Category: ଜିଲ୍ଲା

IIC ନିଜ ନାଁରେ ଦୁର୍ବ୍ୟବହାର ମାମଲା ରୁଜୁ କଲେ

kanchanadmin- October 5, 2022

ଯାଜପୁର ରୋଡ଼:(କାଞ୍ଚନଟିଭି ବ୍ୟୁରୋରିପୋର୍ଟ୍): ପୋଲିସ ନାମରେ ଅଭିଯୋଗ । ନିଜ ନାମରେ ନିଜେ ମାମଲା ରୁଜୁ କଲେ କରୋଇ ଆଇଆଇସି ।ଏକ ଟ୍ରାକଟର ଗାଡି ଚୋରି ଘଟଣାର ତଦନ୍ତ ସମୟରେ ଦଳିତ ଦମ୍ପତିଙ୍କୁ ଦୁର୍ବ୍ୟବହାର ... Read More

ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା:

kanchanadmin- October 4, 2022

ମାଆଙ୍କ ଆଗମନରେ ଚଳଚଞ୍ଚଳ ପୁରପଲ୍ଲୀ। ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା। ଘଣ୍ଟ, ଘଣ୍ଟି ଓ ଶଙ୍ଖଧ୍ୱିନରେ ପ୍ରକମ୍ପିତ ହେଉଛି ପରିବେଶ। ବ୍ରାହ୍ଣଣଙ୍କ ମନ୍ତ୍ରଉଚ୍ଚାରଣରେ କମ୍ପୁଛି ମଣ୍ଡପ। ସୁନା, ରୂପା ମେଢରେ ଶୋଭା ... Read More

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ:

kanchanadmin- October 4, 2022

ଧରା ଅବତରଣ କରିଛନ୍ତି ଜଗତ୍ ଜନନୀ ମହାମାୟା। ଚାଲିଛି ଶକ୍ତିସ୍ୱରୂପା, ଶକ୍ତିରୂପିଣୀ ମା’ଙ୍କ ଆରାଧନା । ପାପର ଭାର କମାଇବାକୁ ମା’ଙ୍କୁ ଗୁହାରି । ମା’ଙ୍କ ପୂଜା ପାଇଁ ପୁରପଲ୍ଲୀ ଚଳଚଞ୍ଚଳ । ଦୁଇ ... Read More

ଉପନିର୍ବାଚନ ପାଇଁ ତାରିଖ ଘୋଷଣା

kanchanadmin- October 3, 2022

ଭୁବନେଶ୍ୱର (କାଞ୍ଚନଟିଭି): ଧାମନଗର ଉପନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ନଭେମ୍ବର ୩ରେ ହେବ ଉପନିର୍ବାଚନ। ଏନେଇ ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ନିର୍ବାଚନ କମିଶନଙ୍କ ଘୋଷଣା ... Read More

ସିଲଭର ସିଟି କଟକର ଦୁର୍ଗାପୂଜାର ବର୍ଷା ଭିଜା ମାହୋଲ

kanchanadmin- October 3, 2022

କଟକ:(କାଞ୍ଚନଟିଭି ବ୍ୟୁରୋରିପୋର୍ଟ୍) ଟୁଇନ ସିଟି କଟକ ଓ ଭୁବନେଶ୍ୱର ରେ ଚଳିତ ବର୍ଷ ଜଗତଜନନୀ ମା’ ଦୁର୍ଗାଙ୍କରପୂଜା ଉତ୍ସବ ଜମି ଆସୁଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ପୂଜା ମାହୋଲକୁ ସମ୍ପୂର୍ଣ୍ଣ ଫିକା ... Read More

ଜଟଣୀରେ ଗାନ୍ଧି ଜୟନ୍ତୀ

kanchanadmin- October 2, 2022

ଜଟଣୀ: ୨/୧୦((କାଞ୍ଚନଟିଭି) ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଜଟଣୀ ବରିଷ୍ଠ ନାଗରିକ ସେବା ସଂଘ ଓ ପ୍ରାଣନାଥ ପଟ୍ଟନାୟକ ଫାଉଣ୍ଡେସନ ଆନୁକୁଲ୍ୟରେ ଏଠାରେ ରବିବାର ସକାଳେ ସ୍ଥାନୀୟ ଗାନ୍ଧି ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ... Read More

ଔଷଧ ନମିଳିବାରୁ ରୋଗୀ ହନ୍ତସନ୍ତ

kanchanadmin- October 2, 2022

ନୟାଗଡ:(କାଞ୍ଚନଟିଭି ବ୍ୟୁରୋରିପୋର୍ଟ୍) – ରାଜ୍ୟ ସରକାର ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଔଷଧ ବିତରଣ କେନ୍ଦ୍ର ଖୋଲିଛନ୍ତି। ଯେଉଁଠାରେ କି ଜନୈାଷଧି ଯୋଜନା ରେ ମାଗଣାରେ ଔଷଧ ... Read More

error: Content is protected !!