Category: ଜିଲ୍ଲା

ସର୍ଚ୍ଚ ଅପରେସନ ଜାରି:phulbani

kanchanadmin- October 17, 2022

ଫୁଲବାଣୀ (ବ୍ୟୁରୋ ରିପୋର୍ଟ୍): ଗତ ୧୧ ତାରିଖରେ ବାଲିଗୁଡା ଥାନା ଅଧୀନ କାଣାସାଲୁ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ମୃତୁ୍ୟବରଣ କରିଥିବା ମହିଳା ମାଓବାଦୀର ଶବକୁ ରବିବାର ପୁଲିସ ... Read More

ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି:school

kanchanadmin- October 17, 2022

ଭୁବନେଶ୍ୱର:(କାଞ୍ଚନଟିଭି) ୨ବର୍ଷ ପରେ ସ୍କୁଲରେ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଏନେଇ ଅନେକଥର ... Read More

ଧରାପଡିଲେ ମିଥ୍ୟା ପରିଚୟ ଦେଇ ଲୁଟୁଥିଲେ ଦମ୍ପତି

kanchanadmin- October 14, 2022

ସମ୍ବଲପୁର:(ବ୍ୟୁରୋ ରିପୋର୍ଟ୍) ନିଜକୁ ନାଭାଲ ଅଫିସର ଓ ଡାକ୍ତରର ପରିଚୟ ଦେଇ ଲୁଟୁଥିଲେ ଦମ୍ପତି। ଏବେ କାବୁ କଲେ ଲୋକେ। ଏଭଳି ଘଟଣା ଘଟିଛି ସମ୍ବଲପୁର ସହରରେ। ଜଣେ ଯୁବକ ନିଜକୁ ନାଭାଲ ଅଫିସରର ... Read More

ହାଜର ହୋଇଛନ୍ତି ମହିଳା କମିସନଙ୍କ ନିକଟରେ ଦୀପିକା

kanchanadmin- October 13, 2022

ବ୍ରହ୍ମପୁର:(ବ୍ୟୁରୋ ରିପୋର୍ଟ୍) ବ୍ରହ୍ମପୁରର ଝିଅ ଦୀପିକା ମହିଳା କମିସନଙ୍କ ନିକଟରେ ଆଜି ହାଜର ହୋଇଛନ୍ତି। ମହିଳା କମିସନଙ୍କ ନିକଟରେ ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ୧୪ ତାରିଖରେ ତାଙ୍କୁ ... Read More

ବେଆଇନ୍‌ ଗୁଟ୍‌ଖା ଦୋକାନରେ ଚଢ଼ାଉ

kanchanadmin- October 13, 2022

ଫୁଲବାଣୀ :(ବ୍ୟୁରୋ ରିପୋର୍ଟ୍) ବେଆଇନ୍‌ ଗୁଟ୍‌ଖା ଦୋକାନରେ ରେଡ୍‌ । ଫୁଲବାଣୀ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚାଲିଛି ଚଢାଉ । ଖୁଲମ୍‌ଖୁଲା ଗୁଟ୍‌ଖା ବିକ୍ରି କରାଯାଉଥିବା ଅଭିଯୋଗ ପରେ ପ୍ରଶାସନ ... Read More

ଭଙ୍ଗାଯିବ ତ୍ରାହି ଅଚ୍ୟୁତ ନଗରର ବେଆଇନ ନିର୍ମାଣ:Trahi Achyuta

kanchanadmin- October 13, 2022

ବାଲିପାଟଣା :(କାଞ୍ଚନଟିଭି) ଭାଙ୍ଗିବ ତ୍ରାହି ଅଚ୍ୟୁତର ନଗରର ୨୧ ଡୁପ୍ଲେକ୍ସ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ଝିଣ୍ଟିସାସନ ଗାଁରେ ଥିବା ଏହି କୋଠାକୁ ଭଙ୍ଗାଯିବ । ଏନେଇ ବିଡିଏ, ସ୍ଥାନୀୟ ପ୍ରଶାସନ, ବାଲିପାଟଣା ... Read More

ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏଁ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ

kanchanadmin- October 13, 2022

କାମାକ୍ଷାନଗର :(ବ୍ୟୁରୋ ରିପୋର୍ଟ୍) ଆଇନଜୀବୀଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି କାମାକ୍ଷାନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସଂଧ୍ୟା ୬ଘଟିକା ଯାଏଁ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ଓକିଲ ସଂଘ। ସକାଳୁ ... Read More

error: Content is protected !!