ନରେନ୍ଦ୍ର କୁମାର ମୁଦୁଲି, ରାକେଶ କୁମାର ରାଉତରାୟ, ରାଜେନ୍ଦ୍ର ପ୍ରସାଦ ନାୟଳ, ବାସୁଦେବ ସାହୁ, ରବିନ୍ଦ୍ର କୁମାର ଦାସ, ଭବାନୀ ଶଙ୍କର ସୁରଜିତ ପ୍ରମୁଖ ଏହି ସଫେଇ ଅଭିଯାନରେ ଅଂଶ ଗ୍ରହଣ କରିଥିଲେ । ଏହି ପର୍ଲିନ ସଫେଇ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ସମ୍ପୂର୍ଣ ଭାବେ କରାଯିବ ବୋଲି ସଭାପତି ଶ୍ରୀ ରାଉତରାୟ କହିଛନ୍ତି ।