ଅନ୍ୟପାଇଁ ବଞ୍ଚୁଥିବା ମଣିଷ ! ‘ ବାପ ଓ ଝିଅ ’ଙ୍କ ଜୀବନର ମୂଳମନ୍ତ୍ର ସମାଜସେବା, ନିଜ ରୋଜଗାର ଟଙ୍କାରେ ଅନ୍ୟମାନଙ୍କୁ ସାହାଯ୍ୟ କରି ପାଆନ୍ତି ଆତ୍ମସନ୍ତୋଷ ।
ଭୁବନେଶ୍ୱର:(କାଞ୍ଚନ ଟିଭି/ରାଜେଶ ରାଉତ) ଆଜିର ସ୍ୱାର୍ଥପର ସମାଜରେ ଯେଉଁଠାରେ ଅନେକେ ନିଜ ସୁଖ-ସୁବିଧାକୁ ନେଇ ବ୍ୟସ୍ତ ରହୁଛନ୍ତି, ସେଠାରେ ଖୋର୍ଦ୍ଧା ଜିଲ୍ଲା କଳିଙ୍ଗ ବିହାର ଅଞ୍ଚଳର ସୀତାରାମ ଦାସ ଓ ତାଙ୍କ ଝିଅ ସ୍ୱାତୀ ... Read More

