Category: ଜିଲ୍ଲା
ପୁଣି ଆଜିଠାରୁ କଡାକଡି ହେବ ଯାନବାହାନ ଚେକିଂ
ଭୁବନେଶ୍ୱର :(କାଞ୍ଚନ ଟିଭି) ଆଜିଠାରୁ ପୁଣି କଡାକଡି ହେବ ଯାନବାହାନ ଚେକିଂ । ବୃଦ୍ଧି ପାଉଥିବା ସଡକ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଆଜିଠାରୁ ଆସନ୍ତା ... Read More
ପୂଜା ବଜାରରେ ଜମୁଛି ନିଶା ବ୍ୟବସାୟ
ଢେଙ୍କାନାଳ:(ବ୍ୟୁରୋରିପୋର୍ଟ୍) ଢେଙ୍କାନାଳ ସହରରେ ପୂଜା ବଜାରକୁ ଦେଖି ବ୍ରାଉନସୁଗର ବ୍ୟବସାୟ ଜୋରଦାର ଚାଲିଛି । ଗୁରୁବାର ଦିନ ଅବକାରୀ ବିଭାଗ ଟାଉନ ଥାନା ୧୨ନମ୍ବର ୱାର୍ଡରୁ ୩୦ ଗ୍ରାମ ବ୍ରାଉନ ସୁଗର ଜବତ କରିଥିବାବେଳେ ... Read More
ସରକାରୀ ଜମି ଜବରଦଖଲକୁ ବିରୋଧ, ଧାରଣାରେ ବସିଲେ ୧୫ ପରିବାର
ପୁରୀ : (ବ୍ୟୁରୋ ରିପୋର୍ଟ୍) ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ଦେବା ଲାଗି ନିଦେ୍ର୍ଦଶ ଜାରି କରିଛନ୍ତି । ହେଲେ କିଛି ଅଧିକାରୀଙ୍କ ଇଚ୍ଛା ମୁତାବକ କାର୍ଯ୍ୟଶୈଳୀ ଯୋଗୁ ବହୁ ହିତାଧିକାରୀ ... Read More
ଚଳିତ ବର୍ଷ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ନୂଆ ବିଷୟ
ଭୁବନେଶ୍ୱର:(କାଞ୍ଚନଟିଭି) ଚଳିତ ବର୍ଷ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ନୂଆ ବିଷୟ। ଆସପିରେସନାଲ୍ କମ୍ପୋନେଣ୍ଟ ନାମରେ ନୂଆ ବିଷୟ ଆରମ୍ଭ କରାଯିବ। ଏନେଇ ପ୍ରେସମିଟରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ... Read More
ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ:similipal
ମୟୂରଭଞ୍ଜ:(ବ୍ୟୁରୋ ରିପୋର୍ଟ୍) ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ମଧ୍ୟକୁ ପ୍ରବେଶ ପାଇଁ ଉଭୟ ପ୍ରକାର ପର୍ଯ୍ୟଟକ ଅର୍ଥାତ ଡେ ଟୁରିଷ୍ଟ ଏବଂ ରାତ୍ରୀ ଯାପନ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନଂକ ପାଇଁ ... Read More
କାଳୀପୂଜା ପାଇଁ ବ୍ୟାପକ ପ୍ରସ୍ତୁତି:kalipuja
କଟକ:(ବ୍ୟୁରୋ ରିପୋର୍ଟ୍) କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ଓସିଏ କକ୍ଷରେ କଟକ କାଳୀପୂଜା ଓ ଭସାଣୀ ଉତ୍ସବ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ କଟକ ସହରରେ ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ ... Read More
ବାଘ ଛାଲ ଜବତ:tigerskin
ସମ୍ବଲପୁର :(ବ୍ୟୁରୋ ରିପୋର୍ଟ୍) କୁଚିଣ୍ଡା କୋଲାବିରାରୁ ୩ଟି ବାଘ ଛାଲ ଜବତ। କଲରାପତରିଆ ବାଘ ଛାଲ ଜବତ କଲା STFର ସ୍ଵତନ୍ତ୍ର ଟିମ୍। ବାଘ ଛାଲ ବେପାର କରୁଥିବା ଯୋଗିଡିହିର ସୁମିତ ପଟେଲ, ସୁଡୁପଡ଼ାର ... Read More

